Latest Odisha News

BREAKING NEWS

ବୈବାହିକ ପ୍ରତିଶୃତି ଭାଙ୍ଗିବା ପୂର୍ବରୁ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ହାଇକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ, ଯଦି କୌଣସି ସମ୍ପର୍କ ତିକ୍ତ ହୋଇଯାଏ ଏବଂ କୌଣସି ବ୍ୟକ୍ତି ନିଜ ସାଥୀଙ୍କୁ ବିବାହ ନକରିବାକୁ ନିଷ୍ପତ୍ତି ନିଏ, ତା'ହେଲେ ପୂର୍ବରୁ ହୋଇଥିବା ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ଭାବେ ବିବେଚନା କରାଯିବା ଉଚିତ ନୁହେଁ। ଅର୍ଥାତ୍…

ଫଲକନୁମା ଏକ୍ସପ୍ରେସର ତିନି ବଗିରେ ଲାଗିଗଲା ନିଆଁ

ବିଶାଖାପଟଣମ:ହାଓଡା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ନିଆଁ । ବିଶାଖାପଟଣମର ପାଗିଡିପାଲି-ବୋମାଇପାଲି  ମଧ୍ୟରେ ଘଟିଛି ଏହି ଦୁର୍ଘଟଣା ।  ହୁତୁହୁତୁ ଜଳୁଛି ଫାଲକନାମା ଏକ୍ସପ୍ରେସ ଟ୍ରେନ । ଟ୍ରେନର ତିନୋଟି ବଗିରେ ନିଆଁ ଲାଗି ଯାଇଛି ।  ଅଗ୍ନିକାଣ୍ଡ ଯୋଗୁ ଆଖପାଖ ଅଞ୍ଚଳ ଧୂଆଁମୟ…

କେତେ ସମ୍ପତ୍ତିର ମାଲିକ ଧୋନି, ଆସନ୍ତୁ ଜାଣିବା କେଉଁଠୁ ଆସୁଛି କେତେ ଟଙ୍କା..

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି କ୍ରିକେଟ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ଆଜି ତାଙ୍କର ୪୨ତମ ଜନ୍ମଦିନ । ଧୋନି ୭ ଜୁଲାଇ ୧୯୮୧ ରେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ ଜଗତରେ ସ୍ୱତନ୍ତ୍ର ପରିଚୟ ବହନ କରିଥିବା ମହେନ୍ଦ୍ର ସିଂ…

ଟଙ୍କା ଗଣି ଗଣି ରାତି ପାହି ଯାଉଛି କିନ୍ତୁ ସରୁନି: ଆଜି ତୃତୀୟ ଦିନରେ ବି ଚାଲିଛି ଡିଏନ ଗ୍ରୁପରେ ଆୟକର ଚଢଉ

ଭୁବନେଶ୍ୱର:ତିନି ଦିନ ହେଲାଣି ଚାଲିଛି ଚଢାଉ । ଯେତେ ଖୋଳିଲେ ସେତେ ବାହାରୁଛି ସମ୍ପତ୍ତି ତାଲିକା । ଆଜି ତୃତୀୟ ଦିନରେ ଚାଲିଛି ଡିଏନ ଗ୍ରୁପ ଉପରେ ଆୟକର ବିଭାଗର ଚଢାଉ । ପ୍ରଥମ ଦିନ ଚଢାଉରେ ୩୦ କୋଟି ଜବତ ହୋଇଥିବାବେଳେ ଗତକାଲି ବାହାରିଛି ପୁଳା ପୁଳା ଟଙ୍କା । ଗତକାଲି ଚଢ଼ାଉ ବେଳେ…

ହାପି ବାର୍ଥ ଡ଼େ MS ଧୋନି: ଜାଣନ୍ତୁ ମାହିଙ୍କ ବିଷୟରେ କିଛି ଅଜଣା କଥା …

ମୁମ୍ବାଇ: କ୍ରିକେଟ୍ ପ୍ରେମୀଙ୍କ ଗହଣରେ ଖୁବ୍ ପରିଚିତ ମହେନ୍ଦ୍ର ସିଂହ ଧୋନୀ । ଯିଏକି ମାହି ଓ କ୍ୟାପଟେନ୍ କୁଲ୍ ନାମରେ ବି ଲୋକପ୍ରିୟ ହୋଇପାରିଛନ୍ତି । ୧୯୮୧ ମସିହା ଜୁଲାଇ ୭ ତାରିଖରେ ଜନ୍ମଗ୍ରହଣ କରିଥିବା ଧୋନୀ ଆଜି ନିଜର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନ ଅବସରରେ ମାହିଙ୍କ…

ରାଜଧାନୀରୁ ପୁଣି ଜଣେ ଛାତ୍ର ନିଖୋଜ

ଭୁବନେଶ୍ୱର: ରାଜଧାନୀରୁ ପୁଣି ଜଣେ ଛାତ୍ର ନିଖୋଜ ।  ଛାତ୍ର ଜଣକ ରାଗି ଘରୁ କୁଆଡେ ପଳାଇଥିବା ଜଣାପଡିଛି । ଏ ନେଇ ପରିବାର ଲାେକେ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଛନ୍ତି । ନିଖୋଜ ଛାତ୍ରଙ୍କ ନାଁ  ଯୋଗେଶ ବାଲାଜ । ସ୍କୁଲ ଯିବାକୁ ନେଇ ପରିବାର ଲାେକେ ଏବଂ ଶିକ୍ଷକ ତାଙ୍କୁ ଗୁରୁବାର…

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ: ୩ ଜଣଙ୍କର ଦରମା ଓ ୬ ଜଣଙ୍କର ପେନସନ ବନ୍ଦ

ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି  ରଖିଛନ୍ତି ।  ଏ ପର୍ଯ୍ୟନ୍ତ ୧୯୭ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସାରିଲେଣି । ଏବେ ପୁଣି ୯ ଜଣଙ୍କ ବିରୋଧରେ କାାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।  ୩ ଜଣଙ୍କୁ…

ପ୍ରଧାନମନ୍ତ୍ରୀଙ୍କ ସଭାକୁ ଯାଉଥିବା ବିଜେପି କର୍ମୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ:୨ ମୃତ

ନୂଆଦିଲ୍ଲୀ: ଛତିଶଗଡର ବେଲତରା ହାଇୱେରେ ଏକ ଭୟାନକ ସଡକ ଦୁର୍ଘଟଣା ଘଟି ଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭାରେ ଯୋଗ ଦେବା ପାଇଁ ଅମ୍ବିକାପୁର ଜିଲ୍ଲାର ବିଜେପି କର୍ମୀମାନେ ଏହି ଗାଡ଼ିରେ ଦେବା ପାଇଁ ଯାଉଥିଲେ । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ବସରେ ପ୍ରାୟ ୪୦ ଜଣ ବିଜେପି…

ଆମେରିକାର ରୋଡସ୍ ଆଇଲ୍ୟାଣ୍ଡଠାରେ ଓଡ଼ିଆ ସମାଜ ଦ୍ୱାରା ରଥଯାତ୍ରା ପାଳିତ

ରୋଡସ୍ ଆଇଲ୍ୟାଣ୍ଡ : ଯୁକ୍ତରାଷ୍ଟ୍ର ଆମେରିକାର ସବୁଠାରୁ କ୍ଷୁଦ୍ର ରାଜ୍ୟ ରୋଡ଼ସ୍ ଆଇଲ୍ୟାଣ୍ଡ ଠାରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ସବୁଠୁ ବୃହତ ପର୍ବ ରଥଯାତ୍ରା ମହାଆଡ଼ମ୍ବରରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଚାରି ଠାକୁର ବିରାଜମାନ କରୁଥିବା ୱାରୱିଇକସ୍ଥିତ ହିନ୍ଦୁ ମନ୍ଦିରକୁ ଖୁବ ଭବ୍ୟ…

ଫଳର ରାଜା ଆମ୍ବ : ଜାଣନ୍ତୁ ଆମ ସ୍ୱାସ୍ଥ୍ୟ ପାଇଁ ଏହାର ଉପାଦେୟତା…

ବର୍ତ୍ତମାନ ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ବିକ୍ରି ହେଉଛି | ଫଳର ରାଜା ଆମ୍ବ । ଖରା ଦିନରେ ଆମ୍ବ କାହାକୁ ବା ଭଲ ନଲାଗେ । ଖରା ଦିନରେ ଏହି ଫଳ ବଜାରରେ ପସରା ମେଲାଇଥାଏ । ଭାରତୀୟ ସଂସ୍କୃତି ସହ ଓତୋପ୍ରୋତଃ ଭାବରେ ଜଡ଼ିତ ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ । ପ୍ରାୟତ ଲୋକମାନେ ଆମ୍ବ…