ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୧)
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ସୁନ୍ଦର କାଠର ସାଇଡ଼୍ ବୋର୍ଡ଼, ଗୋଟେ କାଉଚ୍ ଏବଂ ଚମତ୍କାର ଚିତ୍ରଥିବା କିଛି ତକିଆରେ ଲାଉଞ୍ଜଟି ଖୁବ୍ ବିଳାସମୟ ଦିଶୁଥିଲା । କିଛି ଲୋକ ବସି ଖବରକାଗଜ ଓ ମାଗାଜିନ୍ ପଢ଼ୁଥିଲେ । ସିଗାରେଟ୍ ପିଇବା ପାଇଁ ଗୋଟିଏ…