Latest Odisha News

BREAKING NEWS

ଭୁବନେଶ୍ୱରରେ ହେବ ଆଉ ତିନି ଅଗ୍ନିଶମ କେନ୍ଦ୍ର

ଭୁବନେଶ୍ୱର: ରାଜଧାନୀରେ ହେବ  ଆଉ ୩ଟି ନୂଆ ଅଗ୍ନିଶମ କେନ୍ଦ୍ର   । ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂତନ କେନ୍ଦ୍ରକୁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ରିଲିଜରେ କୁହାଯାଇଛି, ଏହି ତିନୋଟି ଅଗ୍ନିଶମ କେନ୍ଦ୍ର ତମାଣ୍ଡୋ, ମଞ୍ଚେଶ୍ୱର ଏବଂ…

ଏଣିକି ଓଡ଼ିଆରେ ହେବ ଷ୍ଟାଫ ସିଲେକ୍ସନ ପରୀକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର: ଏଣିକି SSC MTS ପରୀକ୍ଷା ପାଇଁ ଓଡ଼ିଆରେ ଆସିବ ପ୍ରଶ୍ନପତ୍ର । ଖାଲି ଓଡ଼ିଆ ନୁହେଁ, ୧୩ଟି ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା କରାଯିବ । ଏହାକୁ ପର୍ସନାଲ ଆଣ୍ଡ ଟ୍ରେନିଂ ଡିପାର୍ଟମେଣ୍ଟ ସ୍ୱୀକୃତି ଦେଇଛି । ଫଳରେ ଷ୍ଟାଫ ସିଲେକ୍ସନ କମିଶନ ମଲ୍ଟିଟାସ୍କିଂ…

ରାଜଧାନୀରେ ୪୨ ଟପିଲା ତାପମାତ୍ର; ଆହୁରି ୨ ଦିନ କଲବଲ କରିବ ଗ୍ରୀଷ୍ମଲହରୀ

ଭୁବନେଶ୍ୱର:ରାଜଧାନୀ ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ । ପୂର୍ବାହ୍ନ ୧୧ଟାରୁ ତାପମାତ୍ରା ୪୦ ପାର କରିଛି । ସକାଳ ସାଢ ୮ଟା ସୁଦ୍ଧା ରାଜଧାନୀ ଭବନେଶ୍ୱର ତାପମାତ୍ରା ୩୨.୬ ଡିଗ୍ରୀ ଥିଲା । ଏହାପରେ ତାପମାତ୍ରା ବୃଦ୍ଧି ପାଇ ପୂର୍ବାହ୍ନ ସାଢେ ୧୧ଟା ବେଳକୁ ୪୦.୪ ରେ ପହଞ୍ଚିଥିଲା ।  ତାପରେ…

ଶୁଭେଚ୍ଛୁ ଓ ସମର୍ଥକଙ୍କ ଗହଣରେ ନାମାଙ୍କନ ଦାଖଲ କଲେ ଦୀପାଳି

ଝାରସୁଗୁଡା: ଝାରସୁଗୁଡା ଉପ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ସମର୍ଥକଙ୍କ ଗହଣରେ  ଉପଜିଲ୍ଲାପାଳ ଅଫିସ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମେ’ ୧୦ ତାରିଖ ହେବାକୁ ଥିବା ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସ ଓ ବିଜେପି ସେମାନଙ୍କର…

ମହାରାଷ୍ଟ୍ର ରାଜନୀତି ସରଗରମ ! ଏନସିପି ନେତା ଅଜିତ ପାୱାର ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର

ମହାରାଷ୍ଟ୍ର : ଏନସିପି ନେତା ଅଜିତ ପାୱାର ବିଜେପିରେ ଯୋଗ ଦେବା ନେଇ ମଙ୍ଗଳବାର ଚର୍ଚ୍ଚା ଜୋର ଧରିବା ପରେ ସରଗରମ ହୋଇଛି ମହାରାଷ୍ଟ୍ର ରାଜନୀତି । କୁହାଯାଉଛି ଏନସିପି ବିଧାୟକ ଅଜିତ ପାୱାର ତାଙ୍କ ଦଳର ପ୍ରାୟ ୩୦-୪୦ ବିଧାୟକଙ୍କ ସହ ବିଜେପି-ସିନ୍ଦେ ସରକାରରେ ସାମିଲ ହେବେ। ଏହି…

ପରୀକ୍ଷା ଚାଲିଥିବାବେଳେ ଖସି ପଡିଲା ଫ୍ୟାନ

କଟକ: କଟକ ଜିଲ୍ଲା ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଅଘଟଣ । ପରୀକ୍ଷା ଚାଲିଥିବାବେଳେ ଖସିପଡିଲା ଫ୍ୟାନ । ଫ୍ୟାନ ତଳେ ବସିଥିବା  ୨ ଛାତ୍ରଙ୍କ ଉପରେ ଏହା ଛିଡ଼ିପଡ଼ିଥିବା ଜଣାପଡ଼ିଛି । ଫଳରେ ଉଭୟେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି…

ସ୍ୱଳ୍ପ ଗଳ୍ପ : କୃଷ୍ଣଚୂଡ଼ାର ରଙ୍ଗ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୪ କୃଷ୍ଣଚୂଡ଼ାର ଗୋଟିଏ ସୁନ୍ଦର ନାଆଁ ଅଛି ଇଂରେଜୀରେ, ପିକକ୍ ଫ୍ଲାୱାର୍ । " ସିସିଲପିନା " ପ୍ରଜାତିର ଫୁଲ ମାନଙ୍କର ରଙ୍ଗ ବୈଚିତ୍ର୍ୟକୁ ନେଇ ସମ୍ଭବତଃ ଏଇଭଳି ଗୋଟିଏ ନାଆଁ ର ସୃଷ୍ଟି,ମୟୁର ପୁଷ୍ପ । ଦାରୁଣ…

ଏଥର ଗ୍ରୀଷ୍ମ ଛୁଟିରେ ବି ପିଲା ପଢିବେ ପାଠ; ଆରମ୍ଭ ହେବ ଅବକାସକାଳୀନ ଶିକ୍ଷା

ଭୁବନେଶ୍ୱର: ଗ୍ରୀଷ୍ମକାଳୀନ ଛୁଟିରେ ପିଲାଙ୍କ ପାଠପଢା ସହ ଜଡିତ ରଖିବା ପାଇଁ ଗଣଶିକ୍ଷା ବିଭାଗର ବଡ ଘୋଷଣା । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ଅବକାସକାଳୀନ ଶିକ୍ଷା । ଏ ସମ୍ପର୍କରେ ଆଜି ଘୋଷଣା କରିଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।…

ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ, କ୍ଷେତ୍ର ପରିଦର୍ଶନରେ ଆସୁଛନ୍ତି ଟ୍ରିବ୍ୟୁନାଲ ଟିମ୍

ଭୁବନେଶ୍ବର : ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର ଏକ ସ୍ୱତନ୍ତ୍ର ଟିମ୍, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମଙ୍ଗଳବାର ଅପରାହ୍ନରେ ଛତିଶଗଡ଼ ରାୟପୁରରେ ପହଞ୍ଚିବେ। ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏଏମ ଖନବିକରଙ୍କ ନେତୃତ୍ୱରେ ଆସୁଥିବା ଏହି ଟିମରେ ବୈଷୟିକ ଟିମ ସହିତ…

ଲାଜପତ ଅଡିଟରିୟମରେ ଅନୁଷ୍ଠିତ ହେଲା ନୃତ୍ୟ ବିଳାସ ଉତ୍ସବ

ନୂଆଦିଲ୍ଲୀ: ସ୍ଥାନୀୟ ଲାଜପତ ଅଡିଟରିୟମରେ ଓଡିଶୀ ଦର୍ଶନ ନୃତ୍ୟ ଏକାଡେମୀ ଦ୍ୱାରା ଦ୍ୱିତୀୟ ନୃତ୍ୟ ବିଳାସ ଉତ୍ସବ ଆୟୋଜିତ ହୋଇଯାଇଛି । ଓଡିଶୀ ନୃତ୍ୟ କଳା ଜଗତର ପ୍ରତିଷ୍ଠିତ ଗୁରୁ ସୁଦର୍ଶନ ସାହୁ ଏହି ଏକାଡେମୀ ୨୦୧୯ରେ ସ୍ଥାପିତ କରିଥିଲେ । ଦିଲ୍ଲୀ ଏନସିଆରରେ ସେ ଓଡିଶୀ ନୃତ୍ୟର ପ୍ରଚାର ଓ…