Latest Odisha News

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୧)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “କ’ଣ ହେଲା! ଏ ଜରୁରୀକାଳୀନ ଆଲାର୍ମ ବେଲ୍ କାହିଁକି ବାଜିଲା?” ରୁମ୍ ଭିତରକୁ ଧଇଁସଇଁ ହୋଇ କ୍ୟାପ୍‌ଟେନ୍ ପିଟରସନ୍ ପଚାରିଲେ । ଗୋଟେ ଅପଶକୁନ ଭରା ସ୍ୱରରେ କ୍ରୀଷ୍ଣମୁର୍ତ୍ତି ଆରମ୍ଭ କଲେ, “ସାର୍…

ସାଂସଦ ପଦରୁ ଇସ୍ତଫା ଦେଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

ଲଣ୍ଡନ: ବ୍ରିଟେନରେ ରାଜନୈତିକ ମାହୋଲ ସରଗରମ। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ବ୍ରିଟେନର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ପାର୍ଟିଗେଟ୍ ଦୁର୍ନୀତିର ଅନୁସନ୍ଧାନ ରିପୋର୍ଟ ଆସିବା ପରେ ସେ ବ୍ରିଟେନର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। କରୋନା ଅବଧିରେ ସେ ଲକଡାଉନ୍ ନିୟମକୁ ଖଣ୍ଡନ…

ଗଳ୍ପ : ମୁଢ଼ିଭଜା

ପ୍ରସେନଜିତ ସେଠୀ  ଅଫିସ୍ଠୁ କିଛି ଦୂରରେ ଷ୍ଟାଫ୍ କ୍ୱାର୍ଟରସ୍। କିଛି ଷ୍ଟାଫ୍ ବିବାହିତ, ଆଉ କେତେ ଜଣ ଅବିବାହିତ। ଯେଉଁମାନେ ବିବାହିତ, ସେମାନେ ନିଜ ପରିବାରକୁ ସାଙ୍ଗରେ ରଖିଛନ୍ତି; ଅବିବାହିତମାନେ ଏକୁଟିଆ। ମୋ କ୍ୱାର୍ଟର ସାମନାରେ, ରଜତ ଓରଫ୍ ରାଜୁର କ୍ୱାର୍ଟର। ରାଜୁର ମୋର ଭଲ…

କୋର୍ଟ କର୍ମଚାରୀ ପିନ୍ଧିବେ ୟୁନିଫର୍ମ, ସରକାର ଦେବେ ସ୍ୱତନ୍ତ୍ର ଭତ୍ତା

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ଜିଲ୍ଲା ଓ ତଳ କୋର୍ଟ କର୍ମଚାରୀମାନେ ପିନ୍ଧିବେ ନିୟମିତ ୟୁନିଫର୍ମ। ଏହି ୟୁନିଫର୍ମ ପାଇଁ ସରକାର ଦେବେ ସ୍ୱତନ୍ତ୍ର ଭତ୍ତା। ପୁରୁଷ କର୍ମଚାରୀମାନେ ଧଳା ରଙ୍ଗର ଫୁଲ୍ ସାର୍ଟ ଓ ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧିବେ। ସେହିଭଳି ମହିଳା କର୍ମଚାରୀମାନେ ଧଳା ରଙ୍ଗର…

ଭାଷା ଭାଗବତ : ସ୍ବକର୍ମତତ୍ପର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପାଠକେ କରିଲେ ସ୍ବୀକାର ତାହା ସର୍ବୋଚ୍ଚ ପୁରସ୍କାର ଲେଖକ ସହିତ ପାଠକ ଯୋଡ଼ଂତି ନିର୍ମଳ ସଂପର୍କ ଅଭ୍ୟାସ ନାମକ ବଂଧନ ବ୍ୟକ୍ତିକୁ କରିଥାଏ ନ୍ୟୂନ ଯାହାଂକୁ ଯାହା ଲାଗେ ଭଲ କରି ହୁଅଂତି କଲବଲ…

ଖୋର୍ଦ୍ଧାରେ ଗୁଳିମାଡ଼ ଘଟଣା, ବ୍ରାଉନସୁଗାର ମାଫିଆଙ୍କ ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖୋର୍ଦ୍ଧାର କୁଖ୍ୟାତ ଅପରାଧୀ ତଥା ବ୍ରାଉନସୁଗାର ମାଫିଆ ସୋମନାଥ ଭୂଜବଳଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରେ ଖୋର୍ଦ୍ଧା ସାମନ୍ତରାୟ ଛକରେ ଦୁର୍ବୃତ୍ତଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନିଶା ବେପାରୀ ସୋମନାଥ। ଶୁକ୍ରବାର ରାତିରେ ଭୁବନେଶ୍ୱରର ଏକ ଘରୋଇ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକ ଆଲୋଚନାର ଶେଷ ପର୍ଯ୍ୟାୟରେ ଆଉ ଦୁଇଟି କରଣ ସେବା ଆଲୋଚିତ ହେବ ପ୍ରଥମେ ବେହେରା କରଣ ଓ ଦ୍ଵିତୀୟ ରେ ଚାଉଳବଛା କରଣ। ଏହି ବେହେରା କରଣ ସେବାଟି ମଧ୍ୟ ଏକ…

କୋରାପୁଟ କଂଗ୍ରେସ ମୁଖିଆ ପଦରୁ ହଟିଲେ ତାରାଙ୍କ ପତ୍ନୀ ମିନାକ୍ଷୀ, ତେଜିଲା କନ୍ଦଳ!

କୋରାପୁଟ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଓଡ଼ିଶାରେ ନୂଆ ଜିଲ୍ଲା ସଭାପତି ନିଯୁକ୍ତି କରିଛି। ଏହି ଅଦଳବଦଳ କ୍ରମରେ କୋରାପୁଟ ଜିଲ୍ଲାର ସଭାପତି ଭାବେ ଦାୟିତ୍ୱ ତୁଲାଉଥିବା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ…

ନିର୍ବାଚିତ ବିଜେପି ପ୍ରତିନିଧି ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ କାମ କରୁ ନାହାନ୍ତି: ବିଜେଡି

ଭୁବନେଶ୍ୱର: ଓଡ଼ିଶାରୁ ନିର୍ବାଚିତ ହୋଇ ଦିଲ୍ଲୀ ଯାଇଥିବା ରାଜ୍ୟ ବିଜେପି ନେତା ମାନେ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷାକରିବା ପରିବର୍ତ୍ତେ ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି । ମାଟି ପାଇଁ ପାଟି ନ ଖୋଲି କେବଳ ନିଜ ପାର୍ଟିର ସ୍ୱାର୍ଥ କଥା…

ପ୍ରେମିକାକୁ ଉପହାର ପାଇଁ: ଚୋରି ଫୋନରେ ଥିବା ଆପ ଜରିଆରେ ନିଜ ଆକାଉଣ୍ଟକୁ ୧.୭ ଲକ୍ଷ ଟଙ୍କା ଟ୍ରାନସଫର କଲା ଯୁବକ

କୋରାପୁଟ: ନିଜ ପ୍ରେମ କେତେ ଗଭୀର ପ୍ରେମିକାକୁ ପ୍ରମାଣ ଦେବାକୁ ଜଣେ ପ୍ରେମିକ କ'ଣ କରିବା ଦରକାର । ଥରେ ଅନୁମାନ କରନ୍ତୁ କଣ କରିପାରିବେ । କିନ୍ତୁ କୋରାପୁଟ ସହରର ଜାନିଗୁଡାରେ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ହତବାକ କରିଛି । ଆଉ ପ୍ରେମ କରି ଏଭଳି ଉପହାର କେଉଁ ପ୍ରେମିକା…