Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୩)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସିଡ଼୍‌ର କଥା ବୁଝିବା ପାଇଁ ରୋହାନ୍‌କୁ ଟିକେ ସମୟ ଲାଗିଲା । ମାତ୍ର ଯେତେବେଳେ ସେ ବୁଝି ପାରିଲା, ସର୍ବପ୍ରଥମେ ସେ ମୁହଁ ବୁଲେଇ ବୀରା ଆଡ଼କୁ ଚାହିଁଲା । ଖାସ୍ ଏଇୟା ଜାଣିବା ପାଇଁ ଯେ ସିଡ଼୍‌ର ପ୍ରଶ୍ନ ବୀରା…

ବର୍ଷା ପରେ ଅସହ୍ୟ ଗୁଳୁଗୁଳି; ଆସୁଛି ଦୁଇଟି ଲଘୁଚାପ

ଭୁବନେଶ୍ୱର: ବର୍ଷା ସତ୍ତ୍ୱେ ଗୁଳୁ ଗୁଳିରୁ ତ୍ରାହୀ ନାହିଁ। ତା ସାଂଗକୁ ଲୋ ଭୋଲ୍‌ଟେଜ୍ ଓ ବାରମ୍ବାର ବିଦ୍ୟୁତ କାଟ ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଦୁର୍ବଳ ପ୍ରବାହ ଯୋଗୁ ରାଜ୍ୟରେ ବର୍ଷାର ମାତ୍ରା କମିଛି। ବର୍ଷା କମିବା ଫଳରେ ଖରା ଓ…

ରତ୍ନ ବେଦିରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ : ଆଜି ବାହାରିବ ନୀଳାଚଳ ଅବଢ଼ା

ପୁରୀ : ନିଳାଦ୍ରୀ ବିଜେ ସହ ଶେଷ ହୋଇଛି ଘୋଷଯାତ୍ରାର ସମସ୍ତ ପର୍ଯ୍ୟାୟ l ନୀଳକନ୍ଦରକୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ । ଏବେ ବଡ଼ ଦେଉଳର ରତ୍ନବେଦୀରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଆଜିଠୁ ପୁଣି ଶ୍ରୀମନ୍ଦିରରେ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି ନୀତିକାନ୍ତି । ଆଜି ସକାଳେ…

ଟାଟା ପାୱାର ବିରୋଧରେ ଆନ୍ଦୋଳନ ପାଇଁ ସଜବାଜ, ସୋମବାରଠାରୁ ବିଦ୍ୟୁତ୍ ଶ୍ରମିକଙ୍କ ଧାରଣା

ଭୁବନେଶ୍ୱର: ଟାଟା ପାୱାର ବିରୋଧରେ ଆନ୍ଦୋଳନ କରିବ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ। ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ ସୋମବାରଠାରୁ ଧାରଣାରେ ବସିବେ ବିଦ୍ୟୁତ୍ ଶ୍ରମିକ। ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ଡାକରାରେ ଟିପିସିଓଡିଏଲ୍ ମୁଖ୍ୟ ଦପ୍ତର ସମ୍ମୁଖରେ ଶ୍ରମିକମାନେ ଧାରଣାରେ…

ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ପୂରିଲା ମାସେ, ଏବେ ବି ମୃତଦେହ ଅପେକ୍ଷାରେ ପରିବାର, ବାତିଲ ହେଉଛି ଟ୍ରେନ୍

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ଆଜି ମାସେ ପୂରିଛି। ଜୁନ ଦୁଇ ତାରିଖରେ ସଂଧ୍ୟାରେ କରମଣ୍ଡ ଏକ୍ସପ୍ରେସ ଓ ଆଉ ଦୁଇଟି ଟ୍ରେନ୍ ପରଷ୍ପର ଧକ୍କା ହେବାରୁ ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ଟ୍ରେନ୍‌ ଦୁର୍ଘଟଣା ହୋଇଥିଲା। ଏହି ଘଟଣାକୁ ଆଜିକୁ ମାସେ ପୂରି ଥିବା ବେଳେ ଏବେ ବି…

କବିତା : ଏମିତି କିଛି ଅଛି

ରାଜଲକ୍ଷ୍ମୀ ତ୍ରିପାଠୀ ସଞ୍ଜ ହେଲେ ଫୁଲଟି ଫୁଟିଲେ ଯେ ତିନି ହାତ ଭୂଇଁ ଉପରକୁ ଉଠି ଆକାଶ ଛୁଇଁବ କବି କିଛି କହେନାହିଁ ଘାରେ ତାକୁ ଅଙ୍କୁରିତ ବୀଜର ନିନାଦ କଢ଼ଟିଏ ଫୁଲ ହେବାବେଳେ ଗଣିଛି ସେ ଉଚ୍ଚ ଆକାଶରେ ଜହ୍ନ ଆଉ ତାରାଙ୍କ ମିଳିତ ପାଦଶବ୍ଦ । କହେନି ସେ ହୃଦୟଟିଏ ପ୍ରାଣ…

ସରିଲା ଓଟିଇଟି ୨୦୨୨, ଡିଜିଟାଲ୍ ଲକର୍‌ରେ ଓଏମ୍‌ଆର୍‌ ସିଟ୍

ଭୁବନେଶ୍ୱର: ସରିଲା ଓଟିଇଟିଟି ୨୦୨୨ର ପରୀକ୍ଷା। ଶନିବାର ଶେଷ ହୋଇଛି ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ୨୦୨୨ର ଦୁଇଟି ପେପର୍ ପରୀକ୍ଷା। ଓଟିଇଟି- ୧ ଏବଂ ଓଟିଇଟି-୨ ପରୀକ୍ଷା ଗୋଟିଏ ଦିନରେ ଦୁଇଟି ସିଟିଂରେ ହୋଇଥିଲା। ଚଳିତଥର ଇଣ୍ଟିଗ୍ରେଟେଡ୍ ଏବଂ ଏମ୍‌ଏଡ୍‌ ଡିଗ୍ରୀଧାରୀମାନେ ମଧ୍ୟ…

ଭାଷା ଭାଗବତ : ସମୂହ ହିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୂର୍ଣ ଭାଷାର ପରିଚିତି ପାଇପାରେନି ଜଣେ ବ୍ୟକ୍ତି ଭାଷାଂଶ କରି ବ୍ୟବହାର ଚଳାଏ ସାହିତ୍ୟ ସଂସାର ଭାଷାର ବଡ଼ ଶବ୍ଦକୋଷ ପଢ଼ି କରିଲେ ସୁଦ୍ଧା ଶେଷ ତହିଁରୁ ଆହୁରି ଅଧିକ ଶବ୍ଦ ତ କହୁଥାଂତି ଲୋକ ଏ ସବୁ ଗୋଟି ଗୋଟି ଗଣି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ-ବିଧି ପ୍ରସଙ୍ଗରେ ଠାକୁରମାନଙ୍କ ସନ୍ଧ୍ୟା ଧୂପ ସରିଛି। ଧୂପ ଭୋଗ ସରିବା ପରେ ଜୟମଙ୍ଗଳ ଆରତି ମଧ୍ଯ ସରିଛି। ଏହି ସମୟଟି ପୁଣି ଭକ୍ତ ଓ ଭଗବାନଙ୍କ ମିଳନ ସମୟ…

‘ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଏନବିଡବ୍ଲ୍ୟୁ ଜାରି ସତ୍ୱେ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ ପୋଲିସ’

ଭୁବନେଶ୍ୱର: ବହୁଚର୍ଚ୍ଚିତ ଏସସିଏଫ ସୌମ୍ୟରଞ୍ଜନ ମୃତ୍ୟୁକୁ ୨ବର୍ଷ ବିତିଯାଇଥିଲେ ବି ଏଯାଏଁ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ କି ଦୋଷୀଙ୍କୁ ଗିରଫ ମଧ୍ୟ କରାଯାଉନାହିଁ । ଏହି ଘଟଣାରେ ରାଜ୍ୟ ସରକାରଙ୍କ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତଥା ବର୍ତମାନର…