Latest Odisha News

BREAKING NEWS

ଦନ୍ତା ମୃତ୍ୟୁ ଘଟଣାରେ ବାପପୁଅଙ୍କୁ ବାନ୍ଧିଲା ବନ ବିଭାଗ

ସୁବର୍ଣ୍ଣପୁର: ବିନିକା ବ୍ଲକ ମହଦା ଗାଁ ନିକଟ ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ଘଟଣାରେ ବନ ବିଭାଗ ବାପପୁଅଙ୍କୁ ଗିରଫ କରିଛି । ଗିରଫ ୨ ଜଣ ହେଲେ ବୀରେନ୍ଦ୍ର ଶର୍ମା ଓ ଆଲାଉଦ୍ଦିନ ଶର୍ମା । ଉଭୟ ବାପପୁଅ ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିବା ବେଳେ ଦନ୍ତା ସେଥିରେ ପଡ଼ି ଯାଇଥିଲା ।…

ରାଜ୍ୟରେ ଏବର୍ଷ ପାୱାର୍‌ କଟ୍‌ ହେଇନି କି ହେବାର ସମ୍ଭାବନା ବି ନାହିଁ : ପ୍ରତାପ ଦେବ

ଭୁବନେଶ୍ୱର : ରାଜ୍ୟରେ ତାପମାତ୍ରା ବଢିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେପଟେ ଗରମ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ପଙ୍ଖା, କୁଲର ଓ ଏସି ଉପରେ ନିର୍ଭର କରୁଥୁବାବେଳେ ସଭିଙ୍କୁ ଘାରିଛି ପାୱାର୍‌ କଟ୍‌ ଚିନ୍ତା । ଏସବୁ ଭିତରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ…

ଆଇପିଏଲରେ ଗୋଟିଏ ଟିମ ପକ୍ଷରୁ ସର୍ବାଧିକ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଲେ ଧୋନୀ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ବୁଧବାର ମହେନ୍ଦ୍ର ସିଂ ଧୋନୀ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଆଇପିଏଲରେ ଗୋଟିଏ ଟିମ ପକ୍ଷରୁ ସର୍ବାଧିକ ମ୍ୟାଚରେ ନେତୃତ୍ୱ ନେବାରେ ସେ ରେକର୍ଡ କରିଛନ୍ତି । ଧୋନୀ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ୨୦୦ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି…

ସୋନୁଙ୍କୁ ନିଆରା ଢଙ୍ଗରେ ଜଣାଇଲେ ଧନ୍ୟବାଦ: ୨୫୦୦ କିଲୋ ଚାଉଳରେ ପ୍ରସ୍ତୁତ କଲେ ଫଟୋଚିତ୍ର

ମୁମ୍ବାଇ: ବଲିଉଡ଼ ଅଭିନେତା ସୋନୁ ସୁଦ୍ ନିଜର କାର୍ଯ୍ୟକଳାପ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କୌଣସି ଲୋକ ଅସୁବିଧାରେ ଥିଲେ ତାଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢାଇଥାନ୍ତି ସୋନୁ । ଏହି କାରଣରୁ ସୋନୁ ସୁଦ୍‌ଙ୍କ ଫ୍ୟାନ ଫଲୋର୍ସଙ୍କ ସଂଖ୍ୟା ଖୁବ୍ ଅଧିକ । ଅନେକ ସ୍ଥାନରେ ସୋନୁଙ୍କୁ…

ବିଜେପିର ହେଭିୱେଟ ନେତାଙ୍କୁ ଘାରିଲାଣି ନିର୍ବାଚନ ଜିତିବା ଚିନ୍ତା !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଆସନ୍ନ ଥିବାବେଳେ ରାଜ୍ୟ ବିଜେପିର ପ୍ରମୁଖ ଚେହେରା ଏବେଠୁ କ୍ଷେତ୍ର ପ୍ରସ୍ତୁତି ଜୋରଦାର କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି ରାଜ୍ୟ ବିଜେପିର ତିନି ପ୍ରମୁଖ ଚେହେରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ…

ମାଆ ଉପରେ ରାଗି ଆଈକୁ କହିବା ପାଇଁ ୧୧ ବର୍ଷର ବାଳକ ସାଇକେଲରେ ଗଲା ୧୩୦କିମିର ରାସ୍ତା

ବେଜିଂ: ଚୀନରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ସହଜରେ ବିଶ୍ୱାସ କରି ହେଉ ନାହିଁ । ଜଣେ ୧୧ ବର୍ଷର ବାଳକ ମାଆ ଉପରେ ରାଗି ଆଈକୁ କହିବା ପାଇଁ ଘରୁ ସାଇକେଲ ଧରି ବାହାରିଥିଲା । ସେ କିଛି ବାଟ ସାଇକେଲ ଚଳାଇବା ପରେ ହାଲିଆ ହୋଇ ଘରକୁ ଫେରି ଆସିବେ ବୋଲି ପରିବାର ଲୋକ ଭାବିଥିଲେ । ମାତ୍ର…

ହାତର ମେହେନ୍ଦୀରେ ବରର ନାଁ ଲେଖିଲେନି କନ୍ୟା: ଏମିତି କିଛି ଲେଖିଲେ ସବୁ ଆଶ୍ଚର୍ଯ୍ୟ

ବିବାହ କେବଳ ରୀତିନୀତିରେ ସୀମିତ ନୁହେଁ । ବରକନ୍ୟା ଏହାକୁ ଜୀବନରେ ସ୍ମରଣୀୟ ରଖିବାକୁ ଚାହାଁନ୍ତି । ସେଥିମଧ୍ୟରୁ ମେହେନ୍ଦୀ ସେରିମୋନି ଅନ୍ୟତମ । ବିବାହ ପୂର୍ବରୁ କନ୍ୟା ନିଜ ହାତରେ ସୁନ୍ଦର ଭାବେ ମେହେନ୍ଦୀ ଲଗାଇବା ସହ ଭାବି ସ୍ୱାମୀର ନାଁ ଲେଖିଥାନ୍ତି । କିନ୍ତୁ ଏମିତି ଜଣେ ଯୁବତୀ ନିଜ…

ଅର୍ଚ୍ଚନା, ନବଙ୍କ ପରେ ନକଲି ସାର୍ଟିଫିକେଟ, ବିରୋଧୀ ଗର୍ଜୁଛନ୍ତି ପୁଣି ଭୁଲିଯାଉଛନ୍ତି !

ଭୁବନେଶ୍ୱର: ଶାସକ ଦଳକୁ ବିରୋଧର ଫଳ କଣ ମିଳେ? ଯେଉଁ ପ୍ରସଙ୍ଗକୁ ନେଇ ବିରୋଧ ହୁଏ ତାର ଫଳାଫଳ ଓ ଲାଭ କଣ ମିଳେ? ବିରୋଧୀଙ୍କ ବିରୋଧ ପରେ ଶାସକ ଦଳକୁ କେତେ କ୍ଷତି ପହଞ୍ଚେ? ପ୍ରମୁଖ ସମ୍ବେଦନଶୀଳ ପ୍ରସଙ୍ଗରେ ଏତେ ହୋହାଲ୍ଲା ଓ ବିରୋଧ କରାଯାଉଥିବା ବେଳେ କିଛି ଦିନ ପରେ ସମ୍ପୃକ୍ତ ପ୍ରସଙ୍ଗକୁ…

ବିଳାସପୂର୍ଣ୍ଣ କାର ଛାଡ଼ି ମେଟ୍ରୋ ଟ୍ରେନରେ ଗଲେ, ଅଟୋରେ ଘରକୁ ଫେରିଲେ ଡ଼୍ରିମ୍‌ଗାର୍ଲ

ନୂଆଦିଲ୍ଲୀ: ବଲିଉଡର ଡ଼୍ରିମ୍‌ଗାର୍ଲ ତଥା ସାଂସଦ ହେମା ମାଳିନୀ ବିଳାସପୂର୍ଣ୍ଣ କାର ଛାଡ଼ି ମୁମ୍ବାଇର ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରିଛନ୍ତି । କେବଳ ସେତିକି ନୁହେଁ ସେ ଅଟୋରେ ମଧ୍ୟ ଯାତ୍ରା କରୁଥିବାର ନଜର ଆସିଛନ୍ତି । ପରେ ସୋସିଆଲ ମିଡ଼ିଆରେ ନିଜେ ଏହି ଅନୁଭୂତିକୁ ସେୟାର କରିଛନ୍ତି ।…

ବିଜେଡିର ପ୍ରଚାର ଜମିଲାଣି ବିରୋଧୀ ପାଗ ଭିଡୁଛନ୍ତି !

ଭୁବନେଶ୍ୱର: ରାତି ପାହିଲେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ସେପଟେ ଏହା ପୂର୍ବରୁ ବିଧିବଦ୍ଧ ଭାବେ ଜମିଲାଣି ବିଜେଡିର ପ୍ରଚାର। ରାଜ୍ୟ ରାଜନୀତିରେ ସିରିୟସ ପାର୍ଟି କୁହାଯାଉଥିବା ଶାସକ ବିଜେଡି କୌଣସି ସୁଯୋଗକୁ ଛାଡିବାକୁ ଚାହୁଁନି। ତେଣୁ ଅନ୍ୟ…