Latest Odisha News

BREAKING NEWS

ଜୁନିୟର ଏନଟିଆରଙ୍କ ଆଗାମୀ ଫିଲ୍ମରେ ଖଳନାୟକ ହେବେନି ସୈଫ

ମୁମ୍ବାଇ: ଆରଆରଆରର ଅଦ୍ଭୁତପୂର୍ବ ସଫଳତା ପରେ ଏବେ ସମସ୍ତଙ୍କ ନଜର ଜୁନିୟର ଏନଟିଆରଙ୍କ ଆଗାମୀ ଫିଲ୍ମ ଉପରେ ରହିଛି । ଏହି ଫିଲ୍ମର ନାମକରଣ କରାଯାଇ ନାହିଁ । ବଲିଉଡର ପ୍ରତିଷ୍ଠିତ କଳାକାର ସୈଫ ଅଲୀ ଖାଁ ଏଥିରେ ଭିଲେନ ହେବେ ବୋଲି ଚୂଡାନ୍ତ ହୋଇଥିଲା । ସୋମବାର ବଲିଉଡ ହଙ୍ଗାମାରେ ପ୍ରକାଶିତ…

ପେସ୍‌-କିମଙ୍କ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ !

ମୁମ୍ବାଇ:ମହାନ ଟେନିସ ଖେଳାଳି ଲିଆଣ୍ଡର ପେସ ଓ ଅଭିନେତ୍ରୀ କିମ ଶର୍ମାଙ୍କ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ । କେତେକ ମିଡିଆ ରିପୋର୍ଟସ ଅନୁସାରେ ସେମାନଙ୍କ ବିବାହ ଆଉ ହେବ ନାହିଁ । ପୂର୍ବରୁ ୨୦୨୩ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଖବର ପ୍ରକାଶ ପାଇଥିଲା । ଅଭିନେତ୍ରୀ ଅଲାନା…

ରାହୁଲଙ୍କୁ ମିଳିଲା ଜାମିନ; ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ରେ

ସୁରଟ: ରାହୁଲ ଗାନ୍ଧୀଙ୍କୁ ମିଳିଲା ଆଶ୍ୱସ୍ତି ।  ସୁରଟ ସେସନ୍ସ କୋର୍ଟ ରାହୁଲଙ୍କ ଜାମିନ ଆବେଦନକୁ ୧୩ ଏପ୍ରିଲ ପର୍ଯ୍ୟନ୍ତ  ମଞ୍ଜୁର କରଛନ୍ତି । ଏହାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ ତାରିଖରେ ହେବ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଗତ ମାନହାନୀ ମକଦ୍ଦମାର ବିଚାର କରି…

କୋଟିଆକୁ ନେଇ ତେଜିଲା ରାଜନୀତି: ବିଜେପି କହିଲା ବିଜେଡ଼ି ନେତା ଆନ୍ଧ୍ରର ଭାଷା କହୁଛନ୍ତି

ଭୁବନେଶ୍ୱର: କୋଟିଆକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ଗ୍ରାଉଣ୍ଡ ଜିରୋରୁ କୋଟିଆର ସ୍ଥିତି ଦେଖିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି କେନ୍ଦ୍ରୀୟ ନେତା । କୋଟିଆ  ଗ୍ରାମପୁଞ୍ଜର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କର ଚିନ୍ତା ନାହିଁ । ଓଡ଼ିଶାବାସୀଙ୍କ ସ୍ୱାର୍ଥରେ…

ସ୍ୱାମୀଙ୍କ ସହ ଡେଟରେ ଯାଇ ଚର୍ଚ୍ଚାରେ ପ୍ରିୟଙ୍କା; ଭାଇରାଲ୍‌ ହେଉଛି ଫଟୋ

ନୂଆଦିଲ୍ଲୀ : ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ନିଜ ଗ୍ଲାମର ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ପ୍ରିୟଙ୍କା । ବର୍ତ୍ତମାନ ସେ କୌଣସି ଲୁକ୍‌ କିମ୍ବା ସିନେମା ପାଇଁ ନୁହେଁ ବରଂ ସ୍ୱାମୀଙ୍କ ସହ ଡେଟ୍‌ କରିବାକୁ ଯାଇ ଚର୍ଚ୍ଚାରେ…

ଦେଶକୁ ଦୁର୍ନୀତିମୁକ୍ତ କରିବା ହେଉଛି ସିବିଆଇର ମୁଖ୍ୟ ଦାୟିତ୍ୱ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସୋମବାର ୬୦ ବର୍ଷ ପୂରଣ କରିଛି କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) । ଏହି ଅବସରରେ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ହୀରକ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶବାସୀ…

ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ବସ୍ତି ଅଞ୍ଚଳର ଅଧିବାସୀମାନେ ପ୍ରାୟତଃ ସ୍ୱାସ୍ଥ୍ୟ ବିଷୟରେ ସଚେତନ ହୋଇ ନଥାନ୍ତି । ଏହି କଥାକୁ ଦୃଷ୍ଟିରେ ରଖି ବି.ଜି.ଭି.ଏସ୍‌.ର କଳାକାରମାନେ ନାଟକ ଓ ନୃତ୍ୟ ମାଧ୍ୟମରେ ସେମାନଙ୍କୁ ସଚେତନ କରିବା ପାଇଁ ପ୍ରୟାସ କରିଥିଲେ ।ଚାଇଲ୍ଡ ଫଣ୍ଡ ପକ୍ଷରୁ ଆୟୋଜିତ ଏହି ପଥପ୍ରାନ୍ତ ନାଟକ…

ଅମ୍ବାନୀ କଲଚରାଲ ସେଣ୍ଟରରେ ଚମକିଲା ଓଡ଼ିଶାର ବାଲୁକା କଳା

ମୁମ୍ବାଇ:ଓଡ଼ିଶା ବାଲୁକା କଳାର ଯାଦୁ ଦେଖୁଛି ସାରା ବିଶ୍ୱ । ପ୍ରଶଂସା ବି ସାଉଁଟଛି । ନିତା ମୁକେଶ ଅମ୍ବାନୀଙ୍କ କଲଚରାଲ ସେଣ୍ଟରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା କଳାର ଯାଦୁ ସାରା ବିଶ୍ୱର କଳାପ୍ରେମୀ ଦେଖୁଛନ୍ତି  । ଏହି ବାଲୁକା କଳାକୁ ଦେଖି…

ମୋଦିଙ୍କୁ କେଜ୍ରିୱାଲଙ୍କ ଚିଠି, କହିଲେ; ପୁଣି ଲାଗୁ ହେଉ ବରିଷ୍ଠ ନାଗରିକଙ୍କ ରେଳ ରିହାତି ବ୍ୟବସ୍ଥା

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି ଚିଠିରେ; ରେଳ ଯାତ୍ରାରେ ବରିଷ୍ଠ ନାଗରିକଙ୍କ ପାଇଁ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା ପୁଣି ଲାଗୁ କରିବାକୁ ସେ  ଅନୁରୋଧ କରିଛନ୍ତି । କେଜ୍ରିୱାଲ ଚିଠିରେ ଲେଖିଛନ୍ତି…

୪ ଘଣ୍ଟାର ଅପରେଶନ ପରେ ମଳଦ୍ୱାରରୁ ବାହାରିଲା ଶାବଳ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ନିର୍ମାଣ କାମ କରୁଥିବାବେଳେ ଛାତରୁ ଖସି ପଡିଥିଲା ନାବଳକ । ଏହି ସମୟରେ ତାର ମଳଦ୍ୱାରରେ ପଶି ଯାଇଥିଲା ଶାବଳ । ଗୁରୁତର ଅବସ୍ଥାରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ଏମକେସିଜି ଡାକ୍ତରଖାନାରେ ୪ ଘଣ୍ଟାର ଅସ୍ତ୍ରୋପଚାର ପରେ ନାବାଳକର…