ଶରଦ ପାୱାରଙ୍କ ଷ୍ଟ୍ରାଇକରେ ଫସିଲେ ଅଜିତ୍ ପାୱାର!
ମୁମ୍ବାଇ: ପ୍ରଥମେ ମେ ୨ରେ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଶରଦ ପାୱାର । ଆଉ ଏବେ ଝିଅ ସୁପ୍ରିୟା ସୁଲେଙ୍କ ସହ ବରିଷ୍ଠ ଏନସିପି ନେତା ପ୍ରଫୁଲ୍ଲ ପଟେଲଙ୍କୁ, ଶରଦ ପାୱାର ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଘୋଷଣା କରିଛନ୍ତି ।
ଆଉ ଶରଦ ପାୱାରଙ୍କ ଏହି ଘୋଷଣା ପୁତୁରା ଅଜିତ୍…