ସୁଟିଂ ସେଟ୍ରେ ଆହତ ହେଲେ ସଞ୍ଜୟ ଦତ୍ତ
ମୁମ୍ବାଇ: ସୁଟିଂ ସେଟ୍ରେ ଆହତ ହେଲେ ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ । ବାଙ୍ଗାଲୋର ନିକଟରେ ତାଙ୍କର କନଡ଼ ଫିଲ୍ମ ସୁଟିଂ ସେଟ୍ରେ ଆହତ ହୋଇଥିବା ଜଣାଯାଇଛି । ଏହି ଫିଲ୍ମର ଏକ ବୋମା ବିସ୍ଫୋରଣ ସିନ୍ ସୁଟିଂ ଚାଲିଥିଲା । ଏହି ସମୟରେ ବିସ୍ପୋରଣ ହେବାରୁ ସଞ୍ଜୟଙ୍କ ହାତ, କହୁଣି ଓ ଶରୀରର…