Latest Odisha News

BREAKING NEWS

ଏପ୍ରିଲ ୩ରୁ ନୂଆ ଶିକ୍ଷା ବର୍ଷ ପାଇଁ ପାଠପଢ଼ା : ସମୀର ଦାସ

ଏପ୍ରିଲ ୩ ତାରିଖ(ସୋମବାର)ରୁ ନୂଆ ଶିକ୍ଷାବର୍ଷ ପାଇଁ ପାଠପଢା ଆରମ୍ଭ ହେବାକୁ ଯାଉଛି । ଏଥିସହ ସୋମବାରଠାରୁ ସବୁ ବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଚାଲିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପଢ଼ିବା ପାଇଁ ବାହାର ରାଜ୍ୟକୁ ଓଡ଼ିଆ ପାଠ୍ୟ ପୁସ୍ତକ ବିତରଣର ଶୁଭାରମ୍ଭ ଅବସରରେ ଶନିବାର ଏହି…

ଓଡ଼ିଶାରେ ୫ ଶିଳ୍ପ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ, ନିଯୁକ୍ତି ପାଇବେ ୩୮ ହଜାର ଲୋକ

ଭୁବନେଶ୍ୱର: ଓଡ଼ିଶା ହାଇଲେବୁଲ କ୍ଲିୟରାନ୍ସ ଅଥରିଟି (HLCA) ୫ଟି ବଡ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ।  ମେକ୍ ଇନ ଓଡ଼ିଶା ସମ୍ମିଳନୀ ସମୟରେ ଆସିଥିବା ୩୫,୭୬୦ କୋଟି ଟଙ୍କାର ଏହି ପ୍ରକଳ୍ପକୁ  ଏଚଏଲସିଏ ଶନିବାର ଅନୁମୋଦନ କରିଛନ୍ତି । ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ…

ଏପ୍ରିଲ ୧୦ରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତା ଦେଖା, ଅନଲାଇନ୍ ଓ ଅଫଲାଇନରେ କରାଯିବ ମୂଲ୍ୟାଙ୍କନ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇର ସମସ୍ତ ପରୀକ୍ଷା ଏପ୍ରିଲ ୫ ତାରିଖରେ ଶେଷ ହେବା ପରେ ଏପ୍ରିଲ ୧୦ ତାରିଖରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ ଆରମ୍ଭ ହେବ। ଚଳିତ ବର୍ଷ ଅଫଲାଇନ୍ ମୂଲ୍ୟାଙ୍କନ ଲାଗି ୬୫ଟି ଜୋନ୍ ହୋଇଥିବାବେଳେ…

ମହାକାଶରେ ଲୋକେ କରିିବେ ଖୁଲମ ଖୁଲା ରୋମାନ୍ସ

ନ୍ୟୁୟର୍କ: ପ୍ରେମ ଏପରି ଏକ ଅନୁଭବ, ଯେଉଁଥିରେ ବୁଡି ରହିଥିବା ବ୍ୟକ୍ତି ଦିନରାତି କ’ଣ ଜାଣି ପାରନ୍ତି ନାହିଁ । ଯଦି ଉଭୟ ଏକାଠି ଅଛନ୍ତି, ତେବେ ସେମାନେ ଅନ୍ୟ କୌଣସି ବିଷୟରେ ଚିନ୍ତା କରନ୍ତି ନାହିଁ । ସ୍ଥାନଟି ଯାହା ହେଉନା କାହିଁକି, କେବଳ ସେମାନେ ଏକାଠି ରହିବା ଉଚିତ୍ ବୋଲି ମନେ…

ଏପ୍ରିଲ ୩ରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ, ନିୟୋଜିତ ହେବେ ପ୍ରାୟ ୧୩ ହଜାର ଶିକ୍ଷକ

କଟକ : ଆସନ୍ତା ଏପ୍ରିଲ ୩(ସୋମବାର)ରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ। ଏଥିପାଇଁ ୫୬ ଟି କେନ୍ଦ୍ରରେ ଖାତା ଦେଖାର ବ୍ୟବସ୍ଥା କରାଯାଇଥିବାବେଳେ ଏହି ମୂଲ୍ୟାୟନ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଆଶ୍ଵସ୍ତି ଏସ୍ ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ…

ଅପ୍ରେଲ ୨ ରୁ ୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆୟୋଜିତ ହେବ ରାଜ୍ୟ ସ୍ତରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ

ଭୁବନେଶ୍ବର : ବିଲୁପ୍ତ ପ୍ରାୟ ଲୋକନୃତ୍ୟ ଓ ଲୋକସଙ୍ଗୀତର ପୁନରୁଦ୍ଧାର ଓ ପ୍ରଚାର ପ୍ରସାର ନିମନ୍ତେ ଆସନ୍ତା  ଅପ୍ରେଲ  ୨ ରୁ ୪  ତାରିଖ ପର୍ଯ୍ୟନ୍ତ  ତିନିଦିନ ଧରି ରାଜ୍ୟ ସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ, ସ୍ଥାନୀୟ ଉତ୍କଳମଣ୍ଡପଠାରେ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…

ଘର ନ ଥିବାରୁ ରାହୁଲଙ୍କ ନାଁରେ ୪ ମହଲା କୋଠା ଲେଖିଦେଲେ ମହିଳା

ନୂଆଦିଲ୍ଲୀ: କଂଗ୍ରେସର ପୂ୍ର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହେବା ପରେ ତାଙ୍କୁ ସରକାରୀ ବାସ ଭବନ ଛାଡିବା ପାଇଁ ନୋଟିସ ଆସିଛି । ରାହୁଲ ଗାନ୍ଧି ମଧ୍ୟ ଘର ଛାଡିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଏହା ପରେ କଂଗ୍ରେସ ନେତା ଏବଂ…

ଏଥର ଏପ୍ରିଲରୁ ଜୁନ୍ ଅସହ୍ୟ ହେବ ଗରମ

ଭୁବନେଶ୍ୱର: ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମାସ ଯାଏ ଗ୍ରୀଷ୍ଣ ପ୍ରବାହ ଅସହ୍ୟ ହେବ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ସାଉଥ ପେଇଁସୁଲାର ଇଣ୍ଡିଆ (South Peninsular India) ଓ ଉତ୍ତରପଶ୍ଚିମ ଭାରତକୁ ବାଦ ଦେଲେ ଦେଶର ଅନ୍ୟ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ ।…

ମେଟ୍ରୋ ରେଳ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ଚାଲିବ…

ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ଦୈତନଗରୀ ଭୁବନେଶ୍ବର ଓ କଟକବାସୀଙ୍କ ସମେତ ରାଜ୍ୟବାସୀଙ୍କୁ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାନେ, ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ବାଣିଜ୍ୟ ପରିବହନ ବିଭାଗ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ…

ଚମକିବ ମଧୁ ସ୍ମୃତିପୀଠ: ଲାଗିବ ୧୫ ଫୁଟ ଉଚ୍ଚର ବ୍ରୋଞ୍ଚ ପ୍ରତିମୂର୍ତ୍ତି

ଭୁବନେଶ୍ୱର:ଚମକିବ ମଧୁ ସ୍ମୃତିପୀଠ । ଲାଗିବ ୧୫ ଫୁଟ ଉଚ୍ଚର ବ୍ରୋଞ୍ଚ ପ୍ରତିମୂର୍ତ୍ତି । ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠ ଓ କର୍ମଭୂମିକୁ 'ଏକକ ସଂଗ୍ରହାଳୟ କମ୍ପ୍ଲେକ୍ସ' ଭାବେ ବିକଶିତ କରାଯିବ । ଏହାକୁ ଐତିହ୍ୟ ସ୍ଥଳର ସଂରକ୍ଷଣ କରାଯିବ। ମଧୁ ବାବୁଙ୍କ ଜୀବନ ଓ କୃତିକୁ ନେଇ ଲାଇଟ…