Latest Odisha News

BREAKING NEWS

ସଂସଦ ଭବନ ଉଦଘାଟନ ପ୍ରସଙ୍ଗକୁ ନେଇ ଆଗତ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗକୁ ନେଇ ଦାଖଲ  ଜନସ୍ୱାର୍ଥ ମାମଲାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଏଭଳି ମାମଲାରେ କୋର୍ଟ  ଦଖଲ ଦେବ ନାହିଁ । ଏହା କୋର୍ଟ ବିଚାରଭୁକ୍ତ ବିଷୟ ନୁହେଁ । ଏପରି ଟପ୍ପଣୀ ଦେଇ ସୁପ୍ରିମକୋର୍ଟ ଏହାକୁ ଖାରଜ କରି…

ଗିଲ ହେବେ କି ଭାରତୀୟ କ୍ରିକେଟର ରାଜକୁମାର

ଆଇପିଏଲ ମାଧ୍ୟମରେ ଅନେକ ଯୁବ ଖେଳାଳି ସମ୍ମୁଖକୁ ଆସି ପାରୁଛନ୍ତି । ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛନ୍ତି ଶୁଭମନ ଗିଲ । ଏପରିକି ତାଙ୍କୁ ଭାରତୀୟ କ୍ରିକେଟର ରାଜକୁମାର ମଧ୍ୟ କୁହାଯାଉଛି । କିଙ୍ଗ କୋହଲିଙ୍କ ପରେ ପ୍ରିନ୍ସ ଗିଲ ଏବେ ସମସ୍ତଙ୍କୁ ପ୍ରିୟ ହୋଇ ଉଠିଛନ୍ତି ।…

ନବ ଦାସ ହତ୍ୟା: ୧୧୮ ଦିନ ପରେ ୫୪୩ ପୃଷ୍ଠାର ଚାର୍ଜସିଟ, କେବେ ଖୋଲିବ ହତ୍ୟା ରହସ୍ୟ ?

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡ ମାମଲାର ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ । ନବ ଦାସଙ୍କ ମୃତ୍ୟୁର ୧୧୮ ଦିନ ପରେ ଆଜି ଝାରସୁଗୁଡା ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ତଦନ୍ତକାରୀ ଡିଏସପି ଅଧିକାରୀ  ଦାଖଲ କରିଥିବା…

ଦି କଶ୍ମୀର ଫାଇଲ୍ସ, କେରଳ ଷ୍ଟୋରୀ ପରେ ଏବେ ନିର୍ମିିତ ହେବ ଆଜମେର ଫାଇଲ୍ସ

ମୁମ୍ବାଇ: କଶ୍ମୀର ଫାଇଲ୍ସ ଓ କେରଳ ଷ୍ଟୋରୀ ଫିଲ୍ମର ସଫଳତା ପରେ ଏବେ ନିର୍ମିତ ହେବାକୁ ଯାଉଛି ଆଜମେର ଫାଇଲ୍ସ । ୧୯୯୨ରେ ଘଟିଥିବା ଏକ ସତ୍ୟ କାହାଣୀ ଉପରେ ଏହା ଆଧାରିତ । ଭୂଜ ଦି ପ୍ରାଇଡ ଅଫ ଇଣ୍ଡିଆର ନିର୍ଦ୍ଦେଶକ ଅଭିଷେକ ଦୁଧୈୟା ପ୍ରଥମେ ଏହାକୁ ୱେବ ସିରିଜ କରିବେ ବୋଲି ଯୋଜନା କରିଥିଲେ…

ମନି ଲଣ୍ଡରିଂ ମାମଲାରେ ଗିରଫ ସତୈନ୍ଦ୍ର ଜୈନ୍‌ଙ୍କୁ ମିଳିଲା ଜାମିନ; ସର୍ତ୍ତ ରଖି ବେଲ୍ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ଦିଲ୍ଲୀ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍‌ଙ୍କୁ ମିଳିଲା ଜାମିନ। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ୬  ସପ୍ତାହେ ପାଇଁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଗତବର୍ଷ ମେ ମାସରୁ ଗିରଫ ହୋଇ ସେ ତିହାର ଜେଲ୍‌ରେ ରହୁଛନ୍ତି। ଜେଲ୍‌ର ୭…

ନିଜ ବିରୋଧରେ ଲାଗିଥିବା ପୋକ୍ସୋ ଆକ୍ଟରେ ତ୍ରୁଟି ରହିଛି, ଏଥିରେ ପରିବର୍ତ୍ତନ କରିବାକୁ ସରକାରଙ୍କୁ ବାଧ୍ୟ କରିବୁ ବୋଲି…

ନୂଆଦିଲ୍ଲୀ: ପୋକ୍ସୋ ଆକ୍ଟରେ ମାମଲାଭୁକ୍ତ ହୋଇଥିବା ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହ ଏହି ଆଇନକୁ ବଦଳାଇବା କଥା କହିଛନ୍ତି। ପୋକ୍ସୋ ଆକ୍ଟର ଦୁରୁପ ଯୋଗ ହେଉଛି। ତେଣୁ ଏଥିରେ ପରିବର୍ତ୍ତନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ବାଧ୍ୟ କରିବି ବୋଲି ବ୍ରିଜ ଭୂଷଣ କହିଛନ୍ତି।…

ବିପଦରେ ଚିତା; ୨୪ ଘଣ୍ଟାରେ ପ୍ରାଣ ହରାଇଲେ ଆଉ ୨ ଶାବକ

ଭୋପାଳ: ପଶୁ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର । ଏବେ ବିପଦରେ ଚିତାଙ୍କ ଜୀବନ  ।  ଉତ୍ତାପ ସମ୍ଭାଳି ନ ପାରି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଗୋଟିଏ ପରେ ଗୋଟିଏ ଚିତା ଆଖି ବୁଜିବାରେ ଲାଗିଛନ୍ତି ।   ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୨ ଚିତା ଛୁଆ । ପ୍ରବଳ ଉତ୍ତାପ ସହି…

ବୃଦ୍ଧାଙ୍କ ଉପରେ ଚଢ଼ିଗଲା ଶହ ଶହ ଗାଡି

ଢେଙ୍କାନାଳ:ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଏ ଭୟଙ୍କର ଛାତିଥରା ଦୃଶ୍ୟ । ରାସ୍ତା ଉପରେ ପଡିଥିଲା  ଖଣ୍ଡ ବିଖଣ୍ଡିତ ଶବ । ରକ୍ତରେ ଲାଲ ଦିଶୁଥିଲା କଳା ମଚମଚ ପିଚୁ ରାସ୍ତା । ଦେଖିବା ଲୋକଙ୍କ ଆଖି ବନ୍ଦ ହୋଇ ଯାଉଥିଲା । ଏ ଦୃଶ୍ୟ ଦେଖି ହେବନି କି ଦେଖାଇ ହେବନି । ହେଲେ ସମସ୍ତ ସ୍ତବ୍ଧ…

ସଂସଦ ଭବନ ଉଦଘାଟନ ଅବସରରେ ଜାରି ହେବ ୭୫ ଟଙ୍କିଆ କଏନ 

ନୂଆଦିଲ୍ଲୀ: ଜାରି ହେବ ୭୫ ଟଙ୍କିଆ କଏନ  । ନୂଆ ସଂସଦ ଭବନ ଉଦଘାଟନ ଅବସରରେ ଏହି ୭୫ ଟଙ୍କିଆ କଏନ ଉଦଘାଟନ କରାଯିବ । ଏ ନେଇ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆ ଯାଇଛି । ଗତକାଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ଗେଜେଟ ବିଜ୍ଞପ୍ତିରେ କୁହାଯାଇଛି, ‘କଏନେଜ୍‌…

ନୂଆ ସଂସଦ ଭବନ ଉଦ୍‌ଘାଟନକୁ ରାଷ୍ଟ୍ରପତିଙ୍କୁ ଡକା ନଯିବା ଘଟଣା; ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନ ଉତ୍ସବରେ ରାଷ୍ଟ୍ରପତି ଡକା ନଯିବା ଘଟଣାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି କରିବେ କୋର୍ଟ। ଏନେଇ ଗତକାଲି (ମେ ୨୬) କୋର୍ଟରେ ଜସ୍ୱାର୍ଥ ମାମଲା ଦାୟର କରାଯାଇ ଶୁଣାଣି କରିବାକୁ ଦାବି କରାଯାଇଥିଲା। ସନ୍ଧ୍ୟାରେ ଏହାର…