Latest Odisha News

BREAKING NEWS

ପକ୍ଷୀଙ୍କ ମଳରୁ ପ୍ରସ୍ତୁତ ହେଉଛି କଫି, ପିଇବା ପାଇଁ ସମସ୍ତେ ସମର୍ଥ ନୁହଁନ୍ତି

ବ୍ରାଜିଲ: ଅନେକ ଲୋକ କଫି ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଦୁନିଆର ସବୁଠୁ ଦାମୀ କଫି ପିଇବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନ ଥାଏ । ଆମେ ଆପଣଙ୍କୁ ସେହି କଫି ବିଷୟରେ କହିବାକୁ ଯାଉଛୁ, ଯାହାର ମୂଲ୍ୟ ଏତେ ଅଧିକ ଯେ ଜଣେ ସାଧାରଣ ଲୋକର ମାସିକ ଦରମା ଏହାର ମୂଲ୍ୟ ସହିତ ସମାନ । ଏହି କଫି…

ଦୁନିଆର ସବୁଠାରୁ ଛୋଟ କୋରାନ ଏବଂ ରାମାୟଣ , ଦେଖିବାକୁ ଲୋକଙ୍କ ଭିଡ଼

ଆଲ୍ଲାହାବାଦ: ବିଶ୍ୱର ଅନେକ ପୁରାତନ ଜିନିଷ ଆପଣ ଦେଖିଥିବେ କିମ୍ବା ଶୁଣିଥିବେ, କିନ୍ତୁ ଆପଣ ଦୁନିଆର ସବୁଠାରୁ ଛୋଟ କୋରାନ ଏବଂ ରାମାୟଣ ଦେଖିଛନ୍ତି କି? ଏହି ଅନନ୍ୟ କଳାକୃତି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଖିବାକୁ ମିଳିଛି । ଯାହା ବିଶ୍ୱର ସବୁଠାରୁ ଛୋଟ କୋରାନ ଏବଂ ରାମାୟଣ ବୋଲି ଦାବି…

ବଢ଼ିଲା ଅବଢ଼ା ଯୋଜନାର ଅଟକଳ, ମା ମଝିଘରିଆଣୀ ମନ୍ଦିର ଭିତ୍ତିଭୂମି ପାଇଁ ୬ ଏକର ଜମି ଦେବେ ସରକାର

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ମାଆ ମଝିଘରିଆଣୀ ମନ୍ଦିରର ଭିତ୍ତିଭୂମି ବିକାଶ ପାଇଁ ସରକାର ଜମି ଦେବେ । ଏ ସମ୍ପର୍କିତ ନିଷ୍ପତ୍ତିକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍ । ରାୟଗଡ଼ା ତହସିଲ୍ ଅନ୍ତର୍ଗତ ରାମଚନ୍ଦ୍ରପୁର ମୌଜାରେ ଭାରତୀୟ ରେଳ ବିଭାଗ ଠାରୁ ସମାନ ପରିମାଣ ଓ ସମାନ ମୂଲ୍ୟର ଜମି…

୮୦୦ ବର୍ଷ ପୁରୁଣା ପୋଖରୀ: ଯାହା ଗ୍ରାମକୁ ଦିଏ ଅମ୍ଳଜାନ

ରାଜସ୍ଥାନ: ପୂର୍ବ ସମୟରେ ଜଳ ସଂଗ୍ରହ ଉତ୍ସ ଭାବେ ପୋଖରୀ, କୂଅ ଆଦି ନିର୍ମାଣ କରାଯାଉଥିଲା, ଯାହା ଦ୍ୱାରା ବର୍ଷା ଜଳ ନଷ୍ଟ ନ ହୋଇ ସଂରକ୍ଷିତ ହୋଇ ରହିଥାଏ । ପରବର୍ତ୍ତୀ ସମୟରେ ଯେପରି ସ୍ଥାନୀୟ ବାସିନ୍ଦା ଜଳ ସମସ୍ୟାର ସମ୍ମୁଖୀନ ନ ହେବେ, ସେଥିଲାଗି ବିଭିନ୍ନ ଉତ୍ସ ତିଆରି କରାଯାଉଥିଲା ।…

ଏମର୍ଜିଂ ଏସିଆ କପ ହାତେଇଲେ ଭାରତୀୟ ମହିଳା କ୍ରିକେଟ ଟିମ

ହଂକଂ: ହଂକଂରେ ଅନୁଷ୍ଠିତ ଏମର୍ଜିଂ ଏସିଆ କପ କ୍ରିକେଟ (୨୩ ବର୍ଷରୁ କମ)ରେ ଭାରତ ଚାମ୍ପିୟନ ହୋଇଛି । ବୁଧବାର ଅନୁଷ୍ଠିତ ଫାଇନାଲରେ ଭାରତ ୩୧ ରନରେ ବାଂଲାଦେଶକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୧୨୭ ରନ କରିଥିଲା । ବିନ୍ଦ୍ରା…

୨୯ରେ ରିଲିଜ୍ ହେବ ‘ପ୍ରିୟେ ତୁ ମୋ ସିଏ’ : ପ୍ରଥମଥର ଏକାଠି ନଜର ଆସିବେ ଅମ୍ଳାନ-ଏଲିନା

ଭୁବନେଶ୍ୱର: ପ୍ରେମ ହେଇଯାଏ କେଉଁଠି, କେମିତି, କେତେବେଳେ.. । ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ । ବେଫିକର ଗରୀବ ପୁଅକୁ ମନରେ ଜାଗା ଦେଇଛି ଜମିଦାରର ଝିଅ । ଏମିତି କାହିଁକି ହେଲା, କେମିତି ହେଲା । କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ ପ୍ରେମିକ ରୂପେ…

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ, ୫ ବର୍ଷରେ ଖର୍ଚ୍ଚ ହେବ ୩୩୫୪ କୋଟି

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ଅନୁମୋଦନ ମିଳିଛି । ଏହା ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାର ୧୫ରୁ ୧୯ ବର୍ଷର କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମାଆ, ସାମ, ମାମ ଏବଂ ଏସୟୁଡବ୍ଲୁ ଶିଶୁମାନଙ୍କର ପୁଷ୍ଟିଗତ ଓ ସ୍ୱାସ୍ଥ୍ୟଗତ…

ରାଞ୍ଝା ପରେ ପୁଣି ଏକତ୍ର ହେଲେ ଧନୁଷ ଓ ଆନନ୍ଦ ଏଲ ରାୟ

ମୁମ୍ବାଇ: ଫିଲ୍ମମେକର ଆନନ୍ଦ ଏଲ ରାୟ ସର୍ବଦା ସମୟଠାରୁ ଆଗର କାହାଣୀ ଦେଖାଇ ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି । ୧୦ ବର୍ଷ ତଳେ ରିଲିଜ ହୋଇଥିବା ଧନୁଷ ଅଭିନୀତ ରାଞ୍ଝା ଏବେ ବି ଦର୍ଶକଙ୍କ ମନକୁ ଆନ୍ଦୋଳିତ କରୁଛି । ଏହି ୧୦ ବର୍ଷ ପୂର୍ତି ଅବସରରେ ଆନନ୍ଦ ରାୟ ତାଙ୍କର ଆଗାମୀ ଫିଲ୍ମର ଘୋଷଣା…

ନିଜେ ପଢିଥିବା ସ୍କୁଲ୍‌ର ପିଲାଙ୍କୁ ‘ଆଦିପୁରୁଷ’ ଦେଖାଇବେ କ୍ରିତି

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଗତ ୧୬ ତାରିଖରେ ରିଲିଜ୍ ହୋଇଯାଇଛି । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା…

ଆସୁଛନ୍ତି ଅମିତ ଶାହା, ଚାଲିଛି ସର୍ଭେ, କଟିବ ଟିକେଟ!

ଭୁବନେଶ୍ୱର: ଛତିଶଗଡ଼ ନିର୍ବାଚନକୁ ଆଉ ମାତ୍ର ଅଳ୍ପ କେତେ ମାସ ବାକି ଅଛି। ରାଜ୍ୟର ରାଜନୈତିକ ସ୍ଥିତିକୁ ଦେଖିଲେ ସେଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ ହେବ। କଂଗ୍ରେସ ଶାସନରେ ଥିବାବେଳେ ଶାସନ ବଜାୟ ରଖିବାକୁ ଦଳ ଉଦ୍ୟମ କରୁଛି। ତେଣୁ ଉଭୟ ଦଳ ପ୍ରଚାର ପ୍ରସାରକୁ ଜୋରଦାର କରୁଛନ୍ତି।…