ରେସଲରଙ୍କ ଧାରଣା: ବିଜେପିର ସମର୍ଥନ ନ ଥିବା କହିଲେ ଭିନେଶ
ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ବିରୋଧରେ ରେସଲରମାନେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ଏ ନେଇ ଜନ୍ତର ମନ୍ତରରେ ସେମାନେ ଧାରଣାରେ ବସିଛନ୍ତି । ରେସଲରମାନଙ୍କ ସମର୍ଥନ ଦେବା ପାଇଁ ଖାପ ପଂଚାୟତଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ଆଗକୁ ଆସିଛନ୍ତି ।…