Latest Odisha News

BREAKING NEWS

୧୦ ବର୍ଷ ହେଲା ରାସ୍ତାରେ ଥିବା ଖାଲରେ ନୁଡୁଲ୍ସ ପୋତୁଛନ୍ତି ଯୁବକ, କାରଣ ଜାଣିଲେ କରିବେ ପ୍ରଶଂସା

ବ୍ରିଟେନ: ଅନେକ ରାସ୍ତାରେ ବଡ଼ ବଡ଼ ଖାଲଖମା ଥିବା ସମସ୍ତେ ଦେଖିଥିବେ ନିଶ୍ଚୟ । କାରଣ ଏହି ଖାଲଖମା ଯୋଗୁ ପଥଚାରୀ ହୁଅନ୍ତୁ ବା ଗାଡ଼ିଚାଳକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଆଉ ବର୍ଷା ଦିନେ ଏହି ସମସ୍ୟା ଦ୍ୱିଗୁଣିତ ହୋଇଥାଏ । ଅନେକ ସମୟରେ ରାସ୍ତା ମରାମତି ପାଇଁ ବାରମ୍ବାର ସ୍ଥାନୀୟ ଲୋକେ…

ଆଘାତ ସମସ୍ୟା ଯୋଗୁ ଓହରିଲେ ୱିଲିୟମସନ !

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସକୁ ଶକ୍ତ ଧକ୍କା ଲାଗିଛି । ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଗୁଜରାଟର ଷ୍ଟାର ଖେଳାଳି କେନ ୱିଲିୟମସନ ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରୁ ଓହରିଯିବା ଏକପ୍ରକାର ନିଶ୍ଚିତ ହୋଇଛି । ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ…

୬ ବର୍ଷ ପରେ ଛୋଟ ପରଦାକୁ ଫେରିବେ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର

ମୁମ୍ବାଇ: ବଲିଉଡ଼ ତଥା ଛୋଟପରଦାର ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଦୀର୍ଘ ୬ ବର୍ଷ ପରେ ସେ ଛୋଟପରଦାକୁ ଫେରିବାକୁ ଯାଉଛନ୍ତି । ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଦ କପିଲ ଶର୍ମା ଶୋ’ର ଗୁଥୀ ଚରିତ୍ରରେ ଅଭିନୟ କରି ଲୋକଙ୍କୁ ହସାଇ ହସାଇ…

ଆଉ ମିଳିବନି ମାରୁତିର ସବୁଠୁ ଶସ୍ତା କାର, ଅଲ୍ଟୋ ୮୦୦ର ଉତ୍ପାଦନ ବନ୍ଦ କଲା କମ୍ପାନୀ

ନୂଆଦିଲ୍ଲୀ: ମାରୁତି ସୁଜୁକି ତାର ସବୁଠୁ ଶସ୍ତା କାର ଅଲ୍ଟୋ ୮୦୦ର ଉତ୍ପାଦନକୁ ବନ୍ଦ କରି ଦେଇଛି । ତେବେ ଏନେଇ କମ୍ପାନୀ ବିଧିବଦ୍ଧ ଘୋଷଣା କରି ନାହିଁ । ଇଣ୍ଡିଆ ଟୁଡେରେ ପ୍ରକାଶିତ ରିପୋର୍ଟ ଅନୁସାରେ, ମାରୁତି ସବୁଠୁ ଅଧିକ ବିକ୍ରି ହେଉଥିବା କାରର ଉତ୍ପାଦନକୁ ବନ୍ଦ କରିଛି । ନିକଟରେ…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ରାଜ୍ୟ ସରକାରଙ୍କ ନିଜସ୍ୱ ସମ୍ବଳରେ ହେବ ମେଟ୍ରୋ ଟ୍ରେନ ପ୍ରକଳ୍ପ

ଭୁବନେଶ୍ୱର:ଓଡିଶା ଦିବସରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପର ନିର୍ମାଣ କାମ ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହେବ  । ମେଟ୍ରୋ ରେଳ ପ୍ରକଳ୍ପ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ସମ୍ବଳରେ ନିର୍ମାଣ ହେବ। ଏହି ମେଟ୍ରୋ…

ଓଡିଆରେ ଆଇପିଏଲ…ଲିଟଲଙ୍କ ନାମକୁ ଲେଖିଲେ ଛୋଟ

ଭୁବନେଶ୍ୱର: ଆଇପିଏଲର ୧୬ତମ ସଂସ୍କରଣ ଆରମ୍ଭ ହୋଇଯାଇଛି । ଉଦଘାଟନୀ ମୁକାବିଲାରେ ଗୁଜରାଟ ଟାଇଟନ୍ସ ସହଜରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଏଥର ଆଇପିଏଲରେ ପ୍ରଥମ ଥର ପାଇଁ ଓଡିଆରେ ପ୍ରସାରିତ ହୋଇଛି । ତେବେ ଏହି ପ୍ରସାରଣ ଅବସରରେ କେତେକ ତ୍ରୁଟି ଯୋଗୁ…

ଏପ୍ରିଲ ୩ରୁ ନୂଆ ଶିକ୍ଷା ବର୍ଷ ପାଇଁ ପାଠପଢ଼ା : ସମୀର ଦାସ

ଏପ୍ରିଲ ୩ ତାରିଖ(ସୋମବାର)ରୁ ନୂଆ ଶିକ୍ଷାବର୍ଷ ପାଇଁ ପାଠପଢା ଆରମ୍ଭ ହେବାକୁ ଯାଉଛି । ଏଥିସହ ସୋମବାରଠାରୁ ସବୁ ବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଚାଲିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପଢ଼ିବା ପାଇଁ ବାହାର ରାଜ୍ୟକୁ ଓଡ଼ିଆ ପାଠ୍ୟ ପୁସ୍ତକ ବିତରଣର ଶୁଭାରମ୍ଭ ଅବସରରେ ଶନିବାର ଏହି…

ଓଡ଼ିଶାରେ ୫ ଶିଳ୍ପ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ, ନିଯୁକ୍ତି ପାଇବେ ୩୮ ହଜାର ଲୋକ

ଭୁବନେଶ୍ୱର: ଓଡ଼ିଶା ହାଇଲେବୁଲ କ୍ଲିୟରାନ୍ସ ଅଥରିଟି (HLCA) ୫ଟି ବଡ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ।  ମେକ୍ ଇନ ଓଡ଼ିଶା ସମ୍ମିଳନୀ ସମୟରେ ଆସିଥିବା ୩୫,୭୬୦ କୋଟି ଟଙ୍କାର ଏହି ପ୍ରକଳ୍ପକୁ  ଏଚଏଲସିଏ ଶନିବାର ଅନୁମୋଦନ କରିଛନ୍ତି । ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ…

ଏପ୍ରିଲ ୧୦ରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତା ଦେଖା, ଅନଲାଇନ୍ ଓ ଅଫଲାଇନରେ କରାଯିବ ମୂଲ୍ୟାଙ୍କନ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇର ସମସ୍ତ ପରୀକ୍ଷା ଏପ୍ରିଲ ୫ ତାରିଖରେ ଶେଷ ହେବା ପରେ ଏପ୍ରିଲ ୧୦ ତାରିଖରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ ଆରମ୍ଭ ହେବ। ଚଳିତ ବର୍ଷ ଅଫଲାଇନ୍ ମୂଲ୍ୟାଙ୍କନ ଲାଗି ୬୫ଟି ଜୋନ୍ ହୋଇଥିବାବେଳେ…

ମହାକାଶରେ ଲୋକେ କରିିବେ ଖୁଲମ ଖୁଲା ରୋମାନ୍ସ

ନ୍ୟୁୟର୍କ: ପ୍ରେମ ଏପରି ଏକ ଅନୁଭବ, ଯେଉଁଥିରେ ବୁଡି ରହିଥିବା ବ୍ୟକ୍ତି ଦିନରାତି କ’ଣ ଜାଣି ପାରନ୍ତି ନାହିଁ । ଯଦି ଉଭୟ ଏକାଠି ଅଛନ୍ତି, ତେବେ ସେମାନେ ଅନ୍ୟ କୌଣସି ବିଷୟରେ ଚିନ୍ତା କରନ୍ତି ନାହିଁ । ସ୍ଥାନଟି ଯାହା ହେଉନା କାହିଁକି, କେବଳ ସେମାନେ ଏକାଠି ରହିବା ଉଚିତ୍ ବୋଲି ମନେ…