Latest Odisha News

ପଟିଆରେ ନିଯୁକ୍ତି ମେଳା : ୧୨୫ ଯୁବକ, ଯୁବତୀ ପାଇଲେ ନିଯୁକ୍ତି

ଭୁବନେଶ୍ୱର: ପଟିଆରେ ନିଯୁକ୍ତି ମେଳା ଅନୁଷ୍ଠିତ । କିଟ୍‍ ପକ୍ଷରୁ ୧୨୫ଜଣଙ୍କୁ ମିଳିଲା ନିଯୁକ୍ତି । ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଟିଆ ଗାଁର ୧୨୫ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ପଟିଆର କିଛି…

ଅଭୁଲା ଗୀତ : ଏଇ ଛୋଟ କଥାଟିଏ ଭୁଲନା

ଗୀତ: ଗୁରୁକୃଷ୍ଣ ଗୋସ୍ୱାମୀ ସଙ୍ଗୀତ : ଶାନ୍ତନୁ ମହାପାତ୍ର ଗାୟନ : ପ୍ରଣବ ପଟ୍ଟନାୟକ ଓ ଉଷା ମଙ୍ଗେସକର ଚଳଚ୍ଚିତ୍ର : ଅରୁନ୍ଧତୀ (୧୯୬୮) ଏଇ ଛୋଟ କଥାଟିଏ ଭୁଲନା ଭଲପାଏ ଆଉ କିଛି ଜାଣେନା ତୁମେ ପାଶେ ଥିଲେ କିଛି ଦୁନିଆରେ ଆଉ ମୁଁ ଚାହେଁନା ଚାହେଁନା ଏଇ ଛୋଟ କଥାଟିଏ ଭୁଲନା…

ଶିଶୁ କବିତା : ଗୁଣ୍ଡୁଚି ମୂଷା

ତରୁଣ କୁମାର ମିଶ୍ର  କଉତୁକିଆ ଜୀବଟେ ମୁହିଁ ନାଆଁ ଗୁଣ୍ଡୁଚି ମୂଷା , ଗଛ କୋରଡ଼େ ଚାଳ ସନ୍ଧିରେ କରିଥାଏ ମୁଁ ବସା । ପିଠିରେ ମୋର ଆଙ୍ଗୁଳି ଛାପ ଭାରି ସୁନ୍ଦର ଦିଶେ , ଚାଲିଲା ବେଳେ ଲାଞ୍ଜକୁ ଟେକି ଯାଇ ଟିକିଏ ବସେ । ପଛ ଗୋଡ଼ରେ ଦେଇକି ଭରା ଆଗ ଗୋଡ଼ରେ ଧରି , ଖାଦ୍ଯକୁ…

ଆସନ୍ତା ସପ୍ତାହରେ ୬୦ ହଜାର ଟପିବ ସୁନା ଦର

ଭୁବନେଶ୍ୱର : ପୁଣି ବଢ଼ିପାରେ ସୁନା ଦର  । ଆକାଶ ଛୁଆଁ ହେବ ସୁନା  । କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ  । ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୫୯ ହଜାର ୪୨୦ ଟଙ୍କା ରହିଛି । ଏପ୍ରିଲ୍‌ ମାସରେ ଡେଲିଭରି ଦିଆଯିବାକୁ ଥିବା ସୁନା ଦାମ୍‌ ୧ ହଜାର ୪୧୪ ଟଙ୍କା ବୃଦ୍ଧି ପାଇଛି । ତେଣୁ ଆସନ୍ତା…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସମୟ ତା ବାଟରେ ଯେତେବେଳେ, ଯେମିତି ଜଣାଇବ ମୁଁ ମଥାପାତି ସହିନେବି । କିନ୍ତୁ ଆଜିଠାରୁ ନୁହେଁ । ମୁଁ ଦୁର୍ବଳ ହୋଇଯିବି । ଶାଶୁ ମୋ ମଥାକୁ ଆଉଁଷିବାରେ ଲାଗିଲେ । ବୋଉ ମତେ କୁଣ୍ଢେଇ ଧରି କଇଁ କଇଁ କାନ୍ଦୁଥିଲା ।…

କବିତା : ମାଟିର ମାଧୁର୍ଯ୍ୟ

ବାସନ୍ତୀ ବାରିକ୍  ସୁନୀଳ-ଆକାଶ ତଳେ ଧୂସର-ଧରଣୀ କୋଳେ, ଅରଣ୍ୟ,ପର୍ବତ ଶୋହେ, ସାଗର,ଝରଣା ବହେ, ପ୍ରକୃତିର ପ୍ରୀତିମୟ ଶୋଭା। ସବୁଜ ଶ୍ୟାମଳ-କ୍ଷେତ, ମାଟିର-ମଧୁ ପଣତ, ଧରଣୀର ରମଣୀୟ-ବିଭା। ସୃଷ୍ଟିର ଚାରୁ-ସମ୍ଭାର ସୌନ୍ଦର୍ଯ୍ୟର ଗନ୍ତାଘର, ସ୍ବପ୍ନଭରା-ନିଶିଥିନି ଜୋଛନା-ଝରା…

ଭାଷା ଭାଗବତ : ସର୍ବଜ୍ଞାତ ସତ୍ୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଅତି ଗପୁଡ଼ି ହୋଇ ବ୍ୟକ୍ତି କରେ ଭାଷାର ଯେତେ କ୍ଷତି ହୋଇନି ତହିଁର ଗଣତି ଏମିତି ଅଟେ ଆମ ଜାତି କାମରେ ନ ଲଗାଇ ମତି ଲୋକେ ଲୋଡ଼ଂତି ନିଜ ଖ୍ୟାତି ଯଶଲାଳସୀ ହେଲେ ବ୍ୟକ୍ତି ଜାତିରେ ପଡ଼ଇ ବିପତ୍ତି ଶିଖି ଶିଖାଇ ପାରେନାହିଁ ସଦା…

କବି ପ୍ରସନ୍ନ ମିଶ୍ରଙ୍କ ୮୨ ତମ ଜୟନ୍ତୀ ‘ଫାଲଗୁନ ଆସର’ ପାଳିତ

ଭୁବନେଶ୍ବର : ବିଶିଷ୍ଟ କବି ପ୍ରସନ୍ନ କୁମାର ମିଶ୍ରଙ୍କ ୮୨ ତମ ଜୟନ୍ତୀ 'ଫାଲଗୁନ ଆସର' ଶୀର୍ଷକରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। କବି କେଦାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବୀ ଅପର୍ଣ୍ଣା ମହାନ୍ତି, କବି ଆଶୁତୋଷ ପରିଡ଼ା, ନାଟ୍ୟକାର ରମେଶ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ଆଲୋଚନା ଅବସରରେ ଆମର ଆଲୋଚିତ ବେଶଟି ଥିଲା "ଗଜ ଉଦ୍ଧାରଣ ବେଶ "ବା "ଗଜେନ୍ଦ୍ର ମୋକ୍ଷ "ବେଶ । ଏହି ନାମ ଉଚ୍ଚାରିତ ହେବା ମାତ୍ରେ ଆଖି ଆଗରେ ନାଚେ ଏକ ଅତି ସମ୍ବେଦନଶୀଳ ଦୃଶ୍ୟ, ଯେଉଁଠି…

ଠିଆ ହୋଇ ପାଣି ପିଉଛନ୍ତି କି ? ହୋଇପାରେ ଏହିସବୁ ରୋଗ…..

ମଣିଷ ଜୀବନରେ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପାଣି ବିନା ମଣିଷ ବଞ୍ଚିବା ଅସମ୍ଭବ । ଶରୀରକୁ ସୁସ୍ଥ ରଖିବା ପାଇଁ ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି । ଜଣେ ମଣିଷ ସମୟ ସମୟରେ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ  । ଶରୀରରେ ପାଣିର ଅଭାବ ହେବା ଦ୍ୱାରା ଅନେକ…