କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଅକ୍ଷୟ କୁମାର
ମୁମ୍ବାଇ: ବଲିଉଡର ଖିଲାଡ଼ି ତଥା ଅଭିନେତା ଅକ୍ଷୟ କୁମାର ମଙ୍ଗଳବାର ଉତ୍ତରାଖଣ୍ଡର ବାବା କେଦାରନାଥଙ୍କ ମନ୍ଦିର ପରିଦର୍ଶନ କରିଛନ୍ତିି । ଅକ୍ଷୟ ମନ୍ଦିରରେ ପୂଜାର୍ଚ୍ଚନା କରିବା ମୁଣ୍ଡିଆ ମାରି ଭଗବାନ ଶିବଙ୍କ ଆଶୀର୍ବାଦ ନେଇଥିଲେ । ମନ୍ଦିରରେ ଅକ୍ଷୟଙ୍କୁ ଦେଖି ପ୍ରଶଂସକଙ୍କ ଭିଡ଼ ଜମିଥିଲା ।…