Latest Odisha News

BREAKING NEWS

ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ ଏବେ ପୁରୀକୁ ସମ୍ପ୍ରସାରିତ

ଭୁବନେଶ୍ୱର: ମେ' ୧୫ ଠାରୁ ପୁରୀ ପର୍ଯ୍ୟନ୍ତ ଗଡ଼ିବ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ। ଅର୍ଥାତ ଏହା ବାରିପଦା ବାଙ୍ଗିରିପୋଷି ପଟୁ ଆସୁଥିବା ଏହି ଟ୍ରେନର ଅନ୍ତିମ ଷ୍ଟପେଜ ପୁରୀ ରହିବ। ସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଯାହା ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାରୁ…

ମହିଳା ଲିଗ ଫୁଟବଲ: କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ, ଗୋକୂଳମ କେରଳକୁ ଭେଟିବ ଓଡିଶା

ଅହମ୍ମଦାବାଦ: ଚଳିତ ଭାରତୀୟ ମହିଳା ଲିଗ ଫୁଟବଲର କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଶନିବାର ଅନ୍ତିମ ଲିଗ ମୁକାବିଲାରେ ଓଡିଶା ଏଫସି ଓ ସେଥୁ ମଦୁରାଇ ମଧ୍ୟରେ ମୁକାବିଲା ଗୋଲ ଶୂନ୍ୟ ଭାବେ ଶେଷ ହୋଇଛି । ପ୍ରଭାବୀ ପ୍ରଦର୍ଶନ ପାଇଁ ଯଶୋଦା ମୁଣ୍ଡା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ…

ପ୍ରଭସିମ୍ରନଙ୍କ ଶତକ ସତ୍ୱେ ଦିଲ୍ଲୀ ସମ୍ମୁଖରେ ୧୬୮ ରନର ବିଜୟ ଲକ୍ଷ୍ୟ ରଖିଲା ପଞ୍ଜାବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗସ ୧୬୮ ରନର ବିଜୟ ଲକ୍ଷ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ରଖିଛି । ଏହି ମ୍ୟାଚରେ ପ୍ରଭସିମ୍ରନ ସିଂ ଆକର୍ଷଣୀୟ ଶତକ ହାସଲ କରିବା ସତ୍ୱେ ଦଳ ବଡ ଟାର୍ଗେଟ ଦେବାରେ ବିଫଳ ହୋଇଥିଲା । ପ୍ରଭସିମ୍ରନ ୬୫ ବଲରେ…

କଳିଙ୍ଗନଗରରେ ୫ଟି ଶ୍ରେଣୀଗୃହ ଦାନ କଲା ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ଉପକୃତ ହେବେ ୨୦୦ ଶିକ୍ଷାର୍ଥୀ

କଳିଙ୍ଗନଗର: ଯାଜପୁର ଜିଲ୍ଲା କଳିଙ୍ଗନଗରରେ ୨ଟି ପ୍ରକଳ୍ପ ଭେଟି ଦେଇଛି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ । ବାରଗାଡ଼ିଆ ପଞ୍ଚାୟତରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ୫ଟି ଶ୍ରେଣୀଗୃହ ସହ ଏକ ଗୋଷ୍ଠୀ ପୋଖରିର ଉନ୍ନତିକରଣ କରାଯାଇଛି । ଏହାକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ…

୭୨ ବର୍ଷ ବୟସରେ ସ୍ନାତକୋତ୍ତର ହାସଲ କଲେ ବୃଦ୍ଧ

ଜର୍ଜିଆ: ବୟସ କେବଳ ଏକ ସଂଖ୍ୟା, ଏହାକୁ ପ୍ରମାଣିତ କରି ଦେଖାଛନ୍ତି ଜଣେ ୭୨ ବର୍ଷ ବୟସର ବୃଦ୍ଧ । ଏହି ବୟସରେ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଡ଼ିଗ୍ରୀ ଗ୍ରହଣ କରିବା ସମୟରେ ଆୟୋଜିତ ଉତ୍ସବରେ ତାଙ୍କର ୯୮ ବର୍ଷ ବୟସ୍କା ମାଆ ମଧ୍ୟ ଉପସ୍ଥିତ ଥିଲେ । ସେ ହାତରେ ଡିଗ୍ରୀ ନେବା…

କିନ୍‍ସରେ ଅନ୍ତର୍ଜାତୀୟ ନର୍ସ ଦିବସ ପାଳିତ

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ନର୍ସିଂ ସାଇନ୍‌ସେସ୍ (କିନ୍‌ସ) ପକ୍ଷରୁ ଶୁକ୍ରବାର ଅନ୍ତର୍ଜାତୀୟ ନର୍ସ ଦିବସ ପାଳିତ ହୋଇଯାଇଛି । ଏଥିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ସେବିକାଙ୍କ ମଧ୍ୟରେ ଦୟା ଓ କରୁଣା ମନୋଭାବ ସବୁଠୁ…

ଥାଇଲାଣ୍ଡ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ: ଫାଇନାଲରେ ପ୍ରମୋଦ ଭଗତ

ଭୁବନେଶ୍ୱର: ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡିଶାର ପ୍ରମୋଦ ଭଗତ ଥାଇଲାଣ୍ଡ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନର ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ଏସଏଲ୩ ସେମିଫାଇନାଲରେ ପ୍ରମୋଦ ଜାପାନର ଡାଇସୁକେ ଫୁଝହାରାଙ୍କୁ ୨୧-୧୨, ୨୧-୧୯ରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ପ୍ରମୋଦ…

ସମ୍ ଅଲ୍ଟିମେଟ୍‌ରେ ଆନ୍ତର୍ଜାତୀୟ ନର୍ସେସ୍ ଦିବସ

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶୁକ୍ରବାର ଆନ୍ତର୍ଜାତିକ ନର୍ସେସ୍ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନର୍ସମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଥିଲେ । ସେମାନେ…

ଜେଜେବାପା ମହିଳାଙ୍କ ପରି ମେକଅପ ନିଅନ୍ତି, କାରଣ ଜାଣିଲେ ଆଖିରେ ଆସିବ ଲୁହ

ଚୀନ: କୁହାଯାଏ ମଣିଷ ପରିସ୍ଥିତିର ଦାସ । ପରିସ୍ଥିତି ଅନୁଯାୟୀ ମଣିଷ ଏକ ମୋଡ଼ ନେଇଥାଏ । ପରିସ୍ଥିତି କାହାକୁ ସବୁଠାରୁ ଶକ୍ତିଶାଳୀ କରିଥାଏ ତ ଆଉ କାହାକୁ ଅସହାୟ । ଚୀନ୍‌ର ଜଣେ ବୃଦ୍ଧ ନିଜକୁ ମହିଳାଙ୍କ ପରି ଏମିତି ସଜ୍ଜେଉଛନ୍ତି, ଯାହାର କାରଣ ଜାଣିଲେ ଆପଣ ଅଶ୍ଚର୍ଯ୍ୟ ହୋଇଯିବେ ।…

ସିବିଏସଇ ଦ୍ୱାଦଶ ଶ୍ରେଣୀ ଫଳାଫଳରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ରାଜ୍ୟ ଟପ୍ପର

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଗୌରବାନ୍ୱିତ କରିଛି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ । ଶୁକ୍ରବାର ସିବିଏସ୍ଇ ଦ୍ୱାଦଶ ଓ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ପୂର୍ବ ବର୍ଷ ଭଳି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର…