ଗୋଲାକାର ଅଣ୍ଡା : ମୂଲ୍ୟ ଏତେ ଅଧିକ ଯେ ବିଶ୍ୱାସ କରିହେବ ନାହିଁ
ଅଷ୍ଟ୍ରେଲିଆ: ଅଣ୍ଡା ଆମ ସ୍ୱାସ୍ଥ୍ୟ ପାଇଁ ହିତକର । ସେଥିଲାଗି କୁହାଯାଏ ‘ସଣ୍ଡେ ଅର ମଣ୍ଡେ , ରୋଜ ଖାଓ ଅଣ୍ଡେ’ । ସାଧାରଣତଃ ଡ଼ାକ୍ତରମାନେ ପ୍ରତିଦିନ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି । ଅଣ୍ଡାର ବ୍ୟବହାର ପାଇଁ ଅନେକ ବିଜ୍ଞାପନ ମଧ୍ୟ ପ୍ରସ୍ତୁତ କରାଯାଉଛି । ଲୋକମାନେ ମଧ୍ୟ ଏହାକୁ…