Latest Odisha News

BREAKING NEWS

ସପ୍ତାହକରେ ଦୁଇ ଥର ବିବାହ କଲେ ଯୁବକ, ଦୁଇ ପତ୍ନୀଙ୍କୁ ଅଲଗା ରଖିଲେ

ବିହାର : ମୁଜାଫରପୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକ ଗୋଟିଏ ସପ୍ତାହରେ ଦୁଇଥର ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । କେବଳ ଏତିକି ନୁହେଁ ଯୁବକ ଜଣକ ନିଜ ଦୁଇ ପତ୍ନୀଙ୍କୁ ଅଲଗା ଅଲଗା କରି ରଖିଛନ୍ତି । ବିହାର ମୁଜାଫରପୁରର ଦାମୁଚକ ଅଞ୍ଚଳରେ ରୁହନ୍ତି ବିକାଶ…

ବିଜେବି କଲେଜ ଗଣ୍ଡଗୋଳ ଘଟଣାରେ ଆଉ ୪ ଜଣ ଗିରଫ

ଭୁବନେଶ୍ୱର: ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ୱୟଂଶାସିତ ମହାବିଦ୍ୟାଳୟର କିଛି ଛାତ୍ରଙ୍କୁ ଛୁରା ମାଡ଼ ଗଣ୍ଡଗୋଳ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମଙ୍ଗଳବାର କମିଶନରେଟ୍ ପୁଲିସ ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ୪ ଅଭିଯୁକ୍ତ ହେଲେ ରିତେଶ ନାୟକ, ବିକି ଦଳେଇ, ବଳିଆ ଦାଶ,…

ଅଭିନେତ୍ରୀ ପ୍ରିୟଙ୍କାଙ୍କ ବିରୋଧରେ ଚୋରି ଅଭିଯୋଗ ଆଣିଲେ ଡ଼ିଜାଇନର ଇଶିତା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚହର ଚୌଧୁରୀ ଙ୍କ ବିରୋଧରେ ଚୋରି ଅଭିଯୋଗ । ପ୍ରିୟଙ୍କା ପୋଷାକ ଚୋରି କରିବା ସହ ଡ଼ିଜାଇନ୍ ଚୋରି କରିଥିବା ଅଭିଯୋଗ ହୋଇଛି । ଆଗକୁ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହେବାକୁ ଯାଉଛି । ଏହି ଅଭିଯୋଗ କରିଛନ୍ତି ଇଣ୍ଡଷ୍ଟ୍ରିର…

ରିଲ୍ସ ମାନିଆ: ଯୁବତୀ ବିକିନ୍ ପିନ୍ଧି ଚିତା ବାଘ ସହ କଲେ ଭିଡ଼ିଓ

ନ୍ୟୁୟର୍କ: ଭିଡିଓ ଏବଂ ରିଲ୍ସ ବନାଇବା ପାଇଁ ଲୋକେଏପରି ଚିନ୍ତାଧାରା ଆପଣାଉଛନ୍ତି, ଯାହା ଭିନ୍ନ ହେବା ସହ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା । ଏହି କାରଣରୁ ପ୍ରତ୍ୟେକ ଦିନ ଏହିପରି ରିଲ୍ ଏବଂ ଭିଡିଓ ଦେଖିବାକୁ ମିଳିଥାଏ ଯାହା ବେଳେବେଳେ ଆଶ୍ଚର୍ଯ୍ୟ ହୋଇଯାଏ । ଅଧିକ ଲାଇକ୍ ଆଶାରେ ଲୋକମାନେ…

ନକଲି ଔଷଧ ମାମଲାରେ ୟୁପି ବାରଣାସୀରୁ ଗିରଫ ହେଲେ ୪ ଅଭିଯୁକ୍ତ

ଭୁବନେଶ୍ୱର: ଔଷଧ ଡିଲରମାନଙ୍କୁ ନକଲି ଔଷଧ ଯୋଗାଇବା ଅଭିଯୋଗରେ ଓଡିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଉତ୍ତରପ୍ରଦେଶର ବାରଣାସୀରୁ ଆଉ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶୁଭମ୍ ଜୟସ୍ୱାଲ, ରିତେଶ କୁମାର, ଚନ୍ଦ୍ରଶେଖର ସିଂହ ଓ ଗୌରବ ଶର୍ମା। ଗିରଫ…

ଝାରସୁଗୁଡ଼ା ଉପନିର୍ବାଚନ, ନଅରୁ ତିନି ଲଢ଼ିବେ!

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢେଇ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ପ୍ରାର୍ଥୀଙ୍କ ସମ୍ପର୍କରେ ସ୍ପଷ୍ଟତା ଆସିଛି। ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଲଢେଇ ପାଇଁ ନିଜ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି।…

ଆସନ୍ତା ମାସରୁ ବଢ଼ିବ କ୍ଷୀର, ଛେନାର ଦର

କଟକ: ମେ' ୧ରୁ ଛେନା ଓ ପନିର ଦର ବଢ଼ିବ। ମଙ୍ଗଳବାର କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘ ଏହି ଘୋଷଣା କରିଛି। ଦର ବୃଦ୍ଧି ପରେ ଛେନା କିଲୋ ପିଛା ୨୦ ଟଙ୍କା, ପନିର କିଲୋ ପିଛା ୩୦ ଟଙ୍କା, ଖୁଆ କିଲୋ ପିଛା ୬୦ ଟଙ୍କା  ବଢ଼ିବ। ଏହି ଦର ବ୍ୟବସାୟୀ ମାନେ କିିଣିବା ବେଳେ ଲାଗୁ ହେବ…

ପରମ୍ପରା ଭାଙ୍ଗିଲେ ଶରତ !

ଭୁବନେଶ୍ୱର: ଶରତଙ୍କ ଯୁବ କାର୍ଡ। ପାରମ୍ପରିକ ରାଜନୀତିରୁ ଟିକେ ବାହାରକୁ ଯାଇ ନୂଆ ପିଢିଙ୍କୁ ରାଜନୀତିରେ ଅଧିକ ସୁଯୋଗ ଦେବାକୁ ପିସିସି ସଭାପତି ଶରତ ପଟ୍ଟନାୟକ ଉଦ୍ୟମ କରିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଶରତଙ୍କ ଟିମରେ ଏଭଳି କିଛି ଦେଖିବାକୁ ମିଳିଛି। କଂଗ୍ରେସରେ ବିଶାଳ ଟିମରେ ଯୁବ…

ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ ସୋଆ ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍କୁ ପ୍ରଶଂସା

ଭୁବନେଶ୍ୱର: ଆଇଏମଏମ୍‌ଟି ପରିସରରେ ଚାଲିଥିବା ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀର ତୃତୀୟ ଦିନ ରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍କୁ ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି…

ଛାଡିବେନି ସତ୍ୟପାଲ !

ଭୁବନେଶ୍ୱର: ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ବିଜେପିକୁ ଟାର୍ଗେଟ କରି ଏବେ ସବୁଆଡେ ଚର୍ଚ୍ଚାରେ। ପୁଲୱାମା ଆକ୍ରମଣ ଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି ଓ ମୋଦିଙ୍କୁ ଟାର୍ଗେଟ କରି ସତ୍ୟପାଲ ଚର୍ଚ୍ଚାରେ ରହିଛନ୍ତି। ଏପରିକି ମୋଦି ସରକାରର ଅବହେଳା କାରଣରୁ…