Latest Odisha News

କଟକ ବିଜେଡିରେ ସବୁକିଛି ଠିକଠାକ ଅଛି ତ? ଚର୍ଚ୍ଚାରେ ମେୟର ଓ ଦେବାଶିଷ ସାମନ୍ତରାୟ

କଟକ: କଟକ ବିଜେଡିରେ ସବୁକିଛି ଠିକଠାକ ଅଛି ତ? କାରଣ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, କଟକ ମେୟର ତଥା ବିଜେଡି ନେତା ସୁବାଷ ସିଂହଙ୍କୁ ନେଇ ଏକ ବୟାନ ଦେଇଛନ୍ତି। ଯାହା ସିଧାସିଧା ନହେଲେ ମଧ୍ୟ ତାଙ୍କ ଉଦ୍ଦେଶ୍ୟରେ ରହିଛି। ତେଣୁ ଦଳୀୟ କନ୍ଦଳ କଥା ଚର୍ଚ୍ଚାର ବିଷୟ…

ଏମିତି ଏକ ଗାଁ: ଯେଉଁଠି ବିକ୍ରି ହୁଏ ନାହିଁ କ୍ଷୀର

ହରିୟାଣା: ମହଙ୍ଗା ଯୁଗରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ । ଡାଲି ଏବଂ ପନିପରିବା ସବୁକିଛିର ମୂଲ୍ୟ ବୃଦ୍ଧି ପାଉଛି । କ୍ଷୀର ଏବଂ କଦଳୀ ଦର ମଧ୍ୟ ବୃଦ୍ଧି ପାଇଛି । ଏବେ ବଜାରରେ ୧ ଲିଟର କ୍ଷୀରର ମୂଲ୍ୟ ପ୍ରାୟ ୬୦ ଟଙ୍କା ହେଲାଣି । ଗାଁଗୁଡ଼ିକରେ ମଧ୍ୟ କ୍ଷୀରର ମୂଲ୍ୟ ଲିଟର ପିଛା ୪୦ ରୁ…

ବିଜୁଳି କାଟ ରାଜନୀତି: ଅନ୍ୟ ରାଜ୍ୟକୁ କେଉଁ ଆଧାରରେ ଶସ୍ତାରେ ବିଜୁଳି ବିକ୍ରି ହେଉଛି ପ୍ରଶ୍ନ କଲା ବିଜେପି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସ ବିଦ୍ୟୁତ ସେବାକୁ ନେଇ ସରକାର ଉପରେ ବର୍ଷିଛନ୍ତି। ଟାଟା ପାଓ୍ୱାରର ବିଦ୍ୟୁତ୍ ଯୋଗାଣ ସେବାକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ। ବିଜୁଳି କାଟକୁ ନେଇ ନେତାମାନେ ଉଦବେଗ ପ୍ରକାଶ କରିଛନ୍ତି ଯେତେବେଳେ ବିଜୁଳିର ସବୁଠାରୁ ଅଧିକ…

ଆଇସିସି ଟ୍ରଫି: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ୨୩୪ ରନର ସଂଯୋଗ

ଲଣ୍ଡନ: ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଏହି ମ୍ୟାଚରେ ଭାରତ ୨୩୪ ରନରେ ଅଲଆଉଟ ହୋଇଥିଲା । ଆଇସିସି ଟ୍ରଫିରେ ଭାରତର ଏହି ୨୩୪ ରନର ସଂଯୋଗ ଆପଣମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିବ । ୨୦୦୩ ବିଶ୍ୱକପରେ ଭାରତ ସମ୍ମୁଖରେ ଅଷ୍ଟ୍ରେଲିଆ ୩୫୯ ରନ…

ମାଛ ପାଟିରୁ ମିଳିଲା ଅଜବ ଜୀବ, ଲୋକେ ଦେଖି ଭୟଭୀତ

ନ୍ୟୁୟର୍କ: ଦୁନିଆରେ ଅନେକ ପ୍ରକାରର ଜୀବ ଦେଖିବାକୁ ମିଳିଥାନ୍ତି । କେତେକ ଗଭୀର ସମୁଦ୍ରରେ ରହୁଥିବା ବେଳେ ଆଉ କେତେକ ସ୍ଥଳଭାଗରେ କିମ୍ବା ବାୟୁରେ ରହିଥାନ୍ତି । ପ୍ରତ୍ୟେକ ଜୀବ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରିଥାନ୍ତି । କେହି କେହି ଉଦ୍ଭିଦ ଖାଉଥିବା ବେଳେ ଆଉ କେହି କୀଟପତଙ୍ଗ ଖାଇ…

ମେଦବହୁଳତା କମ୍ କରିବାକୁ ଉଦ୍ୟମ କଲା ଯୁବକ, ୭ ମାସ ପରେ ବାପା-ମା’ ବି ଚିହ୍ନିପାରିଲେନି

ଆୟର୍ଲାଣ୍ଡ: ଆଜିକାଲି ମେଦବହୁଳତା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । କାରଣ ପରିବର୍ତ୍ତିତ ଜୀବନଶୈଳୀ, ଘରେ ଓ ଅଫିସରେ କାର୍ଯ୍ୟର ଚାପ ତଥା ଖାଦ୍ୟପେୟ କାରଣରୁ ବିଭିନ୍ନ ବୟସର ଲୋକେ ମେଦବହୁଳତାର ଶୀକାର ହେଉଛନ୍ତି । ସେହି କାରଣରୁ ଜିମ୍‌,ବେଲି ଫ୍ୟାଟ୍‌ଲସ୍‌, ଗୋ ପରଫେକ୍ଟ ଭଳି…

ଭଦ୍ରକ ହସ୍ପିଟାଲ ବାହାରେ ଥିବା ନାଳରୁ ଔଷଧ ଜବତ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଦେଇ ଯାଇଥିବା କେନାଲ ପାର୍ଶ୍ୱରେ ବହୁ ପରିମାଣର ସରକାରୀ ଯୋଗାଣ ହେଉଥିବା ଅତ୍ୟାବଶ୍ୟକ ଔଷଧ ଗୁଡ଼ିକ ଫୋପାଡ଼ି ଦିଆଯାଇଥିବାର ଖବରକୁ ନେଇ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ବାସିନ୍ଦାମାନେ ଫୋପଡା ହୋଇଥିବା ଔଷଧ ବାବଦରେ ଲୋକଲୋଚନକୁ ଆଣିଛନ୍ତି।…

ବିଦେଶୀ କୋଚ କଣ ଭାରତକୁ ସଫଳତା ଦେବେ ?

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ପରାଜିତ ହୋଇଛି । ଏଥିସହ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେବ ଭାରତ ଆଇସିସି ଟ୍ରଫିଠାରୁ ଦୂରେଇ ରହିଛି । ୨୦୧୩ ଚାମ୍ପିୟନ୍ସ ଟ୍ରଫି ପରେ ଭାରତ ଆଉ କୌଣସି ଟାଇଟଲ ହାସଲ କରନି । ଆଇସିସି ଟ୍ରଫି ହାସଲ ଜିଦରେ ବିସିସିଆଇ ଅନେକ…

ଗିରଫ ମାଓବାଦୀଙ୍କ ନିକଟରୁ ଜବତ ହେଲା ଡ୍ରୋନ କ୍ୟାମେରା, ସୁରକ୍ଷା କର୍ମୀଙ୍କ ଉପରେ ରଖୁଥିଲେ ନଜର

ଭୁବନେଶ୍ୱର: ମାଓବାଦୀ ଆପଣାଇଲେ ଯବାନଙ୍କ ରଣନୀତି। ଯେଉଁ ଡ୍ରୋନ କ୍ୟାମେରା ସାହାଯ୍ୟରେ ପୋଲିସ ଓ ଯବାନ ମାଓବାଦୀଙ୍କ ଗିତିବିଧି ଉପରେ ନଜର ରଖୁଥିଲେ ଏବେ ସେହି ମାଓବାଦୀ ଯବାନଙ୍କ ଉପରେ ନଜର ରଖିବାକୁ ଡ୍ରୋନ କ୍ୟାମେରା ବ୍ୟବହାର କରୁଥିବା ଜଣାପଡ଼ିଛି। ତେଲେଙ୍ଗାନାର ପୁଲିସ…

ଦିବ୍ୟାଙ୍ଗ ବୋଲି… ଶୌଚାଳୟରେ ନବଜାତ ଶିଶୁପୁତ୍ରକୁ ଛାଡିଦେଲେ ବାପା, ମା

ବ୍ରହ୍ମପୁର: ରବିବାର ବ୍ରହ୍ମପୁରର ଏକ ଘରୋଇ ହସ୍ପିଟାଲର ଶୌଚାଳୟରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି । ଶାରିରୀକ ଅକ୍ଷମତା କାରଣରୁ ବାପା ମା'ଙ୍କ ଦ୍ୱାରା ପରିତ୍ୟକ୍ତ ହୋଇଥିବା ବିଶ୍ୱାସ କରାଯାଉଛି। ଚାଇଲ୍ଡ ଲାଇନ୍ ସଂସ୍ଥା ପକ୍ଷରୁ ସ୍ଥାନୀୟ ପୋଲିସ ସହାୟତାରେ ଉଦ୍ଧାର କରାଯାଇଛି ଏହି…