କ୍ରାଇମ ସିନ ରିକ୍ରିଏଟ ପାଇଁ ବ୍ରିଜଭୂଷଣଙ୍କ ଘରେ ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ରେଫେରୀ ଜଗବୀର ସିଂ ସାକ୍ଷୀ ଦେବା ପରେ ଅଡୁଆରେ ପଡିଛନ୍ତି ସାଂସଦ ତଥା କୁସ୍ତିସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ । ଦିଲ୍ଲୀ ପୋଲିସ କ୍ରାଇନ ସିନ ରିକ୍ରିଏଟ କରବା ପାଇଁ ଜଣେ ମହିଳା ପହିଲମାନଙ୍କୁ ନେଇ ତାଙ୍କ ଘରେ ପହଞ୍ଚିଛନ୍ତି ।
କୁସ୍ତିସଂଘ ଅଧ୍ୟକ୍ଷ ବ୍ରିଜ…