ଭାରତୀୟ କ୍ରିକେଟ ଟିମର ୩ଟି ଫର୍ମାଟ ପାଇଁ ଅଲଗା ଅଲଗା ଜର୍ସି ଉନ୍ମୋଚିତ
ମୁମ୍ବାଇ: ସ୍ଥାନୀୟ ୱାଙ୍ଖେଡ ଷ୍ଟାଡିୟମରେ ଭାରତୀୟ କ୍ରିକେଟ ଟିମର ନୂତନ କିଟ ସ୍ପନଶର ପକ୍ଷରୁ ଜର୍ସି ଉନ୍ମୋଚନ କରାଯାଇଛି । ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ଆଡିଡାସ ଭାରତୀୟ ଖେଳାଳିମାନଙ୍କ ପାଇଁ ୩ଟି ଯାକ ଫର୍ମାଟ ନିମନ୍ତେ ଅଲଗା ଅଲଗା ଜର୍ସି ପ୍ରସ୍ତୁତ କରିଛି ।…