ଦାୟିତ୍ୱ ନେଲେ ମନମୋହନ ସାମଲ, କହିଲେ ‘ଓଡ଼ିଆଙ୍କ ସ୍ୱର ପାଲଟିବ ବିଜେପି’
ଭୁବନେଶ୍ୱର: ରାଜ୍ୟ ବିଜେପିର ନୂତନ ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ମନମୋହନ ସାମଲ । ଦଳୀୟ କାର୍ଯ୍ୟାଳୟରେ ମନମୋହନଙ୍କୁ ବିପୁଳ ସ୍ୱାଗତ କରାଯାଇଛି । ଏହି ଅବସରରେ ମନମୋହନ ସାମଲ କହିଛନ୍ତି, ଭାରତୀୟ ଜନତା ପାର୍ଟି ହେଉଛି ଆଭ୍ୟନ୍ତରୀଣ ଗଣତାନ୍ତ୍ରିକ ଏବଂ କ୍ୟାଡର ଭିତ୍ତିକ…