ମେ ୧୨ରେ ରିଲିଜ୍ ହେବ ଫିଲ୍ମ ‘ଅବ ଦିଲ୍ଲୀ ଦୂର ନୈହି’
ମୁମ୍ବାଇ: ଆଇଏଏସ୍ ଅଧିକାରୀ ଗୋବିନ୍ଦ ଜସୱାଲଙ୍କ ବାସ୍ତବ ଜୀବନ ଉପରେ ନିର୍ମିତ ଫିଲ୍ମ ‘ଅବ ଦିଲ୍ଲୀ ଦୂର ନୈହି’ର ହୃଦୟସ୍ପର୍ଶୀ ରୋମାଣ୍ଟିକ୍ ନୂଆ ଗୀତ ରିଲିଜ୍ ହୋଇଛି । ଏହି ଗୀତକୁ ଦର୍ଶକ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି । ଏହି ଫିଲ୍ମରେ ଇମ୍ରାନ ଜାହିଦ ଏବଂ ଶ୍ରୁତି ସୋଡି ମୁଖ୍ୟ ଭୂମିକାରେ…