Latest Odisha News

BREAKING NEWS

ପୁଞ୍ଜି ସଂଗ୍ରହ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ବର୍ଷିଲେ ବିଜୟ

ଭୁବନେଶ୍ବର : ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତକୁ ନେଇ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ବିଜୟ ପଚାରିଛନ୍ତି, ବିଦେଶ ଭ୍ରମଣ ଫଳରେ ୨୦୧୬ରୁ ଆଜି ପର୍ଯ୍ୟନ୍ତ କେତେ ପୁଞ୍ଜି ଆସିଛି । ଏଥିସହ ସେ…

ଗୋଟିଏ ଝଟକାରେ ଏଲନ ମସ୍କ ହରାଇଲେ ଅଦାନୀଙ୍କଠାରୁ ୬ ଗୁଣ ଅଧିକ ସମ୍ପତ୍ତି

ନୂଆଦିଲ୍ଲୀ: ଶେୟାର ମାର୍କେଟରେ ବିଶ୍ୱର ପ୍ରମୁଖ ଅଟୋ କମ୍ପାନୀ ଟେସଲା ମୂଲ୍ୟ ହ୍ରାସ ପାଉଛି । ସୋମବାର ଶେୟାର ମାର୍କେଟରେ  ଟେସଲାର ମୂଲ୍ୟ ୬.୧୨ ପ୍ରତିଶତ ହ୍ରାସ ପାଇଥିଲା । ଏହା ପରେ ଟେସଲାର ସିଇଓ ଏଲନ ମସ୍କଙ୍କ ନେଟୱର୍ଥ  ୯.୦୫ ଅରବ ଡଲାର ଅର୍ଥାତ ୭୪. ୪୦୩ କୋଟି ଟଙ୍କା ହ୍ରାସପାଇଛି…

ପୁଷ୍ପା ୨ର ଶୁଟିଂ ହଠାତ ରୋକିଲେ ନିର୍ଦ୍ଦେଶକ ସୁକୁମାର

ମାଡ୍ରାସ: ୨୦୨୧ରେ ରିଲିଜ ହୋଇଥିବା ଅଲ୍ଲୁ ଅର୍ଜୁନ, ରଶ୍ମିକା ମାନ୍ଦାନାଙ୍କ ପୁଷ୍ପା ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା । ଦର୍ଶକମାନେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲକୁ ବେଶ ପସନ୍ଦ କରିଥିଲେ । ଏହାର ପାର୍ଟ ୨ ଘୋଷଣା ହେବା ପରେ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଥିଲେ । ଏବେ ଏ ଭଳି…

ସ୍ୱଳ୍ପ ଗଳ୍ପ : ଗୋଟିଏ ଏପ୍ରିଲ ଫୁଲକୁ ନେଇ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୨ ଗୋଟିଏ ମଜା କଥା ତ । ଦେଖାଯାଉ ଶେଷକୁ ଇଏ କ'ଣ ? ଊଣେଇଶ ଏକୋଇଶ ମସିହାର ଏପ୍ରିଲ୍ ପହିଲା ଦିନ ଜର୍ମାନୀର ବିଶିଷ୍ଟ ସମ୍ବାଦ ପତ୍ର "ଲିଡୋଭେ ନୋମିନି"ରେ ଗୋଟିଏ ଖବର ପ୍ରମୁଖ ଭାବରେ ପ୍ରକାଶିତ ହୋଇ ଥିଲା । ଦେଖିବାକୁ ଗଲେ…

ଝାରସୁଗୁଡା ଉପନିର୍ବାଚନ ପରିଚାଳନା ପାଇଁ ୩ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର:ଝାରସୁଗୁଡା ଉପ ନିର୍ବାଚନ ପାଇଁ ପାଗ ଭିଡିଲେଣି ତିନି ପ୍ରମୁଖ ଦଳ । ତେବ ସବୁଠାରୁ ଆଗରେ ରହିଛି ବିଜେଡି । ପ୍ରଥମେ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏବେ ନିର୍ବାଚନ ପରିଚାଳନା ପାଇଁ  ତିନି ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ ।   ଏହି ତିନି…

ଆତଙ୍କବାଦୀ ଗ୍ରୁପ ଦି ରେଜିଷ୍ଟେନ୍ସ ଫ୍ରଂଟ ୩୦ ଆରଏସଏସ ନେତାଙ୍କୁ ଟାର୍ଗେଟ କରିବା ପାଇଁ ଜାରି କଲା ସୂଚୀ

ନୂଆଦିଲ୍ଲୀ: ଆତଙ୍କବାଦୀ ଗ୍ରୁପ ଦି ରେଜିଷ୍ଟେନ୍ସ ଫ୍ରଂଟ ମଙ୍ଗଳବାର ଜମ୍ମୁ-କଶ୍ମୀରର ୩୦ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ନେତାଙ୍କୁ ଟାର୍ଗେଟ କରିବା ପାଇଁ ସୂଚୀ ଜାରି କରିଛି । ଏହି ନେତାଙ୍କୁ ହତ୍ୟା କରିବା ପାଇଁ ଏହି ସଂଗଠନ ଧମକ ଦେଇଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।…

ଓଡ଼ିଶାରେ ନର୍ସିଂ ପାଠ ପଢ଼ିବାକୁ ହେଲେ ଏଣିକି ଦେବାକୁ ହେବ ନିଟ୍ ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର : ଡାକ୍ତରୀ ଶିକ୍ଷା ଭଳି ଏବେ ନର୍ସିଂ ପାଠ ପଢିବା ପାଇଁ ଦେବାକୁ ପଡ଼ିବ ଜାତୀୟ ସ୍ତରରେ ହେଉଥିବା ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ୍ (ନିଟ୍) । ଓଡ଼ିଶାରେ ମଧ୍ୟ ନର୍ସିଂ ପାଠ ପଢ଼ିବାକୁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀଙ୍କୁ ଏଣିକି ଦେବାକୁ ହେବ ନିଟ୍ ପରୀକ୍ଷା।…

ଦିଲ୍ଲୀରେ ବାଧ୍ୟତାମୂଳକ ହେଲା ମାସ୍କ; ଏହି ସବୁ ରାଜ୍ୟରେ ଲାଗୁ ହେଲା କଟକଣା

ନୂଆଦିଲ୍ଲୀ: ପୁଣି କାୟା ବିସ୍ତାର କରୁଛି କରୋନା । ଦୖନିକ ୩ ହଜାରରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଦିଲ୍ଲୀ ଏନସିଆରରେ ଦୈନିକ ୫୦୦ରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି । ହରିଆଣାରେ ମଧ୍ୟ କରୋନା ବଢୁଛି । ଏଠାରେ…

ପନ୍ତଙ୍କ ଜର୍ସି ଟାଙ୍ଗିବା ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଉପରେ ଅସନ୍ତୋଷ ବ୍ୟକ୍ତ କଲା ବିସିସିଆଇ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଆଘାତ ସମସ୍ୟା ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଖେଳୁ ନାହାନ୍ତି । ତେବେ ତାଙ୍କୁ ସମ୍ମାନ ଦେବା ପାଇଁ ଲକ୍ଷ୍ନୌ ସୁପରଜ୍ୟାଂଟସ ବିପକ୍ଷ ମ୍ୟାଚରେ ଦିଲ୍ଲୀ ଟିମ ଗ୍ରହଣ କରିଥିବା ପଦକ୍ଷେପ ବିସିସିଆଇକୁ ପସନ୍ଦ ଆସି ନାହିଁ ।…

ଭାରତ କମ୍ପାନୀ ପ୍ରସ୍ତୁତ ଆଇ ଡ୍ରପ ପକାଇ ଆମେରିକାରେ ୩ ମୃତ; ୮ ଜଣ ହରାଇଲେ ଦୃଷ୍ଟିଶକ୍ତି

ନୂଆଦିଲ୍ଲୀ: ଭାରତୀୟ ଔଷଧ କମ୍ପାନୀର ଏକ ଆଇ ଡ୍ରପ ଆମେରିକାରେ ହଇଚଇ ସୃଷ୍ଟି କରିଛି । ଏହି ଆଇଡ୍ରପ ବ୍ୟବହାର କରିବା ଦ୍ୱାରା ସେଠାରେ ୩ ଜଣଙ୍କ ମୃ୍ତ୍ୟୁ ଘଟିଥିବାବେଳେ ୮ ଜଣ ଦୃଷ୍ଟି ଶକ୍ତି ହରାଇଛିନ୍ତି । ଆମେରିକାରେ ଚିକିତ୍ସା ସେବା ଉପରେ ଦୃଷ୍ଟି ରଖିଥିବା ଏଜେନ୍ସି ଏହି ଆଇ ଡ୍ରପରେ…