Latest Odisha News

BREAKING NEWS

ଉଦ୍ଧାର ହେଲା ବିଶାଳ ମାଛ, ଆକାର ୧୪ ବର୍ଷର ପିଲା ପରି

ନ୍ୟୁୟର୍କ: ଗଭୀର ସମୁଦ୍ରରେ ଭିନ୍ନ ଭିନ୍ନ ପ୍ରଜାତିର ମାଛ ଦେଖିବାକୁ ମିଳିଥାଏ । ନିକଟରେ ମତ୍ସ୍ୟଜୀବୀମାନେ ଯୁକ୍ତରାଷ୍ଟ୍ରର ଏକ ହ୍ରଦରୁ ଏକ ବିରାଟ ମାଛ ଉଦ୍ଧାର କରିଛନ୍ତି । ଏହାର ଓଜନ ଚଉଦ ବର୍ଷର ପିଲା ପରି ଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ଏହି ମାଛର ପେଟରେ ଲକ୍ଷାଧିକ ଅଣ୍ଡା…

ଗ୍ୟାଙ୍ଗଷ୍ଟାର ଲରେନ୍ସକୁ ପଚରା ଉଚରାରେ ଖୁଲାସା: ଟାର୍ଗେଟ ଲିଷ୍ଟରେ ସଲମାନ, ମୁସେୱାଲ ମ୍ୟାନେଜର ଶୀର୍ଷରେ

ନୂଆଦିଲ୍ଲୀ: ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନଆଇଏ) ସୋମବାର ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇକୁ ପଚରା ଉଚରା କରିବା ପରେ ଚଂଚଲ୍ୟକର ଖୁଲାସା କରିଛି । ଲରେନ୍ସର ଟାର୍ଗେଟ ଲିଷ୍ଟରେ ବଲିଉଡ ଅଭିନେତା ସଲମାନ ଖାଁ ଓ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲଙ୍କ ମ୍ୟାନେଜର ଶଗନପ୍ରୀତ ଶୀର୍ଷରେ…

କେନ୍ଦ୍ର-ଦିଲ୍ଲୀ କଳି, ରାଜ୍ୟସଭାରେ ବିଜେପିର ସାଥ୍ ଦେବ କି ବିଜେଡି ?

ଭୁବନେଶ୍ୱର: ଦିଲ୍ଲୀ ଉପରାଜ୍ୟପାଳଙ୍କ କ୍ଷମତାକୁ ନେଇ କେନ୍ଦ୍ର ଅଧ୍ୟାଦେଶ ଆଣିବା ପରେ ଅରବିନ୍ଦ କେଜ୍ରିୱାଲ୍ ସମର୍ଥନ ପାଇଁ ବିରୋଧୀଙ୍କୁ ଅନୁରୋଧ କରିଛନ୍ତି । କହିଛନ୍ତି, ସମସ୍ତେ ବିଲକୁ ରାଜ୍ୟସଭାରେ ବିରୋଧ କରି ବିଜେପିକୁ ହରାଇବା । ୨୦୨୪ ପୂର୍ବରୁ ଏହି ହାର୍ ସେମି ଫାଇନାଲ୍ ହେବ ।…

କାଳବୈଶାଖୀ ପରେ ତତକ୍ଷଣାତ୍ ବିଦ୍ୟୁତ୍ ସରବରାହ ପାଇଁ ଏସ୍ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଲାଗି ରହିଥିବା ବେଳେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କଟି ଯାଉଛି । ଗ୍ରାହକ ଫୋନ୍ କଲେ ଉତ୍ତର ଆସୁଛି… ଗଛ ପଡ଼ି ମେନ୍ ଲାଇନ୍ କଟି ଯାଇଛି । ୩ ଘଣ୍ଟା ଲାଗିବ । ଏଭଳି ସ୍ଥିତି ପ୍ରାୟ ସବୁ ସ୍ଥାନରେ ଉପୁଜିଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହ…

ମନ୍ତ୍ରିମଣ୍ଡଳ ସଂପ୍ରସାରଣ; ସୁଶାନ୍ତ ସିଂ ବାଦ ପଡିବା ପରେ ତାତିଲେ ସମର୍ଥକ

ଭୁବନେଶ୍ୱର: ବିଜେଡିରେ କୁହୁଳିଲା ଅସନ୍ତୋଷ । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ବାଦ ପଡିଥିବା ଆଶାୟୀ ପ୍ରାର୍ଥୀଙ୍କ ଅସନ୍ତୋଷ ଏବେ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ନବ ଦାସଙ୍କ ମୃତ୍ୟୁ ପରେ ଖାଲି ପଡିଥିଲା ଗୋଟିଏ ପଦ । ଏହି ପଦ ପାଇଁ ପଶ୍ଚିମ ଓଡ଼ିଶାର ବରିଷ୍ଠ  ନେତା ତଥା…

ନବୀନଙ୍କ ମନ୍ତ୍ରିମଣ୍ଡଳ ପୁନର୍ଗଠନକୁ ‘ନୂଆ ବୋତଲ ପୁରୁଣା ମଦ’ ଆଖ୍ୟା ଦେଲା ବିଜେପି

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବେ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକ ଶପଥ ନେଇଛନ୍ତି । ମନ୍ତ୍ରିମଣ୍ଡଳରେ ଛୋଟ ଅଦଳବଦଳ ହୋଇଥିବା ବେଳେ ଏହାକୁ ନେଇ ବିଜେପି ଏକାଧିକ ପ୍ରଶ୍ନ କରିଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର…

ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ସୁଧାଂଶୁ ଷଡ଼ଙ୍ଗୀ

କଟକ:ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ  । ୧୯୯୦ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ଡ଼ ଷଡଙ୍ଗୀ ଆଜି  ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା ସଂସ୍ଥା ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି  । ପୂର୍ବରୁ ସେ ସ୍ପେଶାଲ ଡିଜି ପୋଲିସ ରେଲୱେ ଆଣ୍ଡ କୋଷ୍ଟାଲ…

ଚନ୍ଦ୍ରର ଅତି ନିକଟରେ ଦେଖାଯିବ ଶୁକ୍ର, ୨ ଡିଗ୍ରୀ ରହିବ ଦୂରତା

ଭୁବନେଶ୍ୱର: ଆସନ୍ତାକାଲି ମେ ୨୩ ତାରିଖ ସନ୍ଧ୍ୟାରେ ଉଜ୍ଜ୍ୱଳ ଗ୍ରହ ଶୁକ୍ରର ଖୁବ୍ ନିକଟରେ ଦେଖାଯିବ ଚନ୍ଦ୍ର । ଶୁକ୍ର ଓ ଚନ୍ଦ୍ର ମଧ୍ୟରେ କୌଣିକ ଦୂରତା ପ୍ରାୟ ୨ ଡିଗ୍ରୀ ରହିବ । ତାପର ଦିନ ସେମାନଙ୍କ ଭିତରେ କୌଣିକ ଦୂରତା ବଢ଼ି ଯାଇ ପ୍ରାୟ ୧୫ ଡିଗ୍ରୀ ହେବ । ମେ ମାସ ଶେଷ ସପ୍ତାହ ତଥା…

ଲୁହା ରଡରେ ପିଟି ସ୍ତ୍ରୀର ଜୀବନ ନେଇଗଲା ରାକ୍ଷସ ସ୍ୱାମୀ

ସୋନପୁର:  ଲୁହା ରଡରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଛି ପିଶାଚ ସ୍ୱାମୀ । କାଳେ କିଏ ଜାଣିବ ସେଥିପାଇଁ ଏକା ଏକା  ପତ୍ନୀଙ୍କ ଶବକୁ ନେଇ ସତ୍କାର ବି କରି ଦେଇଛି । ଏକା ଏକା ଏତେ କାମ କରିବା ପରେ ବି ସାହି ପଡିଶା ଏପରିକି ପରିବାର ଲାେକେ କେହି କିଛି ବି ଜାଣି ପାରିଲେନି । ଏମିତି…

‘ମୁଁ ସଭାରେ ଥିଲି.. ମୁଖ୍ୟମନ୍ତ୍ରୀ ଫୋନ କରି କହିଲେ ମନ୍ତ୍ରିମଣ୍ଡଳରେ ସାମିଲ ହେଉଛ..’

ଭୁବନେଶ୍ୱର: ‘ମୁଁ ଗୋଟେ ସଭାରେ ଥିଲି। ମୁଖ୍ୟମନ୍ତ୍ରୀ ମୋତେ ନିଜେ ଫୋନ କରି କହିଥିଲେ ମନ୍ତ୍ରୀମଣ୍ଡଳରେ ସାମିଲ ହେଉଛ। ମୁଁ ଅଭିଭୂତ ହୋଇପଡ଼ିଥିଲି।' ଏମିତି କହି ମନ୍ତ୍ରୀ ହେବା ପରେ ନିଜର ଖୁସି ଜାହରି କରିଛନ୍ତି ଶାରଦା ନାଏକ । ଅବଶ୍ୟ ଗଣମାଧ୍ୟମକୁ ସାକ୍ଷାତ ଦେଇ  ଶାରଦା କହିଛନ୍ତି,…