ଅସଦାଚରଣର ଶିକାର ହେଲେ ବଲିଉଡ୍ ଅଭିନେତ୍ରୀ: ଥାନାରେ ମାମଲା ରୁଜୁ
ମୁମ୍ବାଇ: ଅସଦାଚରଣର ଶିକାର ହେଲେ ବଲିଉଡ୍ ଅଭିନେତ୍ରୀ। ଏନେଇ ମୁମ୍ବାଇ ଥାନାରେ ଅଭିଯୋଗ ହେବା ପରେ ମାମଲା ଦାୟର ହୋଇଛି। ଅଭିନେତ୍ରୀ(ପରିଚୟ ଲୁଚାଯାଇଛି) ଜଣଙ୍କ ଜଣେ ଫାଇନାନ୍ସରଙ୍କ ବିରୋଧରେ ମୁମ୍ବାଇର ଜୁହୁ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ଉକ୍ତ ଫାଇନାନ୍ସର ଶୁକ୍ରବାର…