Latest Odisha News

BREAKING NEWS

ହରେକୃଷ୍ଣ ମହତାବ ଗ୍ରନ୍ଥାଗାରଠାରେ ଜାତୀୟ ପଠନ ମାସ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୪ ସ୍ଥିତ ହରେକୃଷ୍ଣ ମହତାବ ଗ୍ରନ୍ଥାଗାରଠାରେ ଜାତୀୟ ପଠନ ମାସ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଜାତୀୟ ପାଠାଗାର ଆନ୍ଦୋଳନର ପୁରୋଧା ତଥା କେରଳ ରାଜ୍ୟ ପାଠାଗାର ଆନ୍ଦୋଳନର ଜନକ ପିଏନ ପାନିକରଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଜାତୀୟ ପଠନ ମାସ ରୂପେ ପାଳନ…

କବିତା : ମୌସୁମୀ ଧରାରେ ହସେ

ରାଜ କିଶୋର ନାୟକ ଯୂଇ ଜାଇ ହେନା କଦମ୍ବ ଫୁଟନ୍ତି ବରଷା ତ ଯେବେ ଆସେ ବାସ ଚହଟାଇ ସଜ ମଲ୍ଲୀ ଫୁଲେ ମୌସୁମୀ ଧରାରେ ହସେ (୦) ଯାଇଛି ନିଦାଘ ଆସିଅଛି ଏବେ ଆଷାଢ ବରଷା ଟୋପା ଟୋପା ନୁହେଁ ସେତ ମୁକ୍ତାର ଝଲକ ଧରା ପୃଷ୍ଠ ଅପରୂପା ସବୁଜ ଘାସରେ ମୋତି ମାଣିକର ସତେକି ପସରା ବସେ…

ଓଡିଶା ସାହିତ୍ୟ ଏକାଡେମୀ ସଚିବଙ୍କ ବିୟୋଗରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀଙ୍କ ଶୋକ ପ୍ରକାଶ

କଟକ: ଓଡିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ କୁମାର ରାଉତଙ୍କ ବିୟୋଗରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ସ୍ବର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗକୁ ସେ ସମବେଦନା ଜ୍ଞାପନ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା ଜାଣିଥିଲା ଏହାର କାରଣ କ’ଣ! ସିଡ଼୍ ତା'ର ପୁରା ନାଁ “ସିଦ୍ଧାର୍ଥ”କୁ ଘୃଣା କରେ ଏବଂ ଏ ନାଁ ଧରି ଡାକୁଥିବା ଲୋକମାନଙ୍କୁ ବି । ଏହି “ସିଦ୍ଧାର୍ଥ” ଡାକଟା ଛଡ଼ା ଆଉ ପ୍ରାୟ କୌଣସି ଜିନିଷ ତାକୁ ଏତେ ବିରକ୍ତ…

ଭାଷା ଭାଗବତ : ଅଲୋଡ଼ା ଜ୍ଞାନ-ଭିକ୍ଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯାହାକୁ ଯାହା ଲାଗେ ଭଲ ତାହା କରିଲେ କଲବଲ ହୋଇ ପାଏନି ଭଲ ଫଳ ସାରେ ସଂବଳ ଆଉ ବଳ ଭଲ ଲାଗେ କି ଭଲ ହୁଏ ପାର୍ଥକ୍ଯ ବୁଝିପାରେ ଯିଏ ସେ କରିଚାଲେ ଆତ୍ମୋନ୍ନତି ହୁଏନି ଖୁବ୍‌ ବେଶି କ୍ଷତି କ୍ଷଣିକାନଂଦ ପ୍ରାପ୍ତି ପାଇଁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅଶୌଚ ବା ଦୁର୍ଘଟଣା ନୀତି (୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଆଲୋଚନା ବେଳେ ଆମେ ଅଶୌଚ ଜନିତ ସମସ୍ତ ନୀତି ନିୟମ ପାଳନର ବ୍ୟାଖ୍ୟା କଲେ । ଆଜି ଜାଣିବା ମୁଖ୍ୟତଃ କେଉଁ ପରିସ୍ଥିତିରେ ଶ୍ରୀଜୀଉମାନଙ୍କ ଏହି…

ପୁଣି ବିବାଦରେ ଶ୍ରୀମନ୍ଦିର ପ୍ରଶାସନ, ବନକଲାଗିରେ ‘ନକଲି କସ୍ତୁରୀ’ ବ୍ୟବହାର ଅଭିଯୋଗ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବନକଲାଗି ନୀତିରେ ବ୍ୟବହାର ପାଇଁ ନିମ୍ନମାନର ବା ନକଲି ସାମଗ୍ରୀ ଯୋଗାଇ ଦେଉଥିବା ସେବାୟତ ଅଭିଯୋଗ କରିବା ପରେ ପୁରୀ ଶ୍ରୀମନ୍ଦିର ଏବେ ନୂଆ ବିବାଦରେ ଛନ୍ଦି ହୋଇଯାଇଛି। ବନକଲାଗି ନୀତିରେ ବିଳମ୍ବ ହେବା ପରେ ଭକ୍ତ ଓ ଦତ୍ତମହାପାତ୍ର ସେବାୟତମାନେ…

ବାଲେଶ୍ବର ମେମୁ ଟ୍ରେନର ଲୋକପାଇଲଟ ଓ ଅନ୍ୟ କର୍ମଚାରୀଙ୍କୁ ଖଡଗପୁୁରରେ ପଚରାଉଚରା

ବାଲେଶ୍ବର: ନୀଳଗିରି ରୋଡ ଷ୍ଟେସନରେ ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିବା ଘଟଣାରେ ଖଡଗପୁର ରେଲଓ୍ବେ ଡିଭିଜନର ତଦନ୍ତ ଆରମ୍ଭ। ଯାତ୍ରିବାହୀ ଟ୍ରେନର ଲୋକପାଇଲଟ, ଟେକ୍ନିକାଲ ଷ୍ଟାଫ, କାର୍ଯ୍ୟରତ ଅନ୍ୟାନ୍ୟ କର୍ମଚାରୀଙ୍କୁ ଖଡଗପୁରରେ ପଚରାଉଚରା କରାଯାଉଥିବା…

ଭାଲୁ ଆକ୍ରମଣରେ ୪ ବନ କର୍ମଚାରୀ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ବିଜା ଖମନ ଜଙ୍ଗଲରେ ଭାଲୁ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଗୁରୁତର ଆହାତ ହୋଇଛନ୍ତି । ଆହତଙ୍କୁ ନୂଆପଡ଼ା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨ ଦିନ ତଳେ ଭାଲୁ ଆକ୍ରମଣରେ ବିରୁନପଦର ଗାଁର ୭୦ ବର୍ଷର ବୃଦ୍ଧଙ୍କ…

ଟମାଟୋ ଦାମ୍ ବଢ଼ିବା ପରେ କାନଫୁଲ ତିଆରି କରି ପିନ୍ଧିଲେ ଉର୍ଫି

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ଉର୍ଫି କେତେବେଳେ ପିଜା ତ ଆଉ କେତେବେଳେ ଚୁଇଂଗମରେ ତିଆରି ପୋଷାକ ପିନ୍ଧୁଥିବା ନଜର ଆସନ୍ତି । କିଛି ଦିନ ତଳେ ସେ ନମକିନ୍ ପ୍ୟାକେଟରେ ପୋଷାକ ତିଆରି କରି ପିନ୍ଧିଥିଲେ । ଯାହାକୁ ଲୋକେ ଖୁବ୍…