ଠିକା ବନ କର୍ମଚାରୀ ନୁହେଁ ପୋଲିସ ଜଗିବେ ଶିମିଳିପାଳ
ବାରିପଦା:ମାନୁ ନାହାନ୍ତି ଠିକା ବନ କର୍ମଚାରୀ । ଯେତେ ବୁଝାଇଲେ ବୁଝୁ ନାହାନ୍ତି । ତେଣୁ ଆଗକୁ ପୋଲିସ ଜଗିବ ଶିମିଳିପାଳ । ଆଜିଠୁ ମୟୂରଭଞ୍ଜ ଜିଲ୍ଲା ବାରିପଦା ଅନ୍ତର୍ଗତ ଶିମିଳିପାଳରେ ପାଟ୍ରୋଲିଂ କରିବ ପୁଲିସ। ୧୬ଟି ରେଞ୍ଜରେ ୩୦ ଜଣ ପୁଲିସ କର୍ମଚାରୀ ପାଟ୍ରୋଲିଂ କରିବେ। । ଏନେଇ…