ଦିଲ୍ଲୀ ପବ୍ଲିକ୍ ସ୍କୁଲ୍କୁ ବୋମାମାଡ଼ ଧମକ; ନିଜ ପିଲାଙ୍କୁ ଧରି ସ୍କୁଲ୍ରୁ ପଳାଇଲେ ଅଭିଭାବକ
ନୂଆଦିଲ୍ଲୀ: ମଥୁରା ରୋଡ୍ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍କୁ ବୋମାମାଡ଼ ଧମକ ମିଳିଛି। ବୁଧବାର ସକାଳେ ସ୍କୁଲ୍ ପରିସରରେ ବୋମା ଖଞ୍ଜା ଯାଇଥିବା ଇ-ମେଲ୍ ଜରିଆରେ ଧମକ ଦିଆଯାଇଛି। ବୋମାମାଡ଼ ଧମକ ମିଳିବା ପରେ ସ୍କୁଲ୍ ପରିସରରେ ଭୟର ବାତାବରଣ ଖେଳିଯାଇଛି।
ବୋମାମାଡ଼ ଧମକ ମିଳିବା ପରେ…