ଛୋଟ ପରଦାରେ ନଜର ଆସିବେ ରେଖା
ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତ୍ରୀ ରେଖା ଖୁବ୍ଶୀଘ୍ର ଛୋଟପରଦାରେ ନଜର ଆସିବେ । ଷ୍ଟାରପ୍ଲାସରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଗୁମ ହୈ କିସି କେ ପ୍ୟାର ମେଁ’ ରେ ପ୍ରବେଶ କରିବାକୁ ଯାଉଛନ୍ତି । ଛୋଟ ପରଦାରେ ରେଖାଙ୍କୁ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ…