କର୍ଣ୍ଣାଟକରେ ଜିତିବା ଆଶାରେ ଝୁମିଲା କଂଗ୍ରେସ, ଜୟ ବଜରଙ୍ଗବଲି ନାରା ବିଜେପିକୁ ଚିଡ଼ାଇଲା
ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ବହୁ ବ୍ୟବଧାନରେ ବିଜେପି ଠାରୁ ଅଗୁଆ ରହିଥିବାରୁ ଜିତିବା ଆଶା ନେଇ ଦଳରେ ଉତ୍ସବ ଆରମ୍ଭ ହୋଇଯାଇଛି। କଂଗ୍ରେସ କର୍ମୀ ଦିଲ୍ଲୀ ମୁଖ୍ୟାଳୟରେ ଜୟ ବଜରଙ୍ଗ ବାଲି ନାରା ଦେଇ ବିଜେପି ଚଡ଼ାଇବା ସହ ସେଲିବ୍ରେସନ ଆରମ୍ଭ କରିଦେଇଛନ୍ତି।
କର୍ଣ୍ଣାଟକା ନିର୍ବାଚନ…