Latest Odisha News

ବକ୍ସ ଅଫିସରେ ଧମାଲ କଲା ‘ତୁ ଝୁଠି ମୈ ମକ୍କାର’

ମୁମ୍ବାଇ: ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ତୁ ଝୁଠି ମେ ମକ୍କାର’ ବକ୍ସ ଅଫିସରେ ଧମାଲ କରିଛି । ରଣବୀର ଓ ଶ୍ରଦ୍ଧା କପୁରଙ୍କ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ପ୍ରଥମ ସପ୍ତାହରେ ମୁଭି ଭଲ ବିଜନେସ କରିଥିବା ବେଳେ ଦ୍ୱିତୀୟ ସପ୍ତାହରେ ବ୍ୟବସାୟ ଟିକେ ଧିମା ହୋଇଥିଲା । ହେଲେ…

ହେଲମେଟ୍ ମ୍ୟାନ୍ : ଘର,ସୁନା ବିକି ମାଗଣାରେ ବାଣ୍ଟିଲେଣିି ୫୬ ହଜାର ହେଲମେଟ୍‌

ବିହାର: ଦିନକୁ ଦିନ ବଢିବାରେ ଲାଗିଛି ସଡ଼କ ଦୁର୍ଘଟଣା । ବର୍ଷ ତମାମ ଲୋକଙ୍କୁ ଏନେଇ ସଚେତନ କରାଯାଉଥିଲେ ମଧ୍ୟ ଅନେକ କ୍ଷେତ୍ରରେ ତାହାକୁ ଲୋକେ ଅନୁପାଳନ ନ କରୁଥିବାର ଦେଖିବାକୁ ମିଳିଛି । ଏଭଳି ସମୟରେ ଲୋକଙ୍କୁ ସଡ଼କ ସୁରକ୍ଷା ବାବଦରେ ସଚେତନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଘବେନ୍ଦ୍ର…

ପ୍ରଣବଙ୍କ ମନ୍ତବ୍ୟକୁ ନେଇ ଘେରିଲା ବିଜେପି, ପଚାରିଲା CMO କିଏ ?

ଭୁବନେଶ୍ୱର: CMO କିଏ ? 5Tକୁ ନେଇ ପ୍ରଶ୍ନ ପରେ ବିଜେପି ପଚାରିଲା ସିଏମଓ କିଏ ? ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର 5T କଣ ଏକ ବିଭାଗ ବୋଲି ପ୍ରଶ୍ନ କରି ଘେରିବାକୁ ଚେଷ୍ଟା କରିଥିଲେ । ଯାହାର ଜବାବରେ ବିଜେଡି କହିଥିଲା 5T ହେଉଛି ଏକ ଚିନ୍ତାଧାରା । ଚିନ୍ତାଧାରା ପୁଣି କଣ…

ଗାଁକୁ ନାହିଁ ରାସ୍ତା, ନଦୀ ପାର୍‌ ହେବା ପାଇଁ ଭାରରେ ବୁହା ହେଲେ ରୋଗୀ

କୋରାପୁଟ : ପୁଣି ଭାରରେ ବୁହା ହେଲେ ରୋଗୀ । ବାରମ୍ବାର ଏଭଳି ଚିତ୍ର ସମ୍ନାକୁ ଆସୁଥିବା ବେଳେ ସ୍ଥିତି ସୁଧୁରୁନି। ଯାତାୟତ ପାଇଁ ନା ଗାକୁ ଅଛି ରାସ୍ତା ନା ନିର୍ମାଣ ହୋଇପାରୁଛି ପୋଲ । ସ୍ୱାସ୍ଥ୍ୟ ଖରାପ ହେଲେ ଡାକ୍ତରଖାନା ଯିବା ପାଇଁ ଆଣ୍ଠୁଏ ପାଣି ଭିତରେ ପଶି ନଦୀ ପାର୍‌ ହୋଇ…

୪୩ ବର୍ଷରେ ଏଟିପି ମାଷ୍ଟର୍ସ ୧୦୦୦ ପ୍ରତିଯୋଗିତା ଜିତି ଇତିହାସ ରଚିଲେ ବୋପାନ୍ନା

ଇଣ୍ଡିଆନ ୱେଲ୍ସ: ଭାରତର ରୋହନ ବୋପାନ୍ନା ୪୩ ବର୍ଷରେ ଏଟିପି ମାଷ୍ଟର୍ସ ୧୦୦୦ ଟାଇଟଲ ଜିତି ଇତିହାସ ରଚିଛନ୍ତି । ସବୁଠାରୁ ବୟସ୍କ ଖେଳାଳି ଭାବେ ସେ ଏହି ଟାଇଟଲ ଜିତିଛନ୍ତି । ରୋହନ ଅଷ୍ଟ୍ରେଲିଆର ମ୍ୟାଟ ଏଡବେନଙ୍କୁ ସାଥୀ କରି ବିଏନପି ପାରିବାସ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ଡବଲ୍ସ…

ସାହିତ୍ୟ ମୋର ସୁଖ ଦୁଃଖର ସାଥି : ନାରାୟଣ ସାହୁ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ନାରାୟଣ ସାହୁଙ୍କ ସହ ‘ସ୍ୱଳ୍ପ ଆଳାପ’…

ବାରୁଣୀ ଯାତ୍ରାରେ ଚଳଚଞ୍ଚଳ ହୋଇପଡ଼ିଛି ମା କନକଦୁର୍ଗାଙ୍କ ପୀଠ

ଜଗତସିଂହପୁର : ପବିତ୍ର ବାରୁଣୀ ଯାତ୍ରା ନିମନ୍ତେ ଚଳଚଞ୍ଚଳ ପିତେଇପୁରର ମା କନକଦୁର୍ଗାଙ୍କ ପୀଠ। ଏହି ବାରୁଣୀ ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ଦାଣ୍ଡ ପହଁରା ଓ କୁକୁଡ଼ା ଉଡ଼ା । ମା’ଙ୍କ ପୀଠରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ପରମ୍ପରା ଅନୁସାରେ ସକାଳୁ ମାଆଙ୍କୁ ସ୍ନାନ କରାଯାଇ ନୀତିକାନ୍ତି…

ଆରମ୍ଭ ହେଲା ଯାଜପୁରର ପ୍ରସିଦ୍ଧ ବାରୁଣୀ ମେଳା, ଦଶାସ୍ୱମେଧ ଘାଟରେ ବୁଡ଼ ପକାଉଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ

ଯାଜପୁର : ଆଜି ହେଉଛି ପବିତ୍ର ବାରୁଣୀ ସ୍ନାନ । ଯାଜପୁର ଦଶାଶ୍ୱମେଧଘାଟ ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି  ହଜାର ହଜାର ଶ୍ରଦ୍ଧାଳୁ । ଏଥିସହ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି  । ବିଶ୍ୱାସ ରହିଛି ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ମୋକ୍ଷ ମିଳିଥାଏ । ତେଣୁ ହଜାର ହଜାର ଭକ୍ତ…

STF କବ୍‌ଜାରେ ଜନ୍ତୁ ଶିକାରୀ, ଗୋଟିଏ କଲରାପତରିଆ ବାଘ ଓ ୨ଟି ହରିଣ ଛାଲ ଜବତ

ବୌଦ୍ଧ : STF କବ୍‌ଜାରେ ବନ୍ୟପ୍ରାଣୀ ସ୍ମଗଲର୍ ଗିରିଶ କୁମାର ସାହୁ । ଗ୍ରାହକ ବେଶରେ ଜିଲ୍ଲାର ହରଭଙ୍ଗାରେ ଡିଲ୍‌ ବେଳେ ଶିକାରୀ ଗିରିଶ କୁମାର ସାହୁକୁ ମାଡି ବସିଥିଲେ ଏସ୍‌ଟିଏଫ୍‌ ଅଧିକାରୀ। ଅଭିଯୁକ୍ତ ଗିରିଶଠାରୁ ଗୋଟିଏ କଲରାପତରିଆ ବାଘ ଓ ୨ଟି ହରିଣ ଛାଲ ଜବତ କରିଛି ସ୍ପେଶାଲ୍ ଟାସ୍କ…

ଓସ୍କାର ପୁରସ୍କାର: ଆରଆରଆର ଟିମ କାର୍ଯ୍ୟକ୍ରମ ପାଇଁ କିଣିଥିଲେ ସିଟ

ନୂଆଦିଲ୍ଲୀ: ଆରଆରଆରର ସଙ୍ଗୀତ ନାଟୁ ନାଟୁ ଓସ୍କାର ପୁରସ୍କାର ହାସଲ କରି ଭାରତକୁ ଗୌରବାନ୍ୱିତ କରିଛି । ତେବେ ଓସ୍କାର ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେବା ପାଇଁ ଆରଆରଆର ଟିମକୁ ସିଟ କିଣିବାକୁ ପଡିଥିଲା । ଏହା ବିଶ୍ୱାସ ନ ହେଲେ ବି ସତ । ଏସଏସ ରାଜମୌଲୀ ନିଜେ ଏହା ପ୍ରକାଶ କରିଛନ୍ତି ।…