Latest Odisha News

BREAKING NEWS

କର୍ଣ୍ଣାଟକରେ ବିଜେପିର ଅସ୍ତ୍ର, ‘ଜୟ ବଜରଙ୍ଗବାଲି’ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ପ୍ରଚାର ଯେତିକି ଜୋରଦାର ହେଉଛି ବିବାଦ ମଧ୍ୟ ସେତିକି ତୀବ୍ର ହେଉଛି। ପ୍ରଚାର ସହ ବିବାଦକୁ ରାଜନୈତିକ ପ୍ରସଙ୍ଗ କରି ବିଭିନ୍ନ ଦଳ କର୍ଣ୍ଣାଟକବାସୀଙ୍କ ମନ ଜିଣିବାକୁ ଉଦ୍ୟମ କରୁଥିବା ଦେଖାଯାଇଛି। ସେପଟେ ବଜରଙ୍ଗ ଦଳକୁ ବ୍ୟାନ କରିବା ଟିପ୍ପଣୀକୁ…

ଅଦ୍ଭୁତ ଦୃଶ୍ୟ: ତାରା ଗିଳିଦେଲା ଗ୍ରହକୁ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଶୁକ୍ରବାର ଏକ ଅଦ୍ଭୂତପୂର୍ଣ୍ଣ ଦୃଶ୍ୟ ରେକର୍ଡ କରିଛନ୍ତି । ଯେଉଁଥିରେ ଏକ ନଷ୍ଟ ହେଉ ଯାଉଥିବା ନକ୍ଷତ୍ର କିପରି ଗୋଟିଏ ଗ୍ରହକୁ ଗିଳି ଦେଉଛି ତାହା ଦେଖିବାକୁ ମିଳିଛି । ଗ୍ରହର ଆକୃତି ବୃହଷ୍ପତି ପରି ହୋଇଥିବା ବେଳେ ନକ୍ଷତ୍ର ସୂର୍ଯ୍ୟଙ୍କ ସଦୃଶ । ଏହି…

ଥାନାରେ କୁସୁମ ଟେଟେଙ୍କ ଏତଲା ପରେ ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି

ଭୁବନେଶ୍ୱର: ଝାରସୁଗୁ଼ଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଜୋର୍ ଧରିଥିବା ବେଳେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ନିର୍ବାଚନ ପ୍ରଚାରେ ବେଳେ ହିଂସାକୁ ନେଇ ଟଣାଓଟରା ହୋଇଛନ୍ତି ଦୁଇ ଦଳ । ମେ ୧୦ ତାରିଖରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଉଭୟ ଦଳ ଉଭୟଙ୍କ ବିରୋଧରେ…

ଏସଟିଏଫଙ୍କ ଏନକାଂଉଟରରେ ଟଳିଲା ଗ୍ୟାଙ୍ଗଷ୍ଟାର ଅନୀଲ

ଲକ୍ଷ୍ନୌ: କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଅନୀଲ ଦୁଜାନା ଓରଫ ଅନୀଲ ନାଗର ଗୁରୁବାର ଏସଟିଏଫଙ୍କ ଏନକାଂଉଟରରେ ଟଳିଛି । ଉତରପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ତାଙ୍କ ନାମରେ ୬୦ଟି କେସ ରହିଥିଲା । ବାଦଲପୁରର ଦୁଜାନା ଗ୍ରାମ କୁଖ୍ୟାତ ସୁନ୍ଦର ନାଗର ଓରଫ ସୁନ୍ଦର ଡାକୁ ନାମରେ ଜଣାଯାଉଥିଲା । ଗୌତମବୁଦ୍ଧ…

ଜନ୍ମମାଟିରେ ବିଭୋର ରାଷ୍ଟ୍ରପତି: ମଧ୍ୟାହ୍ନ ଭୋଜନରେ ବି ଥିଲା ଓଡ଼ିଆ ମହକ

ବାରିପଦା: ଜନ୍ମମାଟିରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ସେ ନିଜ ଜନ୍ମମାଟିକୁ ଯାଇଛନ୍ତି । ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ରାଷ୍ଟ୍ରପତି ମୟୂରଭଞ୍ଜ  ଯାଇଛନ୍ତି । ନିଜ ମାଟିରେ ଏତେ ପାଖରେ ମହାମହିମଙ୍କୁ ଦେଖି ଜିଲ୍ଲାବସୀ…

ସମୁଦ୍ରରେ ବୁଡି ପୁଣି ୨ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ; ୨ ଦିନରେ ଗଲାଣି ୪ ଜୀବନ

ପୁରୀ:ପୁଣି ପୁରୀ ବେଳାଭୂମିରୁ ଆସିଛି ଦୁଃଖଦ ଖବର । ସମୁଦ୍ର ନେଇଗଲା ଜୀବନ  ପୁରୀ ସମୁଦ୍ର ସେକ୍ଟର ୧୩ ବାଥିଂ ଜୋନରେ କ୍ୟାମେଲିଆ ହୋଟେଲ ସମ୍ମୁଖରେ ଭାସିଗଲେ ୨ ପର୍ଯ୍ୟଟକ । ସମୁଦ୍ରରେ ଗାଧଉଥିବା ବେଳେ  ଭାସିଯାଇ ଦୁଇଜଣଙ୍କର  ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ପଶ୍ଚିମବଙ୍ଗ ହୁଗୁଳିରୁ…

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ଅଲଚିକି ଲିପିର ଉଦ୍‌ଭାବକ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସାନ୍ତାଳି ସମାଜ ଓ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ…

କେଉଁଠି କେନ୍ଦ୍ରୀଭୂତ ହେବ ବାତ୍ୟା ‘ମୋଖା’ ? ଜାଣନ୍ତୁ, କ’ଣ କହୁଛି ଆଇଏମଡି ?

ଭୁବନେଶ୍ୱର: ବଙ୍ଗୋପ ସାଗରରେ ହେବାକୁ ଥିବା ବାତ୍ୟାକୁ ନେଇ ଅପଡେଟ ଖବର  । ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଦେଖାଦେଇଥିବା ଘୂର୍ଣ୍ଣିବଳୟ ମେ’ ୭ ତାରିଖରେ ଘନୀଭୂତ ହୋଇ ଲଘୁଚାପ ରୂପ ନେବ । ଏପରି ଆକଳନ କରିଛି ପାଣିପାଗ ବିଭାଗ । ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା…

ପ୍ରଥମେ ଲୋକଟି ନିଶା ଖାଏ, ପରେ ନିଶା ତାକୁ ଖାଏ: ରାଷ୍ଟ୍ରପତି

ବାରିପଦା: ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଦ୍ରୌପଦୀ ମୁର୍ମୁ ଜନ୍ମମାଟିକୁ ଆସିଛନ୍ତି । ୩ ଦିନିଆ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ରାଇରଙ୍ଗପୁରର ବାଦାମପାହାଡ଼ରେ ପହଞ୍ଚିଥିଲେ ରାଷ୍ଟ୍ରପତି । ସେଠାରେ ବ୍ରହ୍ମ କୁମାରୀ ପକ୍ଷରୁ ଆୟୋଜିତ ନିଶାମୁକ୍ତ ଓଡ଼ିଶା…

ବାତ୍ୟା ମୁକାବିଲା ପାଇଁ ବିଏମସି ପ୍ରସ୍ତୁତ; ଖୋଲିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ବିଏମସିର  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।  ପାଣିପାଗ ବିଭାଗର ଆକଳନ ପରେ ସ୍ବତନ୍ତ୍ର ରିଲିଫ କମିଶନର ଓ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ…