ଶେଷ ଓଭରରେ ମୋହିତଙ୍କ କମାଲ, ଲକ୍ଷ୍ନୌକୁ ହରାଇଲା ଗୁଜରାଟ
ଅହମ୍ମଦାବାଦ: ଚଳିତ ଆଇପିଏଲରେ ଶନିବାର ମୋହିତ ଶର୍ମାଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଏକ ରୋମାଂଚକ ମୁକାବିଲାରେ ଗୁଜରାଟ ଟାଇଟନ୍ସ ୭ ରନରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୬ ୱିକେଟ ହରାଇ ୧୩୫ ରନ କରିଥିଲା । ହାର୍ଦ୍ଦିକ…