Latest Odisha News

BREAKING NEWS

ବିରୋଧୀଙ୍କୁ ନବୀନଙ୍କ ଜବାବ, ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ଶୁଣାଇଲେ ପାଣ୍ଡିଆନ୍

ବରଗଡ଼: ବରଗଡ଼ରୁ ବିରୋଧୀଙ୍କୁ ଜବାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିରୋଧୀ ପ୍ରଶ୍ନ କରୁଥିବା ବେଳେ ମଞ୍ଚରେ ପାଣ୍ଡିଆନ୍ ନବୀନଙ୍କ ଅଡିଓ ବାର୍ତ୍ତା ଶୁଣାଇ ଜବାବ ରଖିଛନ୍ତି । ଆଜି ବରଗଡ଼ ଗସ୍ତ ବେଳେ ନିଶାମଣି ହାଇସ୍କୁଲ୍ ପଡ଼ିଆ କାର୍ଯ୍ୟକ୍ରମରେ…

କନ୍ନଡ ଅଭିନେତା ସୂରଜ କୁମାର ସଡକ ଦୁର୍ଘଟଣାରେ ଗୁରୁତର, କଟାଗଲା ପାଦ

ବାଙ୍ଗାଲୋର: କନ୍ନଡ ଅଭିନେତା ସୂରଜ କୁମାର ସଡକ ଦୁର୍ଘଟଣାରେ ଗୁରୁତର ହୋଇ ପଡିଛନ୍ତି । ତାଙ୍କୁ ବଂଚାଇବା ପାଇଁ ଡାକ୍ତର ଡାହଣ ପାଦ କାଟିବାକୁ ବାଧ୍ୟ ହୋଇଛନ୍ତି । ବାଇକରେ ସେ ମସୁରୀରୁ ଉଟୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସେ ଏକ ଟ୍ରାକ୍ଟରକୁ ଓଭରଟେକ କରିବା ବେଳେ ସନ୍ତୁଳନ…

ଧର୍ମେନ୍ଦ୍ରଙ୍କୁ ଜବାବ ମାଗିଲା ବିଜେଡି- ୯ ବର୍ଷରେ ଜନ୍ମମାଟି ପାଇଁ କ’ଣ କରିଛ କୁହ

ଭୁବନେଶ୍ୱର: ଅନୁଗୁଳରେ ଗରିବ ବିକାଶ ଯୋଜନା ସମାବେଶରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସରକାର ଉପରେ ବର୍ଷିଥିବାବେଳେ  ଢେଙ୍କାନାଳ ଓ ଅନୁଗୁଳର ବିକାଶକୁ ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକାଧିକ ପ୍ରଶ୍ନ ପଚାରିଛି ବିଜେଡି । ନଅ ବର୍ଷର…

ଗରିବ କଲ୍ୟାଣ ସମାବେଶରେ କେନ୍ଦ୍ରମନ୍ତ୍ରୀଙ୍କ ଚେତାବନୀ-‘ନୀଳବର୍ଣ୍ଣ ଶୃଗାଳମାନଙ୍କ ମୁଖା ଖୋଲିବାକୁ ହେବ’

ଛେଣ୍ଡିପଦା: ଓଡ଼ିଶାର ଶାସନତନ୍ତ୍ର ଭୁଷୁଡି ପଡିଛି । ମୋଦି ପଠାଉଥିବା ଟଙ୍କାର ୫୦ ଭାଗ ପିସି ଆକାରରେ ରାଜ୍ୟ ସରକାର ଦଳୀୟ କର୍ମୀଙ୍କ ହାତରେ ଟେକି ଦେଇଛନ୍ତି । ଲୋକମାନଙ୍କ ଠାରୁ ଭୋଟ୍ ପାଇ ନିର୍ବାଚିତ ଲୋକମାନେ ଆଜି ବାବୁ ମାନଙ୍କର ଚେୟାର ଉଠାଇବା ସହ ସଭା ସମିତି ଆୟୋଜନ କରୁଛନ୍ତି । ଏ …

ଏଣିକି ରବିବାରରେ ଖୋଲିବ ଡାକ୍ତରଖାନା ପରିସର ଓ ନିକଟରେ ଥିବା ଆହାର କେନ୍ଦ୍ର

ଭୁବନେଶ୍ୱର: ଡାକ୍ତରଖାନା ପରିସର ଭିତରେ ଏବଂ ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଏଣିକି ରବିବାରରେ ବି ଖୋଲିବ ।  ସହରର ପ୍ରମୁଖ ସ୍ଥାନରେ ଗରିବ ଲୋକଙ୍କୁ ୫ ଟଙ୍କାରେ ମିଲ  ଦେଉଥିବା  ଆହାର କେନ୍ଦ୍ର ରବିବାର ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆହାର କେନ୍ଦ୍ର ସୋସାଇଟିର…

ଚାଟ୍ ଜିପିଟି ଏକ୍ସପର୍ଟଙ୍କ ଦରମା ୧.୫ କୋଟି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣ ନିଶ୍ଚିତ ଭାବରେ ସଂସ୍କୃତରେ ଏକ ଶ୍ଳୋକ ଶୁଣିଥିବେ “ସ୍ୱଦେଶେ ପୂଜ୍ୟତେ ରାଜା, ବିଦ୍ୱାନ ସର୍ବତ୍ର ପୂଜ୍ୟତେ” ଅର୍ଥାତ୍ ରାଜା କେବଳ ନିଜ ରାଜ୍ୟ କିମ୍ବା ଦେଶରେ ପୂଜା ପାଆନ୍ତି। କିନ୍ତୁ ଜଣେ ବିଦ୍ୱାନ ବ୍ୟକ୍ତିଙ୍କ ପୂଜା ସମଗ୍ର ବିଶ୍ୱ କରେ। କର୍ପୋରେଟ୍ ଜଗତ…

୧୨ ଜୀବନ ନେଇଥିବା ଘରୋଇ ବସର ନଥିଲା ବୀମା ଓ ପରମିଟ୍, ମାଲିକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କ ଭୟଙ୍କର ମୃତ୍ୟୁ ପରେ ଦୁର୍ଘଟଣାଗ୍ରସ୍ତ ଘରୋଇ ବସର ପରମିଟ୍ ଓ ବୀମା ନଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ ଘରୋଇ ବସଟି ସରକାରୀ ଓଏସ୍ଆରଟିସି ବସକୁ ଧକ୍କା ଦେଇଥିଲା । ରାତିରେ ଚଳାଚଳ ପାଇଁ ଘରୋଇ ବସ୍ ପାଖରେ ଆବଶ୍ୟକୀୟ ପରିମିଟ୍ ନଥିବା…

ଜୁଲାଇ ପହିଲାରୁ ଆସିପାରେ ଏସବୁ ଜିନିଷରେ ପରିବର୍ତ୍ତନ; ପର୍ସରେ ପଡିବ ସିଧା ପ୍ରଭାବ

ନୂଆଦିଲ୍ଲୀ: ଜୁନ ଶେଷ ହେବାକୁ ଯାଉଛି । ଆଉ ୪ ଦିନ ପରେ ଆରମ୍ଭ ହେବ ଜୁଲାଇ । ଜୁଲାଇ ମାସ ଆରମ୍ଭରୁ ଏମିତି କିଛି ଜିନିଷର ପରିବର୍ତ୍ତନ ହେବାକୁ ଯାଉଛି ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ପକେଟରେ ପଡିବ । ଏହି ପରିବର୍ତ୍ତନରେ ଏଲପିଜି ସିଲିଣ୍ଡରଠାରୁ ଆରମ୍ଭ କରି ସିଏନଜି-ପିଏନଜି ରେଟ…

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଲେ ଓଡ଼ିଶା ରାଜ୍ୟ ଉଜ୍ଜ୍ୱଳା ଦିଦି ସଂଘ

ମୟୂରଭଞ୍ଜ: ତିନି ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘ ମୟୂରଭଞ୍ଜ ଜିଲ୍ଲା ତରଫରୁ ଆଜି ବର୍ଷାରେ ଭିଜି ଭିଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଟି…

ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ

ରାଉରକେଲା: ଆଜି ହେଉଛି ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ। ଏହି ଅବସରରେ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ସହରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସିଭିଲ ଟାଉନସିପ ସ୍ଥିତ ଡେଭଲପମେଣ୍ଟ ଏରିଆ ହାଇସ୍କୁଲରୁ ବାହାରି ଏକ ସଚେତନତା ଶୋଭାଯାତ୍ରା…