Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ମୁମ୍ବାଇ ପହଞ୍ଚିବା ପାଇଁ ରୟାଲ ୟୁରେକାକୁ ପ୍ରାୟ ସାଢ଼େ ତିନିମାସ ଲାଗିବ । ସେମାନେ ଛତ୍ରପତି ଶିବାଜୀ ଏୟାର୍‌ପୋର୍ଟରୁ ନୂଆଦିଲ୍ଲୀ ଇନ୍ଦିରାଗାନ୍ଧୀ ଏୟାରପୋର୍ଟ ପର୍ଯ୍ୟନ୍ତ ଫ୍ଲାଇଟ୍‌ରେ ଯାଇ ପାରିବେ ।…

ଭାଷା ଭାଗବତ : ଅତି ପ୍ରୀତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତି ଆଲୋକ କରେ ଅଂଧ ଅତି ଚିଂତନ ଯୋଗୁଁ ଦ୍ବଂଦ୍ବ ଅତି ଗର୍ଜନ କରେ କାଲ ଅତି କଦାପି ନୁହେ ଭଲ ଅତି ଜ୍ଞାନରୁ ଜାତ ଗଉଁ ଅତି ଧନରୁ ଦୁଃଖ ପାଉଁ ଅତିକୁ କରିଲେ ବର୍ଜନ ସଂଭବ ପ୍ରଶାଂତି ଅର୍ଜନ ଅତିର ପରିଣାମ ଇତି ଯଦିଓ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ଏହି ବିଷୟରେ ଚିନ୍ତା କରିବା ମାତ୍ରେ ଆଖି ଆଗରେ ଉଦ୍ଭାସିତ ହୁଏ କିଛି ନିଷ୍ଠାବlନ, ନିରଳସ ଚେହେରା ; ଯେଉଁମାନେ ମହାପ୍ରଭୁଙ୍କ ସେବାକୁ ନିଜ ଜୀବନରେ ବ୍ରତ ଭାବେ…

ଆଜି ନବୀନଙ୍କୁ ଭେଟିବେ ନୀତୀଶ; ମୋଦୀ ବିରୋଧୀ ମେଳିରେ ସାମିଲ ହେବ ବିଜେଡି?

ଭୁବନେଶ୍ୱର: ଆଜି ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନବୀନ ପଟ୍ଟନାୟକଙ୍କୁ ଭେଟି ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ମିଳିତ ବିରୋଧୀ ସାମ୍ମୁଖ୍ୟ ଗଠନ ନେଇ ଆଲୋଚନା କରିବେ। ଏହି ବୈଠକ ପ୍ରାୟ ଘଣ୍ଟାଏ ଧରି ଚାଲିବ ବୋଲି…

ମଣିପୁର ହିଂସା ବେଳେ ଓଡ଼ିଆ ଛାତ୍ରଙ୍କୁ ଉଦ୍ଧାର କରିବାରେ ଗ୍ରୁପ କ୍ୟାପଟେନ ଦେବାଶିଷଙ୍କ ବଡ଼ ଭୂମିକା

ଭୁବନେଶ୍ୱର: ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଯୋଗୁଁ ଶତାଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୨୫ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଜାତିଗତ ମାନ୍ୟତାକୁ ନେଇ ହୋଇଥିବା ଏହି ଗୋଷ୍ଠୀ ସଂଘର୍ଷରେ ଏଯାବତ ୬୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ଶେଷ ବଲରେ ଚୌକା ମାରି କେକେଆରକୁ ଜିତାଇଲେ ରିଙ୍କୁ ସିଂ

କୋଲକାତା: ଇଡେନ୍ ଗାର୍ଡେନ୍ସରେ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ୫ ୱିକେଟରେ ମ୍ୟାଚ ଜିତିଛି। ଶେଷ ବଲରେ ଚୌକା ମାରି ରିଙ୍କୁ ସିଂ କେକେଆରକୁ ବିଜୟ ଦେଇଥିଲେ। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପଞ୍ଜାବ କିଙ୍ଗସ ୨୦ ଓଭରରେ ୭…

ଝିଅକୁ ଧରି ପାର୍କରେ ବୁଲିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜିକାଲି ଖୁବ୍ ଚର୍ଚ୍ଚାରେ ରହୁଛନ୍ତି । ପ୍ରିୟଙ୍କାଙ୍କ ହଲିଉଡ୍ ସିରିଜ୍ ‘ସିଟ୍‌ଡେଲ୍‌\' ଏପ୍ରିଲ ୨୮ ତାରିଖରେ ଓଟିଟି ପ୍ଲାଟଫର୍ମ ମୁକ୍ତିଲାଭ କରିଛି । ଏଥିରେ ତାଙ୍କର ଅଭିନୟଙ୍କୁ ଲୋକେ ବେଶ ପ୍ରସନ୍ଦ କରିଛନ୍ତି । ଏହି ସମୟରେ ପ୍ରିୟଙ୍କା…

ଲେଡିଜ ହଷ୍ଟେଲରେ ପଶି ଭଙ୍ଗାରୁଜା କରିବା ଘଟଣାରେ ୩ ଗିରଫ, ୭ ଅଭିଯୁକ୍ତ ଫେରାର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ନୟାପଲ୍ଲୀ ଅଞ୍ଚଳରେ ଲେଡିଜ୍ ହଷ୍ଟେଲରେ ପଶି ଜଣେ ଯୁବତୀଙ୍କୁ ମାଡ଼ ମାରିବା ଘଟଣାରେ କମିସନରେଟ୍ ପୁଲିସ ତିନି ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସନିଆ ଦାସ, ଶଶିକାନ୍ତ ଭୋଇ, ସଞ୍ଜୟ ବେହେରା। ଗତ ୫ ତାରିଖରେ ଏହି ଘଟଣା ଘଟିଥିବା ବେଳେ କିଛି…

ସମୁଦ୍ରରେ ଜଳପ୍ରପାତ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ମରିସସ:ଦୁନିଆରେ ବିଭିନ୍ନ ସ୍ଥାନରେ ସୁନ୍ଦର ସୁନ୍ଦର ଜଳପ୍ରପାତ ରହିଛି । ଏହା ଲୋକଙ୍କୁ ବେଶ୍ ଆକର୍ଷିତ କରିଥାଏ । ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏପରି ସ୍ଥାନକୁ ବୁଲିବାକୁ ଯାଇଥାନ୍ତିି । ସାଧାରଣତଃ ପାହାଡ଼ରେ ଅଧିକାଂଶ ଜଳପ୍ରପାତ ଦେଖିବାକୁ ମିଳିଥାଏ । କିନ୍ତୁ ଆପଣ କେବେ ଏପରି…

ସମ୍ବଲପୁରରେ ପରିସ୍ଥିତିକୁ ବିଗାଡିବାକୁ ବିରୋଧୀ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ସମ୍ବଲପୁରରେ ନିକଟରେ ହନୁମାନ ଜୟନ୍ତୀ ପାଳନ ବେଳେ ହିଂସାକାଣ୍ଡ ଘଟିଥିଲା। ଯଦିଓ ଶାନ୍ତି ଫେରିଆସିଛି ହେଲେ ଏହି ପ୍ରସଙ୍ଗ ଏବେ ବି ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ରହିଛି। ଗତକାଲି ପ୍ରଚାର ବେଳେ ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…