Latest Odisha News

BREAKING NEWS

ଦୁଇ ଭାଇର କଳି ସମାଧାନ କରିବାକୁ ଯାଇ ଗାଁ ଲୋକଙ୍କଠୁ ଛେଚା ଖାଇଲେ ଏଏସଆଇ

ସୋନପୁର: ସୁବଳୟା ଥାନା ଏଏସ୍ଆଇଙ୍କୁ ତିଲେଇମାଲ ଗାଁ ଲୋକେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଭିଡିଓରେ କଏଦ ହୋଇଥିବା ଏହି ଘଟଣା ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୌରହରି ମେହେର ନାମକ ଏହି ଏଏସ୍ଆଇ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହେବା…

ଗୁଳିମାଡ଼ ପରେ ମେଡିକାଲ୍ ଯାଉଥିଲେ ମାଆପୁଅ, ଆମ୍ବୁଲାନ୍ସରେ ଜୀଅନ୍ତା ଜାଳିଦେଲେ ହିଂସାକାରୀ

ଇମ୍ଫାଲ୍: ମଣିପୁରରେ ମେ ୩ରୁ ମୈତେଇ ଓ କୁକି ସମୁଦାୟ ମଧ୍ୟରେ ଲାଗି ରହିଥିବା ହିଂସା ଥମିନି । ଆଉ ଏହାରି ଭିତରେ ହିଂସା ସୃଷ୍ଟି କରିଥିବା ଲୋକେ ମାଆପୁଅ ସହ ୩ ଜଣଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି । ଗୁଳିମାଡ଼ ପରେ ଚିକିତ୍ସା ପାଇଁ ନିଆ ଯାଉଥିବା ବେଳେ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିଲେ…

ବାହାନଗା ଦୁର୍ଘଟଣା: ଦିଲ୍ଲୀ ଗଲା ମୃତକଙ୍କ ନମୁନା, ମେୟର କହିଲେ ଗୋଟିଏ ଶବ ପାଇଁ ୬ଟି ପରିବାର ଦାବିଦାର

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତଦେହ ଚିହ୍ନଟକୁ ନେଇ ଚ୍ୟାଲେଞ୍ଜ ଓ ଦ୍ୱନ୍ଦ୍ୱ ମଧ୍ୟରେ ଭୁବନେଶ୍ୱର ଏମ୍ସରେ ମୃତକଙ୍କ ସମ୍ପର୍କୀୟଙ୍କ ଠାରୁ ସଂଗ୍ରହ କରାଯାଇଥିବା ୩୩ଟି ନମୁନାକୁ ଡିଏନ୍ଏ ନମୁନା ପାଇଁ ଦିଲ୍ଲୀ ପଠାଯାଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ପରୀକ୍ଷା ରିପୋର୍ଟ ସମ୍ପୃକ୍ତ…

ମୁଖତାର ଅନ୍ସାରୀର ଶୁଟର ସଞ୍ଜୀବଙ୍କୁ କୋର୍ଟ ପରିସରରେ ଗୁଳି କରି ହତ୍ୟା

ଲକ୍ଷ୍ନୌ: ସ୍ଥାନୀୟ କୋର୍ଟ ପରିସରାର ଗ୍ୟାଙ୍ଗଷ୍ଟାର ମୁଖତାର ଅନ୍ସାରୀଙ୍କ ଡାହଣ ହାତ ତଥା ଶାର୍ପ ଶୁଟର ସଞ୍ଜୀବ ମାହେଶ୍ୱରୀ ଜୀଭାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ହତ୍ୟାକାରୀ ଓକିଲଙ୍କ ବେଶରେ ଆସି ଏହି କାଣ୍ଡ ରଚିଥିଲେ । ଏଥିରେ ସିପାହୀ ଲାଲ ମହମ୍ମଦ ଏକ ଛୋଟ ପିଲା ଆହତ ହୋଇଛନ୍ତି ।…

ଗୁରୁବାର ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ଯୁକ୍ତ ଦୁଇ କଳା ପ୍ରକାଶ ପାଇବ । କାଲି ଅପରାହ୍ଣ ୪ଟାରେ କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀମାନେ ଫଳ ପ୍ରକାଶ ପରେ orissaresults.nic.in…

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା କେତେ, କଂଗ୍ରେସର ଦାବି ପରେ ତେଜିଲା ରାଜନୀତି

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ନିଖୋଜ ଯାତ୍ରୀଙ୍କ ଖୋଜାଖୋଜି ଜାରି ରହିଥିବା ବେଳେ ଏହାକୁ ନେଇ ରାଜନୀତି ଜୋର ଧରିଛି। ପ୍ରକୃତ ମୃତ୍ୟୁସଂଖ୍ୟାକୁ କେତେ ଏହାକୁ ନେଇ ତେଜିଛି ରାଜନୀତି। ବିରୋଧୀ କଂଗ୍ରେସ ଏହି ପ୍ରସଙ୍ଗରେ ଆକ୍ରମଣାତ୍ମକ ହୋଇଛି ଏବଂ ପ୍ରକୃତ ମୃତ୍ୟୁ ସଂଖ୍ୟା…

ଡବ୍ଲ୍ୟୁଟିସି ଫାଇନାଲ: ବାହାନଗା ରେଳ ଦୁର୍ଘଟଣା ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଖେଳାଳିମାନେ

ଲଣ୍ଡନ: ସ୍ଥାନୀୟ ଓଭାଲ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାରଠାରୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଆରମ୍ଭ ହୋଇଛି । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଉଭୟ ଦେଶର ଖେଳାଳିମାନେ ଓଡିଶାର ବାହାନଗା ରେଳ ଦୁର୍ଘଟଣାରେ ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ମୃତକଙ୍କ ପାଇଁ ୨ମିନିଟ…

ଯାଜପୁର ରୋଡ୍ ରେଳ ଷ୍ଟେସନରେ ଅଘଟଣ, ଇଞ୍ଜିନ୍ ନଥିବା ମାଲଗାଡ଼ି ନେଲା ୬ ଜୀବନ

ଯାଜପୁର: ଭାଗ୍ୟ ହେଲା ବଇରୀ । ବର୍ଷା ନେଇଗଲା ଜୀବନ । ବାହାନଗା ରେଳ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ଯାଜପୁରରୁ ଆସିଛି ଦୁଃଖଦ ଖବର । କାଳବୈଶାଖୀ ବର୍ଷାରୁ ରକ୍ଷା ପାଇବା ପାଇଁ ପ୍ରାୟ ଟ୍ରେନ୍ ଟ୍ରାକରେ କାମ କରୁଥିବା ପ୍ରାୟ ୭ ଜଣ ଶ୍ରମିକ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍ ତଳେ…

କାନାଡା ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ

ଓଟୱା: କାନାଡା ଜଙ୍ଗଲ ଏବେ ଜଳୁଛି । ଏହାର ପ୍ରଭାବରେ ୧୦ଟି ଅଂଚଳ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ରିପୋର୍ଟ ଅନୁସାରେ ୩୩ ହଜାର ସ୍କ୍ୱାୟର ଫୁଟ ଅଂଚଳ ଜଳି ସାରିଛି । ଏ ପର୍ଯ୍ୟନ୍ତ ୧ ଲକ୍ଷ ୨୦ ହଜାର ଲୋକ ଘର ଛାଡି ସାରିଛନ୍ତି । ୪୧୩ଟି ଛୋଟ ବଡ ଜଙ୍ଗଲରେ ନିଆଁ ଲାଗିଛି । ୨୪୯ଟି ଅଂଚଳର…

ବେୱାଫା ପାନ ବାଲା ଦୋକାନ : ଯେଉଁଠି ପ୍ରେମରେ ଧୋକ୍କା ଖାଇଥିବା ଯୁବକଯୁବତୀଙ୍କୁ ମିଳେ ୨ ଟଙ୍କାରେ ପାନ

ଇନ୍ଦୋର: ବେୱାଫା ଚା’ ବାଲା ଏବଂ ବେୱାଫା ସାମୋସା ବାଲାଙ୍କ ନାମ ଶୁଣିଥିବେ ନିଶ୍ଚୟ । ଆପଣ କେବେ ବେୱାଫା ପାନ ବାଲାଙ୍କ ନାଁ ଶୁଣିଛନ୍ତି ? ଏମିତି ଏକ ଦୋକାନ ଅଛି ଇନ୍ଦୋରରେ । ଯେଉଁଠି ମାତ୍ର ୨ ଟଙ୍କାରେ ପାନ ମିଳେ । ତେବେ ଏହା ସମସ୍ତଙ୍କୁ ନୁହେଁ । କେବଳ ପ୍ରେମରେ ଧୋକ୍କା ଖାଇଥିବା…