Latest Odisha News

BREAKING NEWS

କାଲି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ, ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସାହାଣମେଲା

ପୁରୀ: ଜରରୁ ସୁସ୍ଥ ହେବା ପରେ ମହାବାହୁ ସୋମବାର ନବଯୌବନ ବେଶରେ ଦର୍ଶନ ଦେବେ । ଏଥର ଉଭାଯାତ୍ରା ନ ଥିବାରୁ ଓ ତା ପରଦିନ ଘୋଷଯାତ୍ରା ଥିବାରୁ ମାତ୍ର ୩ ଘଣ୍ଟା ପାଇଁ ନବଯୌବନ ଦର୍ଶନ ସୌଭାଗ୍ୟ ପାଇବେ ଓ ଶ୍ରଦ୍ଧାଳୁ । ଆସନ୍ତାକାଲି ସକାଳ ୬ଟାରେ ଚଳା ଅପସର ପରେ ୭ଟା ୩୦ ସୁଦ୍ଧା ଅଣସର ତାଟି ଓ…

କବର ପାଇଁ ଦେବାକୁ ପଡେ ଭଡ଼ା

ନ୍ୟୁୟର୍କ: ଦୁନିଆର ବିଭିନ୍ନ ସ୍ଥାନରେ ଭିନ୍ନ ରୀତିନୀତି ରହିଥାଏ । ସେଥିମଧ୍ୟରୁ କିଛି ରୀତିନୀତି ବହୁତ ଅଜବ ହୋଇଥିବା ଦେଖିବାକୁ ମିଳେ । ଏମିତି କି ଅଜବ ରୀତିନୀତିକୁ ପାଳନ କରିବା ପାଇଁ ପିଢୀ ପରେ ପିଢୀ ବିନା ପ୍ରଶ୍ନରେ ସମସ୍ତେ ତାଙ୍କୁ ମାନିଥାନ୍ତି । ମଧ୍ୟ ଆମେରିକାରେ ଏମିତି ଏକ ପ୍ରଥା…

ରାମଙ୍କ ଚରିତ୍ର ପାଇଁ ଦିନକୁ ୧୫ଟି ଅଣ୍ଡା ଖାଉଥିଲେ ପ୍ରଭାସ

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଯାଇଛି । ଫିଲ୍ମ ରିଲିଜ୍‌ର ପ୍ରଥମ ଦିନରେ ହିଁ ଭଲ ବ୍ୟବସାୟ କରିଛି । ଏହି ଫିଲ୍ମଟି ହିନ୍ଦୀ ବ୍ୟତୀତ ତେଲୁଗୁ, ମାଲାୟାଲମ୍ , ତାମିଲ, ଏବଂ କନ୍ନଡ ଭାଷାରେ ରିଲିଜ୍ ହୋଇଛି । କିନ୍ତୁ ରିଲିଜ୍ ହେଉ ହେଉ ଏହି…

୧୦୦ ବର୍ଷ ପୁୁରୁଣା କୁଟୀର: ଏହା ପଛରେ ରହିଛି ଅନେକ ରହସ୍ୟ

ରାଜସ୍ଥାନ: ରାଜସ୍ଥାନର ନାଗୋରସ୍ଥିତ ରାୟଧନୁ ଗ୍ରାମରେ ଏକ ପାହାଡ଼ ରହିଛି । ଏହି ପାହାଡ ଉପରେ ଏକ କୁଟୀର ଅଛି । ଯାହାକୁ ୧୦୦ ବର୍ଷ ପୂର୍ବେ ଜଣେ ସାଧୁ ନିର୍ମାଣ କରିଥିଲେ । ଏଠାରେ କୌଣସି ବ୍ୟକ୍ତି ରାତିରେ ରହିପାରନ୍ତି ନାହିଁ ଏବଂ କୌଣସି ସାଧୁ ତପସ୍ୟା ବି କରିପାରନ୍ତି ନାହିଁ । ଏହି ପାହାଡ…

ନିରବଚ୍ଛିନ୍ନ ସେବା ନାହିଁ, ଶକ୍ତି ବିଭାଗ କହୁଛି ‘ପିପିପି ମୋଡରେ ବିଦ୍ୟୁତ୍ ବିତରଣରେ ଓଡ଼ିଶା ସଫଳ’

ଭୁବନେଶ୍ୱର: ଡହ ଡହ ଖରା, ଘନ ଘନ ବିଦ୍ୟୁତ୍ କାଟ୍ । ତାତିଠୁ ବଳି ଯାଉଛି ବିଦ୍ୟୁତ୍ ଯନ୍ତ୍ରଣା । ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଭୁବନେଶ୍ୱରରୁ ବରଗଡ଼, ମାଲକାନଗିରିରୁ ମୟୂରଭଞ୍ଜ ଜଳୁଛି । ତାତି ସହ ଅସହ୍ୟ ଗୁଳୁଗୁଳିରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ଅଘୋଷିତ…

ବାହାନଗା ଟ୍ରେନ ଦୁର୍ଘଟଣା; ଆଖି ବୁଜିଲେ ଆଉ ଜଣେ ଆହତ, ମୃତ୍ୟୁ ସଂଖ୍ୟା ୨୯୨ ଛୁଇଁଲା

କଟକ: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପୁଣି ଜଣଙ୍କର ମୃତ୍ୟୁ । ଏହାକୁ ମିଶାଇ କଟକ ଏସିବିରେ ୪ ଜଣ ଆହତ ଯାତ୍ରୀଙ୍କର ମୃତ୍ୟୁ ଘଟିସାରିଲାଣି । ମୃତ ବ୍ୟକ୍ତିଙ୍କ ନାଁ ପଲତୁ ନସ୍କାର । ମୃତକଙ୍କ ଘର ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା ଅଞ୍ଚଳରେ । ପଲତୁଙ୍କ ମୃତ୍ୟୁ ପରେ ବାହନଗା ଟ୍ରେନ…

ବିବାହ ବନ୍ଧନରେ ବାନ୍ଧି ହେଲେ କରନ ଦେଓଲ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ସୁପରଷ୍ଟାର ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ । ସେ ତାଙ୍କ ପ୍ରେମିକା ଦ୍ରିଶା ଆଚାର୍ଯ୍ୟଙ୍କୁ ବିବାହ କରିଛନ୍ତି । ରବିବାର ମୁମ୍ବାଇର ତାଜ ଲ୍ୟାଣ୍ଡସ ଆଣ୍ଡ ହୋଟେଲରେ ଧୁମ୍‌ଧାମ୍‌ରେ ଏହି ବିବାହ ଆୟୋଜିତ ହୋଇଛି । ଏହି ବିବାହ ଆର୍ଯ୍ୟ…

ଆକ୍ରୋଶମୂଳକ ରାଜନୀତିକୁ ମୁଖ୍ୟ ଅସ୍ତ୍ର କରିଛି ବିଜେଡି-ଲେଖାଶ୍ରୀ

ଭୁବନେଶ୍ୱର: ବିଜେଡି ସରକାର ଅମଳରେ ରାଜ୍ୟର ଜମି, ପାଣି, ଜଙ୍ଗଲ, ଖଣିଜକୁ ବେଆଇନ ଭାବେ ବିକ୍ରି କରାଯାଉଛି । ଏହା ପଛରେ ବିଜୁ ଜନତା ଦଳର ମନ୍ତ୍ରୀ ଓ ନେତାମାନେ ଉଇ ଭଳି ଓଡିଶାକୁ ଖାଇଗଲେଣି । ରାଜ୍ୟର ଶାସନ ଡୋରୀ କାହା ହାତରେ ? ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିବାବେଳେ ନିଜ ଅପାରଗତା ଓ…

ଶିମିଳିପାଳରେ ଫରେଷ୍ଟରଙ୍କୁ ଗୁଳି ଘଟଣା, ମନ୍ତ୍ରୀଙ୍କୁ ଘେରିଲେ ଲୋକେ

ବାରିପଦା: ମୟୂରଭଞ୍ଜରେ ମନ୍ତ୍ରୀଙ୍କୁ ବିରୋଧ । ଶବ ସତ୍କାର ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଘେରିଛନ୍ତି ଲୋକେ । ଶୁକ୍ରବାର ରାତିରେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଫରେଷ୍ଟର ମାଟି ହାଁସଦାଙ୍କ ମୃତ୍ୟୁ ହୋଇଥିଲା । ଆଜି ତାଙ୍କ ଶେଷକୃତ୍ୟରେ ଯୋଗ…