ରାଜଧାନୀର ଏହି ରାସ୍ତାରେ ବନ୍ଦ ରହିବ ଗାଡି ଚଳାଚଳ
ଭୁବନେଶ୍ୱର: ଭୁବନେଶ୍ୱରର ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତାରେ ଗଡିବନି ଗାଡି । ଯାନବାହନ ପାଇଁ ବନ୍ଦ ରାଯାଇଛି ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତା । ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।
ଏହି ଐତିହ୍ୟସମ୍ପନ୍ନ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରଖିବାକୁ…