Latest Odisha News

BREAKING NEWS

କବିତା : ନେଇଯାଅ

ସ୍ମୃତି ରଞ୍ଜନ ତ୍ରିପାଠୀ ନେଇଯାଅ ସେ ବାଡ଼ୁଅ ଖରା ନେଇଯାଅ ମୋର ଅଳ୍ପ ବୟସୀ ଆଶ୍ୱିନ ତାରା ଘୋଡେଇ ଦିଅ ମୋତେ ଆୟୁଷର ଛାୟା ତଳରେ ଲିପି ସାରିଥିବା ଅନ୍ଧାର ଆଗ ପିଢ଼ି କହିବେ ଏସବୁ ବାହାନା। କହିଲ କାହା ପାଇଁ ଏ ଯାତ୍ରା ଗଢି ଦେଇଛି ଗୋଟେ ପାନଖିଆ ପାଟି ରକ୍ତ ଲାଲ ଲାଲ ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୭)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଅନ୍ୟମାନଙ୍କୁ ଅନୁସରଣ କରିବାକୁ ଇଶାରା କରି କ୍ୟାପ୍‌ଟେନ୍ କ୍ରିଷ୍ଣମୂର୍ତ୍ତିଙ୍କ ଅଫିସ୍‌ ଆଡ଼କୁ ଚାଲିଲେ । “ମୁଁ ଜମା ବିଶ୍ୱାସ କରିପାରୁନି... ରୋଡ଼୍ରିଗେଜ୍‌ଙ୍କୁ ଆଜି ଆତ୍ମହତ୍ୟା କରିବାର ଥିଲା!”…

ଭାଷା ଭାଗବତ : ଦଗ୍‌ଧ ସ୍ବଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦୂର ବା ନିକଟ ଅତୀତ ଏଠାରେ ନିତି ଉପାସିତ କିଂତୁ ଚଳିତ ବର୍ତମାନ ପ୍ରତ୍ୟହ ସହେ ଅପମାନ ଚଳିତ ସମୟକୁ ଗାଳି ଦେଇ ଲୋକେ ପାରଂତି ଚଳି କରଂତି ଅତୀତ ବଂଦନା ଏ କାମ ଭଲ ରୂପେ ଜଣା ନ ଥିଲେ ସୁଦ୍ଧା ନୂଆ ଜ୍ଞାନ ଉଦ୍‌ଗାରି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ଗୋଷ୍ଠୀ ଭିତରେ କରଣ ଗୋଷ୍ଠୀ ଏକ ମହତ୍ୱପୂର୍ଣ୍ଣ ସ୍ଥାନ ଅଳଙ୍କୃତ କରିଥାଏ। ସେହି ଗୋଷ୍ଠୀର ଏକ ବିଶେଷ ଅଂଶ ହେଲେ ବଇଠି କରଣ। ଆମେ ତଡଉ କରଣ ଓ ଦେଉଳ କରଣଙ୍କ…

ଦାମି ଗାଡ଼ିରେ ଆସିଲେ ଚୋର, ଚୋରି କରିନେଲେ ୧୫୦ ଟଙ୍କା ମୂଲ୍ୟର ଲୁଣ

ମଧ୍ୟପ୍ରଦେଶ: ପ୍ରତ୍ୟେକ ସହରରେ ପ୍ରତିଦିନ ଛୋଟ ଏବଂ ବଡ ଚୋରି ହୋଇଥାଏ । ଚୋରମାନେ ଘରେ ପଶି ସୁନାରୂପା ଅଳଙ୍କାର,ଟଙ୍କା ସହିତ ଦାମି ଜିନିଷପତ୍ର ଚୋରି କରି ନେଇଥାନ୍ତି । ଏମିତି କି ଦୋକାନର ସଟର ଭାଙ୍ଗି ମଧ୍ୟ ଚୋରମାନେ ଲୁଟ୍‌ପାଟ୍ କରିଥାନ୍ତି । କିନ୍ତୁ ଏମିତି ଏକ ଚୋରି ବିଷୟରେ…

ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଛି ଚାଉଳ: ଅଭିଯୋଗ କଲେ ମିଳୁଛି ଧମକ

ମୟୂରଭଞ୍ଜ: ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ରାସନ । ମୃତ ବ୍ୟକ୍ତିଙ୍କ ନାମରେ ଉଠୁଛି ଚାଉଳ । ମାସେ କି ଦୁଇ ମାସ ନୁହେଁ ବରଂ ବର୍ଷ ବର୍ଷ ଧରି ଚାଉଳ ଉଠାଯାଉଛି । ଆଉ ଅଭିଯୋଗ କଲେ ମିଳୁଛି ଧମକ । ଏମିତି ଚାଉଳ ଲୁଟି ଚାଲିଛନ୍ତି କୁଳିଅଣା ବ୍ଲକ ଗାଙ୍ଗରାଜ ଯୋଗାଣ ନିରୀକ୍ଷିକା ପ୍ରୀତିସୁଧା…

ଦିଲ୍ଲୀରେ ମହିଳା କୁସ୍ତି ଖେଳାଳିଙ୍କୁ ଯୌନ ନିର୍ଯାତନାର ନିଆଁ : ଗୁଣପୁରରେ ତାତି

ଗୁଣପୁର: ମହିଳା କୁସ୍ତି ଖେଳାଳିଙ୍କୁ ଯୌନ ନିର୍ଯାତନା ଓ ଦିଲ୍ଲୀ ପୋଲିସର ଦମନଲୀଳା ପ୍ରତିବାଦରେ ବିଜେପି ସାଂସଦ ବ୍ରିଜ ଭୂଷଣ ସରଣ ସିଂ ଙ୍କ ଗିରଫ ଦାବି କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ସିପିଆଇଏମଏଲ ନେତା ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ ଗୁଣପୁର ନୂଆ ବସଷ୍ଟାଣ୍ଡଠାରୁ ଏକ ଶୋଭାଯାତ୍ରା…

ଲୋକସଭା ନିର୍ବାଚନ ଲଢ଼ିବେ ଯୁବରାଜଙ୍କ ପିତା ଯୋଗରାଜ

ସୁଲତାନପୁର: କ୍ରିକେଟର ଯୁବରାଜ ସିଂଙ୍କ ପିତା ଯୋଗରାଜ ସିଂ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତି ନେଇଛନ୍ତି । ସୁଲତାନପୁର ଲୋଧୀସ୍ଥିତ ଐତିହାସିକ ଗୁରୁଦ୍ୱାର ଶ୍ରୀ ବୈର ସାହେବରେ ନତମସ୍ତକ ହେବାକୁ ସେ ଯାଇଥିଲେ । ଗୁରୁ ସାହେବଙ୍କ ଆଶୀର୍ବାଦ ପାଇବା ପରେ ସେ ରାଜନୀତି ସମ୍ପର୍କରେ…

ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ ସିବିଆଇ ହାତରେ, ଅଶ୍ୱିନୀଙ୍କ ମନ୍ତବ୍ୟକୁ ନେଇ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାରେ ୨୭୫ ଜଣଙ୍କ ଜୀବନ ଯାଇଥିବା ବେଳେ ୧୧୦୦ ଜଣ ଆହତ ହୋଇଛନ୍ତି। ଏବେ ରେଲଓ୍ବେ ବୋର୍ଡର ସୁପାରିଶ କ୍ରମେ ଘଟଣାର ତଦନ୍ତ ଭାର ସିବିଆଇ ନେଇଥିବା ସୂଚନା ରହିଛି। ଏହାପୂର୍ବରୁ ବାଲେଶ୍ୱର ଜିଆରପି ଥାନାରେ ଏତଲା ରୁଜୁ ହୋଇଛି। ଦୁଇଟି ପାସେଞ୍ଜର ଟ୍ରେନ୍ ଓ…

ବୃନ୍ଦାବନରେ ନିର୍ମିତ ହେଡଛି ବିଶ୍ୱର ସବୁଠାରୁ ବଡ ମନ୍ଦିର

ମଥୁରା: ମଥୁରାର ବୃନ୍ଦାବନରେ ନିର୍ମିତ ହେଉଛି ଦୁନିଆର ସବୁଠାରୁ ବଡ ଓ ଭବ୍ୟ ମନ୍ଦିର । ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ ଏହି ମନ୍ଦିରର ନାମ ଚନ୍ଦ୍ରୋଦୟ ମନ୍ଦିର ରଖାଯାଇଛି । କୁତବ ମୀନାରଠାରୁ ଏହା ୩ଗୁଣ ଉଚ୍ଚତା ବିଶିଷ୍ଟ ହେବ । ଏହାର ମୂଳଦୁଆ ବିଶ୍ୱର ସବୁଠାରୁ ଉଚ୍ଚ ବୁର୍ଜ ଖଲୀଫାଠାରୁ…