Latest Odisha News

BREAKING NEWS

୩୬ କୋଟିରେ ବିକ୍ରୀ ହେଲା ଯବାନର ମ୍ୟୁଜିକ ରାଇଟ୍ସ

ମୁମ୍ବାଇ: ପଠାନ ଫିଲ୍ମ ସୁପରହିଟ ହେବା ପରେ ଏବେ ସମସ୍ତଙ୍କ ନଜର ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଯବାନ ଉପରେ ରହିଛି । ଇତି ମଧ୍ୟରେ ଯବାନ ମ୍ୟୁଜିକ ରାଇଟ୍ସ ରେକର୍ଡ ଦରରେ ବିକ୍ରୀ ହୋଇଛି । ଟି ସିରିଜ ଅନ୍ୟ ସମସ୍ତ କମ୍ପାନୀକୁ ପଛରେ ପକାଇ ୩୬ କୋଟି ଟଙ୍କାରେ ଏହାକୁ କ୍ରୟ କରିଛି ।…

ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

କଟକ: ପୁଣି ତେଜିଲା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଦାବି । ରତ୍ନଭଣ୍ଡାର ଖୋଲିବା ନେଇ ବିଜେପି ନେତା ସମୀର ମହାନ୍ତି ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି । ଆବେଦନରେ ଦର୍ଶାଇଛନ୍ତି, ରତ୍ନଭଣ୍ଡାରର ସ୍ଥିତି ନେଇ ଏଏସ୍ଆଇ ଓ ଗଜପତି ମହାରାଜ ଚିନ୍ତାବ୍ୟକ୍ତ…

ପଡିଆରୁ ଚୁଇଂଗମ ଉଠାଇ ଖାଇଲେ ଲାବୁଶେନ

ଲଣ୍ଡନ: ଚଳିତ ଆଶେସ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁଶେନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଇଂଲଣ୍ଡ ବିପକ୍ଷରେ ବ୍ୟାଟିଂ କରୁଥିବା ବେଳେ ଲାବୁଶେନଙ୍କ ପାଟିରୁ ଚୁଇଂଗମ ପଡିଆରେ ପଡି ଯାଇଥିଲା । ମାତ୍ର ଏହା ପରେ ସେ ଆଶ୍ଚର୍ଯ୍ୟଜନକ…

କିଟ୍‍ କ୍ୟାମ୍ପସରେ ଆରମ୍ଭ ହେଲା କଳିଙ୍ଗ ଭାରତୀ କମ୍ୟୁନିଟି ରେଡ଼ିଓ

ଭୁବନେଶ୍ୱର: କିଟ୍‍ କ୍ୟାମ୍ପସରେ ଗୁରୁବାରଠାରୁ ଆନୁଷ୍ଠାନିକ ଭାବେ ପ୍ରସାରଣ ଆରମ୍ଭ ହୋଇଛି କଳିଙ୍ଗ ଭାରତୀ ୯୦.୦ ଏଫ୍‍ଏମ୍‍ କମ୍ୟୁନିଟି ରେଡ଼ିଓ । ସ୍ଥାନୀୟ କର୍ପୋରେଟର୍‍ ପ୍ରୀତିନନ୍ଦା ରାଉତରାୟ, ମିହିର କୁମାର ରାଉତ ଓ ପଟିଆ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଗଜେନ୍ଦ୍ର ଜେନାଙ୍କ ସମେତ ଚନ୍ଦକା,…

ହାଉସଫୁଲ ୫ରେ ଅକ୍ଷୟଙ୍କ ସହ ଅଭିନୟ କରିବେ ରିତେଶ

ମୁମ୍ବାଇ: ବଲିଉଡର ସଫଳ କମେଡି ଫ୍ରାଂଚାଇଜ ହାଉସଫୁଲର ୫ମ ସଂସ୍କରଣକୁ ଶୁକ୍ରବାର ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଅକ୍ଷୟ କୁମାର ପ୍ରଶଂସକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆସନ୍ତା ବର୍ଷ ଦୀପାବଳୀରେ ଏହା ରିଲିଜ ହେବ ବୋଲି ଅକ୍ଷୟ କହିଛନ୍ତି । ଏଥର ଖିଲାଡତି କୁମାରଙ୍କ ସହ ରିତେଶ…

ଏସିଆନ ଗେମ୍ସ: କ୍ରିକେଟ ପାଇଁ ଭାରତ ପଠାଇବ ବି ଟିମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସେପ୍ଟମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଏସିଆନ ଗେମ୍ସ ପାଇଁ କ୍ରିକେଟ ଟିମ ପଠାଇବାକୁ ରାଜି ହୋଇଛି । ଚୀନର ହୋଙ୍ଗଜୋଉରେ ଏସିଆନ ଗେମ୍ସ ହେବ । ରିପୋର୍ଟ ମୁତାବକ ଶିଖର ଧାୱନଙ୍କ ନେତୃତ୍ୱରେ ଭାରତ ଏହି ମୁକାବିଲା ପାଇଁ ବି ଟିମ ପଠାଇବ । ୭…

ସେପ୍ଟମ୍ବର ୧୯ରେ ରିଲିଜ ହେବ କଙ୍ଗନାଙ୍କ ଚନ୍ଦ୍ରମୂଖୀ ୨

ମୁମ୍ବାଇ: କଙ୍ଗନା ରାନାୱତ ଅଭିନୀତ ବହୁ ଚର୍ଚ୍ଚିତ ଚନ୍ଦ୍ରମୂଖୀ ୨ଫିଲ୍ମ ସେପ୍ଟମ୍ବର ୧୯ରେ ଗଣେଶ ପୂଜା ଅବସରରେ ରିଲିଜ ହେବ । କଙ୍ଗନା ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିସହ ସେ ଫିଲ୍ମର ଫାଷ୍ଟ ଲୁକ ମଧ୍ୟ ଶେୟାର କରିଛନ୍ତି । ରାଘବ ଲରେନ୍ସକୁ ଲୁକକୁ ଦର୍ଶକ ବେଶ ପସନ୍ଦ…

ରାଜ ରାସ୍ତାରେ ୬ ଫୁଟ ଲମ୍ବର କୁମ୍ଭୀର: ଦେଖିବାକୁ ଲୋକଙ୍କ ଭିଡ଼

ମଧ୍ୟ ପ୍ରଦେଶ: ଦୁନିଆରେ ଅନେକ ଜୀବ ଅଛନ୍ତି, ଯାହାକୁ ଲୋକେ ଖୁବ୍ ଭୟ କରନ୍ତି । ସେହିପରି ନଦୀରେ କୁମ୍ଭୀର ଥିବା କଥା ଶୁଣିଲେ ଲୋକେ ପାଣି ଭିତରେ ବି ପଶିବାକୁ ଭୟ କରିଥାନ୍ତି । ଯଦି କୁମ୍ଭୀର ପାଣିରୁ ଉଠି ମୁଖ୍ୟ ରାସ୍ତାରେ ଚାଲିବ, ତାହାହେଲେ ଲୋକଙ୍କ ଅବସ୍ଥା କ’ଣ ହେବ ଭାବନ୍ତୁ ? ଏବେ…

ଚାଷୀ ଓ ଚାଷକୁ ଅଧିକ ଅଗ୍ରାଧିକାର ଦେଇଛନ୍ତି ମୋଦି ସରକାର: ମନମୋହନ ସାମଲ

ଭୁବନେଶ୍ୱର:ଚାଷୀ ଓ ଚାଷ ଉପରେ ମୋଦି ସରକାର ସବୁଠାରୁ ବେଶି ଗୁରୁତ୍ୱ ଦେଉଛନ୍ତି । ଚାଷୀଙ୍କ ବିକାଶ ପାଇଁ ଅଧିକ ଯୋଜନା କରିଛନ୍ତି । ଗତକାଲି କେନ୍ଦ୍ର କ୍ୟାବିନେଟର ନିଷ୍ପତି ଅନୁଯାୟୀ ଆସନ୍ତା ୩ ବର୍ଷ ପାଇଁ (୨୦୨୨-୨୩, ୨୦୨୩-୨୪, ୨୦୨୪-୨୫ ଆର୍ôଥକ ବର୍ଷ) ୟୁରିଆ ସାର ସବସିଡି ପ୍ରଦାନ…

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ୍, ୩ରେ ଜାଳିବେ କପି

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କ ନିଯୁକ୍ତି ଓ ସ୍ଥାନାନ୍ତରଣକୁ ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ । ଶୁକ୍ରବାର ଦିଲ୍ଲୀ ସରକାର ଅଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ଅସାମ୍ବିଧାନିକ ଏବଂ ଏହା…