Latest Odisha News

BREAKING NEWS

୧୦୦ ଫୁଟ ଉଚ୍ଚରେ ଝୁଲନ୍ତା ଶୌଚାଳୟ : ଲୋକଙ୍କ ଚିନ୍ତା ଯିବେ କେମିତି

ଲଣ୍ଡନ: ଏମିତି ଏକ ଶୌଚାଳୟ ଅଛି, ଯାହା ଭୁମିରେ ଉପରେ ନୁହେଁ ବରଂ ନଦୀ ଉପରେ ଝୁଲୁଛି । ଯଦି ତାହାକୁ ୧୦୦ ଫୁଟ ଉଚ୍ଚରେ ଝୁଲୁଥିବାର ଦେଖିବେ ତେବେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ତାଛଡ଼ା ତାକୁ ବ୍ୟବହାର କରିବା ପୂର୍ବରୁ ଯେକେହି ଲୋକଙ୍କୁ ବାରମ୍ବାର ଚିନ୍ତା କରିବାକୁ ପଡ଼ିବ । ସୋସିଆଲ…

ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ

ଚେନ୍ନାଇ: ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ରୁ ଅଧିକ ଆହତ ହୋଇଛନ୍ତି । ବୁଧବାର ତାମିଲନାଡ଼ୁର କାଞ୍ଚିପୁରମ ଜିଲ୍ଲାର ଏକ ବାଣ କାରଖାନାରେ ଅଚାନକ ବିସ୍ଫୋରଣ ହୋଇ ନିଆଁ ଲାଗି ଯାଇଥିଲା । ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।…

‘ଅନ୍ତିମ ସଂସ୍କାର’ ଢଙ୍ଗରେ ପାଳିଲେ ଜନ୍ମଦିନ: କାଟିଲେ କଳା କେକ୍‌, ପିନ୍ଧିଲେ କଳା ଡ଼୍ରେସ

ସମସ୍ତେ ନିଜ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରନ୍ତି । କେହି କେହି ଏହାକୁ ନିଆରା ଢଙ୍ଗରେ ମଧ୍ୟ ପାଳନ କରିଥାନ୍ତି । ହେଲେ ଏମିତି ଜଣେ ଯୁବତୀ ଯିଏ ନିଜ ଜନ୍ମଦିନକୁ ଅନ୍ତିମ ସଂସ୍କାର ଢଙ୍ଗରେ ପାଳନ କରିଛନ୍ତି । ଆଉ ଏଠାକୁ ନିମନ୍ତ୍ରିତ ହୋଇଥିବା ଅତିଥିମାନେ କଳା ଡ଼୍ରେସ ପିନ୍ଧିବା ସହ କଳା…

ସ୍କୁଲ୍ ପିଲାଙ୍କୁ ଧକ୍କା ଦେଲା ଇନୋଭା, ଚାଲିଗଲା ୩ ଛାତ୍ରଙ୍କ ଜୀବନ

ସୁବର୍ଣ୍ଣପୁର: ଶରଧାପାଲି ବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଇନୋଭା ଗାଡ଼ି ଧକ୍କାରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଛାତ୍ର ଗୁରୁତର ଅଛନ୍ତି । ସୂଚନା ଅନୁଯାୟୀ, ବିଦ୍ୟାଳୟରୁ ପରୀକ୍ଷା ଦେଇ ଛାତ୍ରଛାତ୍ରୀ ମାନେ ବାହୁାରୁଥିବା ବେଳେ ମୁଖ୍ୟ ଫାଟକ ସମ୍ମୁଖରେ…

ଆହୁରି ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା; ଆଗାମୀ ୩ ଘଣ୍ଟା ପାଇଁ ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଗାମୀ ତିନି ଘଣ୍ଟା ପାଇଁ ୨୦ଟି ଜିଲ୍ଲାରେ ବର୍ଷା ସମ୍ଭାବନା । ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ନୟାଗଡ, କନ୍ଧମାଳ, ବରଗଡ, ନୂଆପଡା, ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ…

ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ଆଉ ନେଇ ହେବନି ସିମ୍ କାର୍ଡ ! ସାଇବର ଅପରାଧ ଉପରେ ରୋକ୍ ଲଗାଇବାକୁ UIDAIର…

ନୂଆଦିଲ୍ଲୀ : ପ୍ରତିଦିନ ଆଗକୁ ଆସୁଛି ଆଧାର କାର୍ଡ ଜନିତ ସାଇବର ଠକାମି ଓ ଅପରାଧ । ଆଉ ସାଇବର ଠକାମି କରିବାରେ ମୋବାଇଲ ସିମ୍ କାର୍ଡର ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। ତେଣୁ ଲୋକଙ୍କୁ ଚୂନା ଲଗାଇବାକୁ ଏମାନେ ପ୍ରଥମେ ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ଦୋକାନରୁ ସିମ୍ କାର୍ଡ…

ନୂତନ ରେଳପଥରେ ଚାଲିଗଲା ପ୍ରଥମ ଜୀବନ

ଢେଙ୍କାନାଳ: ଗତ କିଛି ଦିନ ହେବ ଅନୁଗୁଳ-ସୁକିନ୍ଦା ନୂତନ ରେଳପଥରେ ଗଡିଥିଲା ପ୍ରଥମ ଟ୍ରେନ । ଆଉ ଏହି ନୂଆ ରେଳପଥରେ ଆଜି ଚାଲିଗଲା ପ୍ରଥମ ଜୀବନ । ଟ୍ରେନ ଧକ୍କାରେ ଜଣେ ୪୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ  ଘଟିଛି। ମୃତ ମହିଳା ଜଣକ ହେଲେ  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ…

କିଏ ସେହି ଫ୍ୟାନ୍ ଯାହାକୁ ‘ଶହେନଶାହ’ ଜ୍ୟାକେଟ ଉପହାର ଦେଲେ ବିଗ ବି ?

ମୁମ୍ବାଇ:‘ଶହେନଶାହ’ ଶବ୍ଦ ମନେ ପଡିଲେ ଆଖି ଆଗରେ ଭାସିଯାଏ ଷ୍ଟିଲ ହାତ ଲାଗି ବ୍ଲାକ ଜାକେଟ ପିନ୍ଧିଥିବା   ଅମିତାଭ ବଚ୍ଚନଙ୍କ ସେଇ ରୁକ୍ଷ, ଗମ୍ଭୀର ଚେହେରା । ଶହେନଶାହର ବିଶେଷତ୍ୱ ଥିଲା ସେହି କଳାରଙ୍ଗ ଷ୍ଟିଲହାତର ଡ୍ରେସ । ସବୁଠାରୁ ମଜା କଥା ହେଉଛି ଏହି ଡ୍ରେସକୁ ଅମିତାଭ କଲେ କ’ଣ ?…

ବର୍ଷାଙ୍କୁ ହାଇକୋର୍ଟଙ୍କ ଝଟକା ! ସୋସିଆଲ ମିଡିଆରେ ଅନୁଭବଙ୍କ ଟିପଣୀ ପ୍ରସଙ୍ଗରେ ଆବେଦନ ଖାରଜ

କଟକ : ସୋସିଆଲ ମିଡିଆ ବିବାଦ ପ୍ରସଙ୍ଗରେ ବର୍ଷାଙ୍କ ରିଟ ପିଟିସନକୁ ବୁଧବାର ଖାରଜ କରିଛନ୍ତି ହାଇକୋର୍ଟ । ସୋସିଆଲ ମିଡିଆରେ ସ୍ୱାମୀ ଅନୁଭବ ମହାନ୍ତି ରଖୁଥିବା ବିବାଦୀୟ ମନ୍ତବ୍ୟକୁ ନେଇ ହାଇକୋର୍ଟରେ ରିଟ୍ ପିଟିସନ ଦାୟର କରିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବିଭିନ୍ନ ସମୟରେ…

ଡବ୍ଲ୍ୟୁପିଏଲ: ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗର ଉଦଘାଟନୀ ସଂସ୍କରଣରେ ପ୍ରଥମ ଦଳ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ପ୍ରବେଶ କରିଛି । ଏ ପର୍ଯ୍ୟନ୍ତ ଲିଗ ପର୍ଯ୍ୟାୟର ସମସ୍ତ ମୁକାବିଲାରେ ଦଳ ଭଲ ପ୍ରଦର୍ଶନ କରି ଆସିଛି । ମାର୍ଚ୍ଚ ୨୬ରେ ଫାଇନାଲ ମ୍ୟାଚ ଖେଳାଯିବ । ମାର୍ଚ୍ଚ ୨୪ରେ ମୁମ୍ବାଇ…