Latest Odisha News

BREAKING NEWS

ଆଜି ସ୍ନାନଯାତ୍ରା; ସ୍ନାନମଣ୍ଡପରେ କାଳିଆକୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ

ପୁରୀ: ଆଜି ସ୍ନାନଯାତ୍ରା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂରତି । ରତ୍ନବେଦୀ ଛାଡି ସ୍ନାନବେଦୀକୁ ଓହ୍ଲାଇ ଆସିଲେଣି ଠାକୁର ।   ବର୍ଷକରେ ଥରେ ପ୍ରତ୍ୟେକ୍ଷ ସ୍ନାନଯାତ୍ରା ଦେଖିବାକୁ ବଡଦାଣ୍ଡରେ ଅପେକ୍ଷା କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଆଜି ପବିତ୍ର ସ୍ନାନ…

‘ଦୁର୍ଘଟଣାର କାରଣ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂରେ ପରିବର୍ତ୍ତନ, କବଚ ନୁହେଁ’, ମମତାଙ୍କ ଦାବିକୁ ଖଣ୍ଡନ…

ବାଲେଶ୍ୱର: ରେଳ ସୁରକ୍ଷା କମିଶନର ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ କରିଛନ୍ତି । କଣ ପାଇଁ ଦୁର୍ଘଟଣା ଘଟିଲା ଜଣାପଡ଼ିଛି। ତଦନ୍ତ ରିପୋର୍ଟ ଆସିଲେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ନବ। ସେ କହିଛନ୍ତି ଆମେ ଘଟଣାର କାରଣ ଏବଂ ଏଥିପାଇଁ ଦାୟୀ…

ବୁଧବାର ସକାଳ ସୁଦ୍ଧା ରେଳ ଲାଇନ୍ ସଂଯୋଗୀକରଣ କାମ ଶେଷ ହେବା ସମ୍ଭାବନା: ରେଳମନ୍ତ୍ରୀ

ବାଲେଶ୍ୱର: ବାଲେଶ୍ୱରରେ ୩ଟି ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ରୁ ଅଧିକ ହୋଇଛି। ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ ଭାରତୀୟ ରେଳବାଇ ଦୁର୍ଘଟଣାସ୍ଥଳରେ ଅତ୍ୟନ୍ତ ତତ୍ପରତାର ସହ ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛି। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

ମହାନାଟକର ଆଦ୍ୟ-ପର୍ବ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀମନ୍ଦିରରେ ପୂଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଭିନ୍ନ ଯାତ୍ରାରେ ଅନୁପାଳିତ ନୀତିକାନ୍ତିକୁ ଅନୁଧ୍ୟାନ କଲେ ଏହା ମହାପ୍ରଭୁଙ୍କ ଦ୍ୱାରା ରଚିତ ମହାନାଟକ ବୋଲି କୁହାଯାଇପାରେ । ସେ ନାଟକରେ ସ୍ୱୟଂ ମହାପ୍ରଭୁ ମହାନାୟକ…

ବାହାନଗା ଟ୍ରେନ୍ ଦୁର୍ଘଟଣା: ମୃତକଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି (ସିଏମ୍ଆରଫ୍)ରୁ ଏହି ସହାୟତା ପ୍ରଦାନ କରାଯିବ। ଏହି ଦୁଃଖଦ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୫…

ହୃଦଘାତରେ କନ୍ନଡ଼ ଅଭିନେତା ନୀତିନ ଗୋପୀନାଥନଙ୍କର ପରଲୋକ

ବେଙ୍ଗାଲୁରୁ: ହୃଦଘାତରେ କନ୍ନଡ଼ ଫିଲ୍ମ ଅଭିନେତା ନୀତିନ ଗୋପୀନାଥନଙ୍କର ପରଲୋକ ହୋଇଛି। ମାତ୍ର ୩୯ ବର୍ଷ ବୟସରେ ଦୁନିଆକୁ ଅଲ୍‌ବିଦା କହିଛନ୍ତି ଏହି ଫିଲ୍ମ ଷ୍ଟାର୍। ଗତକାଲି ବେଙ୍ଗାଲୁରୁ ସ୍ଥିତ ତାଙ୍କ ବାସଭବନରେ ଥିବା ବେଳେ ହଠାତ୍ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥଇଲା। ଏହାପରେ ତାଙ୍କୁ…

ଶିଶୁ କବିତା : ସଫେଇ ବାଲା

ତରୁଣ କୁମାର ମିଶ୍ର  ସିପୁନ୍ ଆମ ଛୋଟ ପିଲାଟି ବାଲ୍ କୋନିରେ ବସି , ଜେଜେଙ୍କ ସାଥେ ଗପୁଥିଲା ସେ ହୋଇକି ଭାରି ଖୁସି । ଏହି ସମୟେ ସଫେଇ ଗାଡ଼ି ଆସିଲା ଗୀତ ଗାଇ , ଓଦା ଶୁଖିଲା ଅଳିଆ ଯେତେ ଦିଅ ମୁଁ ନେବି ବୋହି । ରଖିଛି ମୁହିଁ ଦୁଇଟି ଡବା ସବୁଜ ହଳଦିଆ , ସବୁଜଟିରେ…

ବୁଲା ବେପାରୀଙ୍କ ଠାରୁ ଆଇସ୍‌କ୍ରିମ୍‌ ଖାଇ ୧୦୦ରୁ ଅଧିକ ଅସୁସ୍ଥ; ଡାକ୍ତରଖାନାରେ ଚାଲିଛି ଚିକିତ୍ସା

କୋରାପୁଟ: ଗାଁ ଗାଁ ବୁଲି ଆଇସ୍‌କ୍ରିମ କରୁଥିବା ବେପାରୀଙ୍କ ଠାରୁ ଆଇସି୍‌କ୍ରିମ୍ ପାଇଁ ୧୦୦ରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି। କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ବଦଳିଗୁଡ଼ା,ଘାଟଗୁଡା ଓ ଦୁଧାରୀ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବର୍ତ୍ତମାନ ଆହତମାନଙ୍କର ଡାକ୍ତରଖାନାରେ ଚିକିତ୍ସା…

ଟ୍ରେନ୍ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ

ମେଦିନୀପୁର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଆହତ ହୋଇ ଏକ ବସ୍‌ରେ ଘରକୁ ଫେରୁଥିବା ବେଳେ ବସ୍‌ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ସନ୍ଧ୍ୟାରେ ପଶ୍ଚିମବଙ୍ଗ ମଦେନୀପୁରରେ ଏହି ଦୁର୍ଘଟଣା ଘଟିଛି। ଏଥିରେ କିଛି ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। ଆହତ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୫)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହଁ ଦି’, ଖୁବ୍ ଭୟଙ୍କର ସ୍ୱପ୍ନଟେ ଥିଲା - ତମେ ମତେ ଛାଡ଼ି ପଳେଇ ଯାଉଛ... ଏଇଟା ମୋ' ଭାଗ୍ୟ କହି...” ଥରିଯାଉଥିବା କଣ୍ଠସ୍ୱରକୁ ସ୍ଥିର ରଖିବାକୁ ଚେଷ୍ଟା କରି ବୀରା କହୁଥିଲା । “ଓହୋ! ଇଏ ତ ଗୋଟେ ସ୍ୱପ୍ନ…