Latest Odisha News

BREAKING NEWS

କୁନୋ ଜାତୀୟ ପାର୍କରେ ଆଉ ଏକ ଚୀତାର ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଆଉ ଏକ ଚୀତାର ମୃତ୍ୟୁ ଘଟିଛି । ଆଫ୍ରିକାରୁ ଅଣାଯାଇଥିବା ପୁରୁଷ ଚୀତା ସୂରଜର ମୃତ ଶରୀର ଶୁକ୍ରବାର ମିଳିଥିଲା । କୁନୋରେ ୪ ମାସ ମଧ୍ୟରେ ୮ଟି ଚୀତାର ମୃତ୍ୟୁ ଘଟି ସାରିଛି । ଯାହାକି ଏକ ଚିନ୍ତାର ବିଷୟ । ଚଳିତ ସପ୍ତାହରେ ୨ଟି ଚୀତା ମୃତ୍ୟୁବରଣ…

ସଂପ୍ରସାରିତ କ୍ୟାବିନେଟକୁ ମୋହର: ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତଙ୍କୁ ମିଳିଲା ଅର୍ଥ ବିଭାଗ

ମୁମ୍ବାଇ: ଅଟକି ରହିଥିବା ମହାରାଷ୍ଟ୍ରର ସଂପ୍ରସାରିତ କ୍ୟାବିନେଟରେ ବାଜିଲା ମୋହର ।  ସଂପ୍ରସାରିତ ହୋଇଛି ମହାରାଷ୍ଟ୍ର କ୍ୟାବିନେଟ  । ଏନସିପି ନେତା ଅଜିତ ପାୱାରଙ୍କୁ ମିଳିଛି  ଅର୍ଥ ମନ୍ତଣାଳୟ  ସହ ଯୋଜନା ବିଭାଗ   । ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତଙ୍କ ହାତରେ ଧରେଇ…

ହଜିଗଲା ମାନବିକତା; ଦିବ୍ୟାଙ୍ଗ ଭାଣେଜୀକୁ ଦୁଷ୍କର୍ମ କଲା ମାମୁ

ବାରିପଦା: ସଂପର୍କରେ ଲାଗିଲା କଳଙ୍କର ଛିଟା  ।  ହଜିଗଲା ମାନବିକତା । ଯାହାକୁ ଭରସା କରିଥିଲା ସେ ସାଜିଲା ସୈତାନ ।  ଅସହାୟ ଝିଅର କରୁଣ ଚିତ୍କାର ତା ହୃଦୟକୁ ତରଳାଇ ପାରିଲାନି । ଶେଷରେ ପୁରୁଷର କାମନା ଜ୍ୱାଳାରେ ଜଳିଗଲା ଦିବ୍ୟାଙ୍ଗ ଝିଅଟିର ସବୁକିଛି । ଯାହାକୁ ମାମୁ ବୋଲି ଭାବି ଭରସା…

ଶୂନ୍ୟରେ ଝୁଲି ରହିଛି ଭୂତ ମନ୍ଦିର, ଜାଣନ୍ତୁ ଏହାର ରହସ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସମଗ୍ର ବିଶ୍ୱରେ ଭାରତ ଏକ ପ୍ରମୁଖ ଧାର୍ମିକ ସ୍ଥଳ ଭାବରେ ଜଣାଶୁଣା । ଖାସ କରି ହିନ୍ଦୁ କେନ୍ଦ୍ରସ୍ଥଳ ଭାବରେ ଭାରତ ଜଣାଶୁଣା । ଏଠାରେ ଅନେକ ମନ୍ଦିର ଅବସ୍ଥିତ ରହିଛି । ହେଲେ ଏହି ମନ୍ଦିର ସହ ଜଡ଼ିତ ରହିଥିବା ଅନେକ ରହସ୍ୟମୟ କାହାଣୀ ସମ୍ପର୍କରେ ହୁଏତ ଆପଣ ଜାଣିଥିବେ…

ଆତଙ୍କବାଦୀ ସହ ଇସଲାମର ନାହିଁ କୌଣସି ସମ୍ପର୍କ, ଧର୍ମର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି ଆତଙ୍କ: ଅଲ-ଇସା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ତ୍ତମାନ ଭାରତରେ ୟୁନିଫର୍ମ ସିଭିଲ କୋଡ ଉପରେ ଜୋରଦାର ଆଲୋଚନା ଚାଲିଛି। ଏହାରି ଭିତରେ ସାଉଦି ଆରବର ପୂର୍ବତନ ଆଇନ ମନ୍ତ୍ରୀ ତଥା ସଲିମ ୱାର୍ଲ୍ଡ ଲିଗର ସେକ୍ରେଟେରୀ ଜେନେରାଲ୍ ଶେଖ ଡ. ମହମ୍ମଦ ବିନ୍ ଅବଦୁଲକରିମ୍ ଅଲ-ଇସା ଭାରତ ଗସ୍ତରେ ଅଛନ୍ତି। ଭାରତରେ…

ଜହ୍ନ ଅଭିମୁଖେ ଭାରତର ଚନ୍ଦ୍ରଯାନ-୩, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀହରିକୋଟା: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଇସ୍ରୋ ସଫଳତାର ସହ ଚନ୍ଦ୍ରଯାନ-୩ର ଉତକ୍ଷେପଣ କରିଛି । ଏହା ହେଉଛି ଜହ୍ନ ଅଭିମୁଖେ ଭାରତର ତୃତୀୟ ମିଶନ । ଚନ୍ଦ୍ରଯାନ-୩ରେ ଇସ୍ରୋର ଏକ ହଜାରରୁ ଅଧିକ ବୈଜ୍ଞାନିକ କାମ କରୁଥିବା ବେଳେ ଏଥିରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ରହିଛି ।…

ଯଦି ପ୍ରଶାସନ ଲୋକଙ୍କ ଦୁଃଖ ଶୁଣୁଛି ତେବେ ସଚିବଙ୍କ ଗସ୍ତର ଆବଶ୍ୟକତା କ’ଣ-ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ବିରୋଧୀ ଦଳ ଟାର୍ଗେଟରେ ୫ଟି ସଚିବ ।  ବିଜେପି ପରେ କଂଗ୍ରେସ ମାରୁଛି ତୀର । ସାମ୍ବାଦିକ ସମ୍ମିଳନୀ କରି ୫ଟି ସଚିବଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ…

ଶ୍ରୀମନ୍ଦିର ସହିତ ଜଡ଼ିତ ଗୁପ୍ତ କଥା, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ବିଷୟରେ ସମସ୍ତେ ଜାଣିଛନ୍ତି। କିନ୍ତୁ ଏହି ମନ୍ଦିରରେ ଆଜି ମଧ୍ୟ ଲୁଚି ରହିଛି ଅନେକ ରହସ୍ୟ, ଯାହାକୁ କେହି ମଧ୍ୟ ଜାଣି ନାହାନ୍ତି । ତେବେ ଆସନ୍ତୁ ଜାଣିବା ଶ୍ରୀମନ୍ଦିରରେ ଲୁଚି ରହିଥିବା କିଛି ରହସ୍ୟ…

ଏଲିଜାବେଥ ବୋର୍ନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ, ଫ୍ରାନ୍ସ ସିନେଟ ଅଧ୍ୟକ୍ଷଙ୍କୁ ଭେଟିଲେ ମୋଦୀ

ପ୍ୟାରିସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନଙ୍କୁ ସାକ୍ଷାତ କରିଛନ୍ତି। ଦୁଇ ନେତା ଅର୍ଥନୈତିକ ଏବଂ ବାଣିଜ୍ୟ, ଶକ୍ତି, ପରିବେଶ, ଶିକ୍ଷା, ପରିବହନ, ରେଳବାଇ, ଡିଜିଟାଲ ଭିତ୍ତିଭୂମି, ମ୍ୟୁଜିଓଲୋଜି ଏବଂ ଜନସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ରରେ…

କ୍ରାଇମବ୍ରାଞ୍ଚ ଚାର୍ଜସିଟ ଏକ ରଦ୍ଦି କାଗଜ- ସୁରେଶ ପୂଜାରୀ

ସମ୍ବଲପୁର: ନବ ଦାସ ହତ୍ୟା ମାମଲାରେ କାହାଣୀ ଶୁଣାଇଛି କ୍ରାଇମବ୍ରାଞ୍ଚ । ଗୋପାଳ ଦାସକୁ ମୁଖ୍ୟ ଅଭିଯୁକ୍ତ ବୋଲି ସାବ୍ୟସ୍ତ କରି ସେହିଠାରେ ହିଁ ତଦନ୍ତ ସାରି ଦେଇଛି କ୍ରାଇମବ୍ରାଞ୍ଚ । ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ୫୦୦ ପୃଷ୍ଠାର ଚାର୍ଜସିଟକୁ ନେଇ ଏମିତି ପ୍ରତିକ୍ରିୟା…