Latest Odisha News

BREAKING NEWS

ସୁପର କପ ଫାଇନାଲରେ ଓଡିଶା ଏଫସି

ଭୁବନେଶ୍ୱର : କେରଳର ମଞ୍ଜେରୀରେ ଚାଲିଥିବା ସୁପର କପ ଫୁଟବଲର ଫାଇନାଲରେ ଓଡିଶା ଏଫସି ପ୍ରବେଶ କରିଛି । ଶନିବାର ଓଡିଶା ସେମିଫାଇନାଲରେ ୩-୧ ଗୋଲରେ ନର୍ଥଇଷ୍ଟ ୟୁନାଇଟେଡକୁ ପରାସ୍ତ କରିଥିଲା । ଏପ୍ରିଲ ୨୫ରେ ହେବାକୁ ଥିବା ଫାଇନାଲରେ ଦଳ ବେଙ୍ଗାଲୁରୁ ଏଫସିକୁ ଭେଟିବ । ବେଙ୍ଗାଲୁରୁ ୨-୦…

ମୁମ୍ବାଇ ସମ୍ମୁଖରେ ୨୧୫ ରନର ଲକ୍ଷ୍ୟ ରଖିଲା ପଞ୍ଜାବ

ୱାଙ୍ଖେଡ: ଏଠାରେ ଶନିବାର ଅନୁଷ୍ଠିତ ଆଇପିଏଲର ଦ୍ୱିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗସ ୨୧୫ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦଳଗତ ପ୍ରଦର୍ଶନ ମାଧ୍ୟମରେ ବଡ ସ୍କୋର କରିପାରିଥିଲା । ସାମ କୁରାନ ୫୫, ହରପ୍ରୀତ ସିଂ ୪୧ ଓ ଅଥର୍ବ ଟେଡ ୨୯…

ଗିରଫ ହେଲା କୁଖ୍ୟାତ ବକ୍ସର ଦୀପକ, ୧୦ ହତ୍ୟାକାଣ୍ଡର ଅଭିଯୁକ୍ତ

ସୋନପତ: ହରିୟାଣାର ସୋନପତର କୁଖ୍ୟାତ ବକ୍ସର ତଥା ଗ୍ୟାଙ୍ଗଷ୍ଟାର ଦୀପକ ଶେଷରେ ପୋଲିସ ହାତରେ ଧରାପଡିଛି । ଦୀପକ ୧୦ ହତ୍ୟାକାଣ୍ଡର ଅଭିଯୁକ୍ତ । ୧୫ ବର୍ଷ ବୟସରେ ଦୀପକ ୫୭କିଗ୍ରା ବିଭାଗରେ ଜାତୀୟ ଜୁନିୟର ଚାମ୍ପିୟନ ହୋଇଥିଲେ । ତାଙ୍କ ପ୍ରଦର୍ଶନ ଦେଖି ସମସ୍ତେ ଆଶା ବାନ୍ଧିଥିଲେ ଯେ, ଏହି ଯୁବ…

ବ୍ରାଉନସୁଗାର ବିକ୍ରି ପାଇଁ ବାଇକ୍ ଧରି ଖୋଜୁଥିଲେ ଗ୍ରାହକ, ମାଡ଼ି ବସିଲା ଅବକାରୀ ବିଭାଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ସଫଳତା ମିଳିଛି । ବାଇକ୍ ଧରି ବ୍ରାଉନସୁଗାର ବିକ୍ରି ବେଳେ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ନାଲକୋନଗର ଅଞ୍ଚଳର ଜଣେ ଯୁବକ ତାଳଚେର ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି ପାଇଁ ଗରାଖ ଅପେକ୍ଷାରେ ଥିବା ବେଳେ ଗିରଫ ହୋଇଛନ୍ତି । ଗିରଫ ଯୁବକଙ୍କ…

ଗୋଇନ୍ଦା ସାଟେଲାଇଟ ଲଂଚ କରିବ ଉତର କୋରିଆ, ଆଲର୍ଟରେ ଜାପାନ ସେନା

ଟୋକିଓ: ଉତର କୋରିଆ ଏହି ସପ୍ତାହରେ ତାର ଗୋଇନ୍ଦା ସାଟେଲାଇଟ ଲଂଚ କରିବ । ଏହା ପୂର୍ବରୁ ଜାପାନ ତାର ସେନାକୁ ହାଇ ଆଲର୍ଟରେ ରଖିଛି । କୌଣସି ପ୍ରକାରର ମିସାଇଲ, ରକେଟ ଓ ସାଟେଲାଇଟ ଜାପାନରେ ପଡିବା ପୂର୍ବରୁ ଏହାକୁ ଧ୍ୱଂସ କରିବା ପାଇଁ ସେନାକୁ ନିର୍ଦ୍ଦେଶ ଜାରୀ କରାଯାଇଛି । ଜାପାନ ଏଥିପାଇଁ…

‘ରାହୁଲଙ୍କ ବଙ୍ଗଳା’, ଏବେ ଖାଁ ଖାଁ

ଭୁବନେଶ୍ୱର: ୧୨ ତୋଗଲକ ଲେନରେ ଆଉ ଦେଖିବାକୁ ମିଳିବନି କଂଗ୍ରେସ ନେତା କର୍ମୀଙ୍କ ଗହଳିଚହଳି। ଆଉ ଲାଗିବନି ଭିଡ଼। କାହିଁକି ନା କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସେ ସରକାରୀ ବଙ୍ଗଳା ଛାଡିଛନ୍ତି। ଯାହାକୁ ନେଇ କଂଗ୍ରେସ ମହଲରେ ଜୋରଦାର ଚର୍ଚ୍ଚା। ଜାତୀୟ ଦଳ…

ଆଉ କଂଗ୍ରେସରେ ଭଲ ଲାଗୁନି, ବିଜେପି ଯିବେ ପାଇଲଟ !

ଭୁବନେଶ୍ୱର: କଂଗ୍ରେସରେ ଗୋଟିଏ ପଟେ ସମ୍ଭାବନା ତ ଆଉ ଗୋଟିଏ ପଟେ ନିରାଶା ବଢି ବଢି ଚାଲିଛି। କର୍ଣ୍ଣାଟକ ନିର୍ବାଚନରେ ଦଳ ପାଇଁ ଅନେକ ସମ୍ଭାବନାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ରାହୁଲଙ୍କ ଭବିଷ୍ୟତକୁ ନେଇ କଂଗ୍ରେସ ବେଶ ଆଶାବାଦୀ। ସେପଟେ ରାଜସ୍ଥାନରେ ଯୁବ ନେତା ତଥା ପୂର୍ବତନ…

‘ମହାରାଷ୍ଟ୍ର ରାଜନୀତି’, ଅଜିତ ହେବେ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର: ଏନସିପି ନେତା ଅଜିତ ପାୱାରଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ଦ୍ବନ୍ଦ୍ୱ ବଢ଼ିବାରେ ଲାଗିଛି। ନିଜ ସମର୍ଥିତ ଦଳୀୟ ବିଧାୟକଙ୍କ ସହ ଅଜିତ ବିଜେପିରେ ମିଶିବେ ବୋଲି କେବେଠୁ ଚର୍ଚ୍ଚା ହେଉଛି। ସେ ଏହାକୁ ଖଣ୍ଡନ କରି ଆସୁଛନ୍ତି। କିନ୍ତୁ ତାଙ୍କର ପ୍ରତ୍ୟେକ କଥା ଓ ପୂର୍ବ…

ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ଆଇଆଇଟିଟିଏମ୍ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ନିକଟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପକୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଂଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ…

ଶେଷ ଓଭରରେ ମୋହିତଙ୍କ କମାଲ, ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଶନିବାର ମୋହିତ ଶର୍ମାଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଏକ ରୋମାଂଚକ ମୁକାବିଲାରେ ଗୁଜରାଟ ଟାଇଟନ୍ସ ୭ ରନରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୬ ୱିକେଟ ହରାଇ ୧୩୫ ରନ କରିଥିଲା । ହାର୍ଦ୍ଦିକ…