Latest Odisha News

BREAKING NEWS

ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ଡିଜିଟାଲ୍ କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ ସରକାର ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ ଲାଗି ନିଷ୍ପତ୍ତି ନେଇଛନ୍ତି । ଯାହା ଦେଶ ଏବଂ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଲାଗି କାର୍ଯ୍ୟ କରିବ । ପ୍ରବାସୀ ଓଡ଼ିଆଙ୍କ ସହ ଜଡ଼ିତ ରହିବା…

‘ସପ୍ତ ମୁକ୍ତି କ୍ଷେତ୍ର’ ତାଲିକାରେ ସ୍ଥାନ ପାଇଲା ଶ୍ରୀକ୍ଷେତ୍ର ପୁରୀ, ମୋକ୍ଷସ୍ଥଳ ଭାବେ ମାନ୍ୟତା…

ନୂଆଦିଲ୍ଲୀ : ‘ଭାରତର ସପ୍ତ ମୁକ୍ତି କ୍ଷେତ୍ର’ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ର ପୁରୀ ସ୍ଥାନିତ ହୋଇଛି। ଏଥିସହ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପୁରୀକୁ ମୋକ୍ଷସ୍ଥଳ ଭାବେ ଘୋଷଣା କରାଯାଇଛି । ସପ୍ତ ମୁକ୍ତି କ୍ଷେତ୍ର ତାଲିକାରେ ପୁରୀ ଶ୍ରୀକ୍ଷେତ୍ର ସମେତ…

ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ କେଜ୍ରିୱାଲଙ୍କୁ ଜବାବ ଦେଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କିଛି ଦିନ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ଦିଲ୍ଲୀ ଉପରାଜ୍ୟପାଳ ବି.କେ.ସକ୍ସେନା କେଜ୍ରିୱାଲଙ୍କକ ଉପରେ ପରୋକ୍ଷରେ ବର୍ଷିଛନ୍ତି । ଉପରାଜ୍ୟପାଳ କାହାର…

କାଳବୈଶାଖୀ ନେଇ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ, ୧୧ରୁ ବଢ଼ିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଉ ୨ ଦିନ କାଳବୈଶାଖୀ ବର୍ଷା ହେବ । ୧୧ ତାରିଖରୁ ପାଗ ଶୁଖିଲା ରହିବା ସହ ଖରା ବଢ଼ିବ । ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ନେଇ ୧୭ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ…

ହଟିଲେ ଶିବକୁମାର ! ବିଏନ୍ ଚନ୍ଦ୍ରପ୍ପାଙ୍କୁ କର୍ଣ୍ଣାଟକ ପିସିସିର କାର୍ଯ୍ୟକାରୀ ସଭାପତି କଲା ଏଆଇସିସି

କର୍ଣ୍ଣାଟକ ବିଧାନସଭା ନିର୍ବାଚନର ପ୍ରାୟ ଏକ ମାସ ପୂର୍ବରୁ କଂଗ୍ରେସ ଡି.କେ ଶିବକୁମାରଙ୍କଠାରୁ ହଠାତ୍ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପଦ ଛଡ଼ାଇ ନେଇଛି । ଠିକ୍ ନିର୍ବାଚନ ପୂର୍ବରୁ ବିଏନ୍ ଚନ୍ଦ୍ରପ୍ପାଙ୍କୁ ତତ୍କାଳ ପ୍ରଭାବରେ ରବିବାର ପ୍ରଦେଶ କଂଗ୍ରେସ କଂମିଟି…

ଚୀନ ଓ ପାକିସ୍ତାନର ବିରୋଧ ସତ୍ତ୍ୱେ ଶ୍ରୀନଗରରେ ହେବ ଜି-୨୦ ବୈଠକ

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ହେବ ଜି୨୦ ବୈଠକ । କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ, ମେ ୨୨ ଓ ୨୩ ତାରିଖରେ ଶ୍ରୀନଗରରେ ଜି୨୦ ବୈଠକ ହେବ । ୭୦ ବର୍ଷରେ ପ୍ରଥମଥର ଲାଗି ଜମ୍ମୁକାଶ୍ମୀରରେ ଜି୨୦ ବୈଠକ ହେବାକୁ ଯାଉଛି । ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଜମ୍ମୁକାଶ୍ମୀରରେ ଏହା…

ଅର୍ଚ୍ଚନା ନାଗର ବିଦେଶୀ ଫର୍ମ: ୧୮ ବୟ ଫ୍ରେଣ୍ଡ; ୨ କୋଟିରୁ ଅଧିକ ଠକେଇ..

ନୂଆଦିଲ୍ଲୀ: ଆଉ ଏକ ଅର୍ଚ୍ଚନା ନାଗ । ଜଣେ ପତି, ୧୮ ବୟ ଫ୍ରେଣ୍ଡ । ୨ କୋଟିରୁ ଅଧିକ ଠକେଇ.. । ଶେଷରେ ହାତରେ ପଡିଲା ହାତକଡି । ଏ ହେଉଛି ଜଣେ ବିବାହିତା ମହିଳାଙ୍କ କାରନାମା । ଏମିତି କରବା ପଛରେ ଗୋଟିଏ ଉଦ୍ଦେଶ୍ୟ । ଏକ ବିଳାସପୂର୍ଣ୍ଣ ଜୀବନ ଜିଇଁବା । ଏଥିପାଇଁ ୨୦ ଜଣ ପୁରୁଷଙ୍କୁ…

ଅପହରଣ ମାମଲାର ତଦନ୍ତ ବେଳେ ସାମ୍ନାକୁ ଆସିଲା ନକଲି ନୋଟ କାରବାର

ବାରିପଦା: ଶନିବାର ବାରିପଦା ପୋଲିସ ଏକ ଅପହରଣ ମାମଲାର ତଦନ୍ତ କରୁଥିବା ବେଳେ ଏକ ନକଲି ନୋଟ୍ କାରବାରର ପର୍ଦ୍ଦାଫାଶ କରିଛି। ରଞ୍ଜିତା ବେହେରା ଓ ତାଙ୍କ ସ୍ୱାମୀଙ୍କ ନେତୃତ୍ୱରେ ଏହି ଗ୍ୟାଙ୍ଗ ୩ ଲକ୍ଷ ଟଙ୍କା ଜମା ବଦଳରେ ୧୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଦେଇ ଲୋକଙ୍କୁ ଠକୁଥିଲେ। ଜାଲ୍ ନୋଟ୍…

ଜାଲ୍ ସାର୍ଟିଫିକେଟ୍ ମାମଲାରେ ପ୍ରାୟ ୨୦୦ ଜଣ ସ୍କାନରରେ: ଡିଏସପି

ବଲାଙ୍ଗୀର/କଟକ: କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ରଙ୍କ ସୂଚନା ଅନୁଯାୟୀ, ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି ହାସଲ କରିଥିବା ପ୍ରାୟ ୨୦୦ ଜଣ ଚାକିରି କରିଛନ୍ତି। ଯେଉଁମାନେ କି ଏବେ ପୁଲିସ ସ୍କାନରରେ ଅଛନ୍ତି। ନିକଟରେ ଜାଲ୍ ସାର୍ଟିଫିକେଟ ଘଟଣା ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ…

ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ‘ପୁଷ୍ପା-୨’ର ହେବ ସୁଟିଂ

ଭୁବନେଶ୍ୱର: ମାଲକାନଗିରି ମାଟିର କାହାଣୀ ଦମନ ସିନେ ପ୍ରେମୀଙ୍କ ମନ ଜିଣିବା ପରେ ଆସିଛି ଆଉ ଏକ ଖୁସି ଖବର । ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ସାଉଥ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା-୨’ର ସୁଟିଂ ହେବ ବୋଲି ଜଣାପଡ଼ିଛି । ସ୍ୱାଭିମାନ ଅଞ୍ଚଳରେ ‘ପୁଷ୍ପା-୨’ ଫିଲ୍ମର ସୁଟିଂ ଲାଗି…