୬ ପତ୍ନୀଙ୍କୁ ଖୁସି କରିବାକୁ ଯୁବକ ଘଣ୍ଟା ଘଣ୍ଟା ସମୟ କାଟନ୍ତି ଜିମ୍ରେ
ବ୍ରାଜିଲ: ସମୟ ଥିଲା ଯେତେବେଳେ ଜଣେ ପୁରୁଷଙ୍କର ୫-୫ ପତ୍ନୀ ରହୁଥିଲେ । କିନ୍ତୁ ଆଜିର ଯୁଗରେ ଏକରୁ ଅଧିକ ପତ୍ନୀ ରହିବା କମ୍ କଥା ନୁହେଁ । କିନ୍ତୁ ବ୍ରାଜିଲର ଜଣେ ବ୍ୟକ୍ତିଙ୍କ ୬ ପତ୍ନୀଙ୍କୁ ଖୁସି କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଜିମରେ ସମୟରେ କାଟିଥାନ୍ତି । ସେଥିଲାଗି ସେ ଏବେ ସୁସ୍ଥ…