Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସିଡ଼୍ ଧୀର ସ୍ୱରରେ ଏକଥା କହୁଥାଏ ଯେମିତି ବୀରା ଶୁଣି ନପାରିବ । “ହଁ ମୁଁ ବୁଝୁଛି । କିନ୍ତୁ ଆମେ ତାକୁ ଦିନେ ଦୁଇଦିନର ସମୟ ଦେବା ଉଚିତ୍ । ଏମିତିରେ ବି ସମୀରାକୁ ହରାଇଥିବାର ଦୁଃଖ ଭିତରୁ ସେ ବାହାରି…

ଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ: ଆଜିଠୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ପରୀକ୍ଷା ଆଜିଠାରୁ ଅର୍ଥାତ୍ ଜୁଲାଇ ୩ ରୁ ଆରମ୍ଭ ହୋଇ ୮ ଯାଏ ଚାଲିବ। ସେହିପରି ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟ୍ (ଏସ୍‌ଓଏସ୍‌ସି) ପରୀକ୍ଷା ମଧ୍ୟ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଦୁଇଟି ଯାକ ପରୀକ୍ଷାରେ ପ୍ରାୟ ୧୦ ହଜାର…

ଭାଷା ଭାଗବତ : ଅମୃତ କି ଗରଳ ?

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରତ୍ୟକ୍ଷ ଯଶାର୍ଜନ ପାଇଁ ସଭାରେ ଠିଆ ହେଲେ ଯାଇ ଶୁଭିବ ଯେତେ କରତାଳି ଅର୍ଥ କାଢ଼ିବ କେତେ ଭଳି ସଭାର ଆୟୋଜନକାରୀ ହେଲେଁ ହେଁ ଧନ ଅଧିକାରୀ ମନରେ ଥାଏ ଯଶେଷଣା ତେଣୁ ହୁଅଂତି ଜଣାଶୁଣା ଲେଖକ ସଂଗ ଲାଭ କରି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ଆଲୋଚନା ଭିତରେ ଆମେ ଦ୍ୱାରଫିଟାଠାରୁ ଆରମ୍ଭ କରି ଏବେ ଆସି ଅନ୍ତିମ ଚରଣରେ ପହଞ୍ଚି ଯାଇଛେ। ଗୋଟିଏ ଦିନର ଚଳଚଞ୍ଚଳ ଜୀବନ ଚର୍ଯ୍ୟା ଭିତରେ ଠାକୁରମାନେ…

ଦୁନିଆର ସବୁଠୁ ବଡ଼ ୱିଗ୍ : ଯାହାର ଓସାର ୮ ଫୁଟ

ଅଷ୍ଟ୍ରେଲିଆ: ଆଜିକାଲି କେଶ ଉପୁଡ଼ିବା ସାଧାରଣ କଥା ହୋଇଗଲାଣି । ବିଭିନ୍ନ କାରଣ ଯୋଗୁ କେଶ ଉପୁଡ଼ୁଥିବା ବେଳେ କେହି ଗୁରୁତର ରୋଗରେ ଆକ୍ରାନ୍ତ ହେଲେ କେଶ ଉପୁଡ଼ିବା ଆରମ୍ଭ କରେ । ଫଳରେ ଅଧିକାଂଶ ଲୋକ ଚନ୍ଦା ହୋଇଯାଇଥାନ୍ତି । ତେଣୁ ନିଜର ସୌନ୍ଦର୍ଯ୍ୟ ପାଇଁ ଅନେକ ୱିଗ୍ ବା ନକଲି କେଶ ବ୍ୟବହାର…

୭ ଯୁବକ ବାଇକ୍‌ରେ କରୁଥିଲେ ରିଲ୍‌ସ, ଭିଡିଓ ଭାଇରାଲ ପରେ ଚାଲାଣ ପହଞ୍ଚିଲା ଘରେ

ଉନ୍ନାଓ: ବାଇକ୍ ଉପରେ ବସି ରିଲ୍ସ କରିବା ଯୁବକମାନଙ୍କୁ ପଡ଼ିଲା ମହଙ୍ଗା । ଜଣେ କିମ୍ବା ଦୁଇଜଣ ନୁହେଁ, ୭ ଜଣ ଯୁବକ ଏକ ବାଇକରେ ଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ମାଲିକଙ୍କ ଘରକୁ ୧୬,୦୦୦ ଟଙ୍କା ଚାଲାଣ ପଠାଇଛି । ଏହି ଘଟଣା…

ୱେବ ସିରିଜ୍ ‘ଚମକ’ରେ ନଜର ଆସିବେ ଇଶା

ମୁମ୍ବାଇ: ବଲିଉଡ଼ି ଅଭିନେତ୍ରୀ ଇଶା ତଲୱାର ଏବେ ଖୁବ୍ ଚର୍ଚ୍ଚାରେ । ତାଙ୍କ ଅଭିନିତ‘ମୀର୍ଜାପୁର ସିଜିନ୍‌-୨’ରେ ସେ ବେଶ୍ ଲୋକପ୍ରିୟ ହୋଇଥିଲେ । ଏଥିରେ ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏବେ ଏହାର ସିଜିନ୍‌-୩ ପରଦାକୁ ଆସିବ । ଏଥିରେ ବି ଈଶାଙ୍କୁ ନାୟିକା ହେବାର ସୁଯୋଗ…

କୁମ୍ଭୀରକୁ ବିବାହ କରି ଚର୍ଚ୍ଚାରେ ମେୟର: କାରଣ କ’ଣ ଜାଣନ୍ତୁ

ମେକ୍ସିକୋ: ଗ୍ରହ ଶାନ୍ତି ପାଇଁ କେହି କେହି ଗଛ, ପଶୁ ପକ୍ଷୀଙ୍କୁ ବିବାହ କରୁଥିବା ଆପଣ ଶୁଣିଥିବେ । କିନ୍ତୁ ମେକ୍ସିକୋରେ ଜଣେ ମେୟର ଏକ ମହିଳା କୁମ୍ଭୀରକୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ସେ ତାଙ୍କ ଗ୍ରହ ଶାନ୍ତି ପାଇଁ ନୁହେଁ ବରଂ ଶୁଭଫଳ ପାଇଁ ସେ ଏହି ବିବାହ କରିଛନ୍ତି । ଏହାର…

ଦୁନିଆର ସବୁଠୁ ଦାମୀ ଟମାଟୋ: ଯାହାର ମଞ୍ଜିର ଦାମ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ

ୟୁରୋପ: ଏବେ ବଜାରରେ ଟମାଟୋର ଦାମ ଆକାଶଛୁଆଁ । ଏହାର ମୂଲ୍ୟ୍ ବିଭିନ୍ନ ବଜାରରେ ୧୦୦ ଟଙ୍କା ଅତିକ୍ରମ କରିସାରିଲାଣି । ମାର୍ଚ୍ଚ-ଏପ୍ରିଲର ପ୍ରବଳ ଉତ୍ତାପ ଯୋଗୁଁ ଭାରତରେ ଟମାଟୋ ଫସଲ ପ୍ରଭାବିତ ହୋଇଥିଲା, ଫଳସ୍ୱରୂପ ଏହାର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । କିନ୍ତୁ ଆଜି ଆମେ ଆପଣଙ୍କୁ…

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ ୨ ଜଣଙ୍କ ମୃତଦେହ ନେବାକୁ ମନା କଲେ ସମ୍ପର୍କୀୟ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ମାସେ ବିତିଥିବା ବେଳେ ଏବେ ବି ଅନେକ ମୃତଦେହ ଚିହ୍ନଟ ହୋଇ ନାହିଁ । ଗୋଟିଏ ମୃତଦେହକୁ ଏକାଧିକ ଦାବିଦାର ରହିଥିବା ବେଳେ ଡିଏନଏ ପରୀକ୍ଷା କରାଯାଇ ମେଳ ଖାଇଲା ପରେ ମୃତଦେହ ହସ୍ତାନ୍ତର କରାଯାଉଛି । ଭୁବନେଶ୍ୱର ଏମ୍ସରେ ୮୧ଟି ମୃତଦେହ…