ରୁଷ ସେନାର ୩୫ ଡ୍ରୋନକୁ ଖସାଇଲା ୟୁକ୍ରେନ
କୀଭ: ରୁଷ-ୟୁକ୍ରେନ ଯୁଦ୍ଧ ଥମିବାର ନାମ ଧରୁନି । ୟୁରୋପ ବିଶେଷ କରି ଆମେରିକାର ସହାୟତାରେ ୟୁକ୍ରେନ କଡା ସଂଘର୍ଷ ଜାରୀ ରଖିଛି । ରିପୋର୍ଟ ମୁତାବକ ରୁଷିଆ ପକ୍ଷରୁ ବ୍ୟବହୃତ ୩୫ଟି ଡ୍ରୋନକୁ ୟୁକ୍ରେନ ସେନା ଖସାଇ ଦେଇଥିବା ଦାବୀ କରିଛି । ଏହି ଡ୍ରୋନଗୁଡିକୁ ରୁଷିଆକୁ ଇରାନ ପ୍ରଦାନ କରିଛି ।…